-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||     

HOME   ଜିଲ୍ଲା

ଗ୍ରାମଗ୍ରାମ ଜଗିଛନ୍ତି ବାଦୁଡି ,ବିପଦ ଆସିଲେ ଦେଉଛନ୍ତି ସୂଚନା

19-Jul-2024



ହରଭଙ୍ଗା(ଦେବବ୍ରତ ଦାଶଙ୍କ ରିପୋର୍ଟ) ଧରା ପୃଷ୍ଠରେ ଅନେକ ଜୀବଜନ୍ତୁ ରହିଛନ୍ତି। ଆଧୁନିକତାର ଛାପରେ ଧିରେ ଧିରେ ସବୁଜିମା ପରିବେଶ ରୁ ବିଭିନ୍ନ ପ୍ରଜାତିର ପକ୍ଷୀ ଲୋପ ପାଇବାକୁ ବସିଛନ୍ତି। ଏଭଳି ଏକ ବିରଳ ପକ୍ଷୀ ହେଉଛି ବାଦୁଡି । ଦିନେ ଗାଁ ଗାଁ ରେ ସନ୍ଧ୍ୟାହେଲେ କାନରେ ଗୁଞ୍ଜରିତ ହେଉଥିଲା କିଚିରିମିଚିରି ଶବ୍ଦ ଆଉ ଏବେ କାନକୁ ବାଜୁ ନାହିଁ ଏହି ଶବ୍ଦ । କିନ୍ତୁ ବୌଦ୍ଧ ଜିଲ୍ଲାରେ ଆଜି ବି ଏଭଳି ଏକ ସ୍ଥାନ ଅଛି ଯେଉଁଠି ଗ୍ରାମବାସୀଙ୍କ ପ୍ରଚେଷ୍ଟା ପାଈଁ ହଜାର ହଜାର ସଂଖ୍ୟାରେ ବାଦୁଡିଙ୍କ କିଚିରିମିଚିରି ଶବ୍ଦରେ ଗୁଞ୍ଜରିତ ହେଉଛି ପୁରା ପରିବେଶ ।  

ଗଛ ସାରା ଝୁଲି ରହିଛନ୍ତି ଅନେକ ପକ୍ଷୀ । ଗୋଟିଏ କି ଦୁଇଟି ନୁହେଁ ଆପଣ ଚାହିଁଲେ ବି ଗଣି ପାରିବେନାହିଁ ଏହି ପକ୍ଷୀଙ୍କ ସଂଖ୍ୟା । ଗଛ ଡାଳରେ ଦୋଳି ଖେଳିଲା ପରି ଝୁଲି ରହିଛନ୍ତି ବିରଳ ପ୍ରଜାତିର ପକ୍ଷୀ। ଆପଣମାନେ ମଧ୍ୟ କିଏ କୋଉଠି କେମିତି ଦେଖିଥିବେ ରାତ୍ରିରେ ଏହି ପକ୍ଷୀକୁ। ଯାହାର ନାଁ ହେଲା ବାଦୁଡି। 

ବୌଦ୍ଧ ଜିଲ୍ଲା ରାମଗଡ ମହାନଦୀ କୂଳରେ ଥିବା ବାବା କେଦାରେଶ୍ୱର ଶୈବପୀଠ ପରିସରରେ ଥିବା ୧୧ଟି ଗଛରେ ଏବେ ବସା ବାନ୍ଧିଛନ୍ତି ଏହି ପକ୍ଷୀ । ଗ୍ରାମର ବ୍ୟଜେଷ୍ଠମାନେ କୁହନ୍ତି କିମ୍ବଦନ୍ତୀ ଅନୁସାରେ ଅଳ୍ପ ସଂଖ୍ୟକ ବାଦୁଡି ସର୍ବ ପ୍ରଥମେ ଗାଁର ଏକ ବର ଗଛରେ ରହୁଥିଲେ ଗାଁର କିଛି ବିପଦ ସଙ୍କେତ ଦେବାର ଥିଲେ ସେମାନେ ବାରମ୍ବାର ତାଙ୍କର ସ୍ଥାନ ବଦଳାଇ ଥାନ୍ତି । ପରିଶେଷରେ ଏମାନେ ଆଶ୍ରୟ  ନେଇଛନ୍ତି ଗାଁ ର ଏହି ଦେବାଳୟ ରେ । 

