-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||     

HOME   ଜିଲ୍ଲା

ପ୍ରସିଦ୍ଧ ତରଭା ଦଧିବାବନ (ଜଗନ୍ନାଥ) ମହାପ୍ରଭୁ ମାଉସି ମନ୍ଦିର ରୁ ବାହାରି ରାସ୍ତା ରେ ଅଟକି ରହିଛନ୍ତି 

16-Jul-2024



ତରଭା(କପିଳାସ ସେଠ):  ପ୍ରସିଦ୍ଧ ତରଭା ଦଧିବାବନ (ଜଗନ୍ନାଥ) ମହାପ୍ରଭୁ ମାଉସି ମନ୍ଦିରରୁ ବାହାରି ରାସ୍ତାରେ ଅଟକି ରହିଛନ୍ତି I ନବମୀ ଦଶମୀ ନୀତିକାନ୍ତି, ଆଳତି ପୁଝାରୀ ମାନଙ୍କ ଦ୍ୱାରା କରାଯିବା ପରେ ଅଂଚଳର ପରମ୍ପରା, ନୀତି ଅନୁଯାୟୀ ଅନ୍ତର୍ଡIର ଉପାୟନ ଭୋଗ ଲାଗିବା ପରେ ମହାପ୍ରଭୁଙ୍କ ରୀତିନୀତି ଅନୁଯାୟୀ ମୁଖ୍ୟପୂଜକ ସତ୍ୟ ନାରାୟଣ ପୂଜାରୀଙ୍କ ଦ୍ୱାରା ଆଳତି ଲାଗି ହେବା ପରେ  ଦଶହଜାରରୁ ଉର୍ଦ୍ଧ ଭକ୍ତ ଉପସ୍ଥିତ ରହି ମହାପ୍ରଭୁ ଦଧିବାବନଙ୍କ ପହଣ୍ଡି କରାଯାଇଥିଲା I ମହାପ୍ରଭୁଙ୍କୁ ପହଣ୍ଡିରେ ନେବା ସମୟରେ ଗୋପାଳକୃଷ୍ଣ ମିଶ୍ର ଓ ଶାନ୍ତନୁ ପଣ୍ଡାଙ୍କ ଦ୍ୱାରା ହାତୀ ଝୁଲଇରେ ହାତୀ ଝୁଲଇ ଗୀତ ଓ ଘଣ୍ଟଶଙ୍ଖ,  ତାଳେତାଳେ ହରିବୋଲ,ହୁଳହୁଳି ଧୂନିରେ ଶ୍ରୀମନ୍ଦିର ପାଇଁ  ପହଣ୍ଡି ବିଜେ କରାଯାଇଥିଲା I ପରେଶ ପୂଜାହାରୀ, ସତ୍ୟ ପୁଝାରୀ, ସଞ୍ଜୟ ମିଶ୍ର, ସୁଧୀର ପୁଝାରୀ, ବିଜୟ ମିଶ୍ର, ସୁରେନ୍ଦ୍ର ବେଜ, ଆଶିଷ ମିଶ୍ର, ବିକ୍ରମ ମିଶ୍ର, ସୋମ୍ୟରଞ୍ଜନ ପାଣିଗ୍ରାହୀ, ମାନସ  ପଣ୍ଡା, ଅଭିଷେକ ପାଣିଗ୍ରାହୀ, ଦେବବ୍ରତ ପଣ୍ଡା ପ୍ରମୁଖ ସେବାୟତଙ୍କ ଦ୍ୱାରା ପହଣ୍ଡ କରାଯାଇଥିଲା I ତରଭା ରଥଯାତ୍ରା ପରିଚାଳନା କମିଟି ସଭାପତି ରତନଲାଲ ଅଗ୍ରୱାଲ ଛେରା ପହଁରା କରି ଥିଲେ I ମହାପ୍ରଭୁଙ୍କ ଆଳତି ପରେ ସନ୍ଧ୍ୟା ୬.୩୦ ରେ ରଥଟଣା ଆରମ୍ଭ ହୋଇଥିଲା I କିଛି ଦୂର ଗଲା ପରେ ରାସ୍ତାରେ ମହାପ୍ରଭୁ ଅଟକି ରହି ବୁଦ୍ଧ ଅବତାରରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ I ଅଞ୍ଚଳର ନିଆରା ପରମ୍ପରା ନେଇ ଶହ ଶହ ଶିଶୁ ମାନଙ୍କୁ ଜଗନ୍ନାଥ ଛୁଆଁ କାର୍ଯ୍ୟକ୍ରମ ଭକ୍ତଙ୍କ ଦ୍ୱାରା କରାଯାଇଥିଲା I ଦଧିବାବନଙ୍କ ପହଣ୍ଡି ସମୟରେ ହଜାର ହଜାର ଭକ୍ତଙ୍କ ଉପସ୍ଥିତ ଥିବା ବେଳେ ନାମକୁ ମାତ୍ର ପୋଲିସ ଅଧିକାରୀ ଉପସ୍ଥିତ ରହିଥିବା ବେଳେ ଚାରିଚକିଆ ଯାନ, ବାଇକ ଭିଡରେ ଧସେଇ ପଶି ଆସୁଛନ୍ତି I ତାଙ୍କୁ ଆକଟ କରିବା ପାଇଁ କେହିନାହିଁ  I ଫଳରେ ରଥ ପାଖରେ ନାହିଁ ନ ଥିବା ଅସୁବିଧା ସୃଷ୍ଟି ହେଉଛି I ଗୋଟିଏ ପଟରେ ସାଧାରଣ ଭକ୍ତଙ୍କୁ ଆକଟ କରାଯାଉଛି ହେଲେ ଯାନବାହନ ପ୍ରତି କୌଣସି ପ୍ରତିବନ୍ଧକ ହେଉନଥିବାର ଦେଖାଯାଉଛି I ଫଳରେ ଟ୍ରାଫିକ ବ୍ୟବସ୍ଥା ଫେଲ୍ ମାରୁଛି  I ଏ ସମ୍ପର୍କରେ ଆଇଆଇସି ଓ ସେଠାରେ ଉପସ୍ଥିତ ଥିବା ଅଧିକାରୀଙ୍କ ଦୃଷ୍ଟିକୁ ଅଣାଯାଇଥିଲା  I ତରଭା ଦଧିବାବନଙ୍କ ବାହୁଡ଼ାଯାତ୍ରା ଆହୁରି ତିନି ଦିନ ଯାତ୍ରା ରହିଛି I ରଥ ପାଖରେ ଟ୍ରାଫିଜ ସମସ୍ୟା ସୁଧାର କରିବାପାଇଁ ଦାବୀ ହେଉଛି I ତରଭା ବାହୁଡ଼ାଯାତ୍ରାର ଦ୍ୱିତୀୟ ଦିନରେ ବର୍ଣ୍ଣାଢ୍ଯ  ଓ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସୁନାରୀପଡା ଓ ପଣ୍ଡିରା ମାଳି ସମାଜ, କୁମ୍ଭାର ପଡା, ବଜରଙ୍ଗ ଦଳ ପକ୍ଷରୁ ଉପାୟନ ଭୋଗ ଲାଗିଲା ପରେ ରଥଟଣା ଆରମ୍ଭ ହୋଇ ଥିଲା I ସନ୍ଧ୍ୟା ହେବା ପରେ ସହର ବାଳକ ହାଇସ୍କୁଲ ନିକଟରେ ରଥ ଅଟକି ରହିଛି I  ତରଭା ବ୍ଲକ ର କମସରା, ବାଲିଖମାର, କଟାପାଳି, ପାଣିମୁ୍ରା, ନୁଆଁପାଳି, ମେଣ୍ଡା, ଦେଉଳପଦର, ରାଜ ପାଳି, ପୁଆ ସମେତ ବହୁ ଗ୍ରାମରେ ବାହୁଡ଼ାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି I 


News Comment




Photo in News

Advertisment
Lastest News
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   20-Sep-2026
  ଜିଲ୍ଲା  
ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ   20-Sep-2026
  ଜିଲ୍ଲା  
ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   20-Sep-2026
  ଜିଲ୍ଲା  
ତଳମୁଣ୍ଡଚାଷୀ ପ୍ରତାରିତ   20-Sep-2026
  ଜିଲ୍ଲା  
*ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   20-Sep-2026
  ଜିଲ୍ଲା  
ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   20-Sep-2026
  ଜିଲ୍ଲା  
ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   20-Sep-2026

You Might Also Like