-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
30-Jul-2024
ହରଭଙ୍ଗା (ଦେବବ୍ରତ ଦାଶ ଙ୍କ ରିପୋର୍ଟ) ଭୀମଖୋଲ ଛକ ଠାରୁ ଗଂଜେଇ ସହ ବ୍ୟବହୃତ ଏକ ସ୍କ୍ୱଟି ଓ ଦୁଇ ଅସମୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ଚାରିଛକ ଅବକାରୀ ବିଭାଗ l ସୂଚନା ମତେ ଗଂଜେଇ ଚୋରା ଚାଲାଣ ହେଉଥିବା ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ଟିମ ଘଟଣା ସ୍ଥଳରେ ପହଂଚି ଥିଲେ l ଏବଂ ଯାଞ୍ଜ ସମୟରେ (OD -12F. 3584)ନଂ ଥିବା ଏକ ସ୍କ୍ୱଟି ରେ ଚୋରାଚାଳଣ ହେଉଥିବା 6କେଜି ଗଂଜେଇ ସହିତ ଦୁଇ ଅସମୀକୁ ଗିରଫ କରିଥିଲା l ପରେ ଏକ ମାମଲା ଋଜୁ କରି ଦୁଇ ଆସାମୀ କୁ ଆଜି କୋର୍ଟ ଚାଲାଣ କରିଥିବା ଚାରିଛକ ଅବକାରୀ ଆଇ ଆଇ ସି ମମତା ନାଏକ ସୂଚନା ଦେଇଛନ୍ତି l