ଆଜକୁ ୩୦ବର୍ଷ ରୁ ଉର୍ଦ୍ଧ ସମୟ ହେଲା ଏଠାକାର ମନ୍ଦିର ପୂଜାରୀ ଓ ଗ୍ରାମବାସୀଙ୍କ ସୁରକ୍ଷା ଯୋଗୁଁ ଏବେ ବଢିବାରେ ଲାଗିଛି ବାଦୁଡ଼ିଙ୍କ ସଂଖ୍ୟା । ଅନ୍ୟପଟେ WILDLIFE ACT 1972 SCHEDULE 5 ଅନୁଯାୟୀ ବାଦୁଡି ପକ୍ଷୀ ଶିକାର ଏକ ଦଣ୍ଡନିୟ ଅପରାଧ ହୋଇଥିବା ବେଳେ ଯଦି  କିଏ ଏହି ପକ୍ଷୀ ଶିକାର କରିବାକୁ ପ୍ରଚେଷ୍ଟା କରେ ଉକ୍ତ ବ୍ୟକ୍ତିକୁ ଗ୍ରାମବାସୀ ଗ୍ରାମସଭାରେ ବଡ ଜୋରିମାନ ଆଦାୟ କରିଥାନ୍ତି । ତେଣୁ ଏହି ଡର ରେ ବାଦୁଡି ଶିକାର ପାଇଁ କେହି ସାହାଶ କରନ୍ତି ନାହିଁ ବୋଲି ଗ୍ରାମବାସୀ କାଶୀନାଥ ବଡ଼ମାଲି କହିଛନ୍ତି।

ପରିବେଶ ର ସନ୍ତୁଳନ ରକ୍ଷା କରିବା ରେ ବାଦୁଡି ର ଭୂମିକା ବି କିଛି କମ ନୁହେଁ । ବିଜ୍ଞାନ ର ଖାଦ୍ୟ ଓ ଖାଦକ ନିୟମ ଅନୁଯାଇ ଧାନବିଲର କୀଟପତଙ୍ଗ ଓ ମଶା କୁ ନିପାତ କରିବାରେ ଏମାନଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ।  ଦିନସାରା ଗଛ ଡାଳରେ ଝୁଲି ରହୁଥିବା ବାଦୁଡି ରାତି ହେଲେ ଖାଦ୍ୟ ଅନ୍ୱେଷଣରେ ବାହାରି ପଡନ୍ତି। ସମସ୍ତେ ଶୋଇଗଲା ପରେ ଏମାନେ ରାତିରେ ଚରାବୁଲା କରୁଥିବାରୁ ଏମାନଙ୍କୁ କେହିକେହି ରାତ୍ରୀଚର ପକ୍ଷୀ ବୋଲି କହିଥାନ୍ତି। 

ପ୍ରାକୃତିକ ବିପର୍ଯ୍ୟୟ ହେଉ କି ଅନ୍ୟ କିଛି ବିପଦ ଘଟଣା ଘଟିବା ପୁର୍ବରୁ ବାଦୁଡି ପକ୍ଷୀ ଗାଁ ଲୋକଙ୍କୁ ସୂଚନା ଦେଇଥାଏ ବୋଲି ଗାଁ ରେ ରହିଛି ମାନ୍ୟତା। ଆଉ ବାଦୁଡି ପକ୍ଷୀର ଏହି ଉପକାରିତାକୁ ରାମଗଡ ପଂଚାୟତବାସୀ ବେଶ ଭଲ ଭାବେ ବୁଝି ପାରିଛନ୍ତି । ତେବେ ଏମାନଙ୍କ ସୁରକ୍ଷା ପାଇଁ ବନବିଭାଗ ଆଗଭର ହେବା ସହିତ ସରକାରୀ ସ୍ତରରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଗଲେ ବାଦୁଡିଙ୍କ ବଂଶ ବିସ୍ତାର ହେବା ସହିତ ଏହି ସ୍ଥାନ ପର୍ଯ୍ୟଟନ ମାନଚିତ୍ର ରେ ସ୍ୱତନ୍ତ୍ର ସ୍ଥାନ ପାଇ ପରିବ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026

You Might Also Like