-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
24-Jul-2024
(ଡୋଲେଶ୍ଵର ବାଗ )
ନୂଆପଡ଼ା ଜିଲ୍ଲା ଖଡିଆଳ ସ୍ଥିତ ଅଗ୍ରସେନ ଭବନ ଠାରେ ଭାରତୀୟ ମଜଦୂର ସଂଘ ର ୭୦ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ସଭାରେ ଜିଲ୍ଲା ସଭାପତି ପ୍ରଦୀପ କୁମାର ଦଣ୍ଡସେନା ଅଧ୍ୟକ୍ଷତା କରିଥିବା ବେଳେ ମଜଦୂର ସଂଘ ହକ, ଅଧିକାର, ଏବଂ ନ୍ୟାୟ ପାଇଁ ଲଢେଇ କରିବା ର ପ୍ରୟାସ ଜାରି ଥିବା ବୋଲି ମତବ୍ୟକ୍ତ କରିଥିଲେ। ଭାରତୀ ମଜଦୂର ସଂଘ ଓଡ଼ିଶା ରାଜ୍ୟ ସାଂଗଠାନିକ ସମ୍ପାଦକ ଲକ୍ଷଣ ଦାଶ ଯୋଗ ଦେଇଥିଲେ।ନୂଆପଡ଼ା ଜିଲ୍ଲା ଶାଖା ସମ୍ପାଦକ ବାବୁଲାଲ ମାଝୀ,କୁଞ୍ଜ ବିହାରୀ କଟା, ଭବାନୀ ଶଙ୍କର କଟା, ରବୀ ପାଣିଗ୍ରାହୀ, ବୈଷ୍ଟଵ ଜଗତ, ଉପେନ୍ଦ୍ର ଠେଲା, ଆକାଶ କଟା ପ୍ରମୁଖ ଯୋଗ ଦେଇଥିଲେ।