-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
30-Jul-2024
ତୁଷୁରା (ପଞ୍ଚାନନ ନାଏକ) ବଲାଙ୍ଗୀର ଜିଲ୍ଲା ତୁଷୁରା ଏନଏସିର ୨ ନମ୍ବର ୱାର୍ଡ ସ୍ଥିତ ସେବା ଫର ଡିଜାବୁଲ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଅସହାୟ ଭିନ୍ନକ୍ଷମ ଭାଇ ଭଉଣୀ ଏବଂ ବୃଦ୍ଧା ପିତାମାତା ଙ୍କୁ ଛତା ବଣ୍ଟନ କରାଯାଇଛି। ଗତ କିଛିଦିନ ହେଲା ଲଗାଣ ବର୍ଷା ଯୋଗୁଁ ବହୁ ଲୋକ ଘରରୁ ବାହାରିବା କଷ୍ଟକର ହୋଇ ପଡୁଥିବାରୁ ସଂଗଠନ ପକ୍ଷରୁ ଅସହାୟଙ୍କୁ ଛତା ପ୍ରଦାନ କରାଯାଇ ଥିବା ସଂଗଠନ ପକ୍ଷରୁ ପ୍ରକାଶ।