-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
09-Jul-2024
(ଡୋଲେଶ୍ଵର ବାଗ )
ନୂଆପଡା ଜିଲ୍ଲା ଖଡିଆଳ ବନ ବିଭାଗ କୁ ବଡ ସଫଳତା ମିଲିଅଛି। ବନ୍ୟ ପ୍ରାଣୀଙ୍କ ହତ୍ୟା ଏବଂ ଛାଲ ବ୍ୟବସାୟିକ କାର୍ଯ୍ୟ କଲାପ ବୃଦ୍ଧି ହେଉଅଛି। ସିନାପାଲି ରେଞ୍ଜ ଏବଂ ଛତିଶଗଡ ସିମାନ୍ତ ରେ ଗୋଟିଏ କଲରାପତରିଆ ବାଘ ଛାଲ ଜବତ ହୋଇଛି। ତିନି ଜଣ ଅଭିଯୁ୍କ୍ତଙ୍କୁ ବନ ବିଭାଗ ଗିରଫ କରିଛନ୍ତି। ଛତିଶଗଡ ସିମାନ୍ତ ରେ ବାଘ ଛାଲ ବିକ୍ରି ନେଇ କଥା ଉଠିଥିବା ବେଳେ ଗତ ଆଠ ତାରିଖ ଦିନ ବନ ବିଭାଗ ଛତିଶଗଡ କୁ ଖବର ସିନାପାଲି ରେଞ୍ଜକୁ ସୂଚନା ମିଲିଥିଲା। ସୂଚନା ମୁତାବକ ଛତିଶଗଡ ଏବଂ ଖଡିଆଳ ବନ ବିଭାଗ ଡିଏଫଓ ଏକ ସ୍ବତନ୍ତ୍ର ଦଳ ଗଠନ କରିଥିଲେ। ସ୍ବତନ୍ତ୍ର ଦଳ କୁଖଡିଆଳ ଡିଏଫଓ ଅଜିଜ ଖାନ ଙ୍କ ନେତୃତ୍ବ ନେଇଥିବା ବେଳେ ସିନାପାଲି ରେଜଂ ର କର୍ମଚାରୀ ମାନେ ଛତିସଗଡ ସିମାନ୍ତ ରୁ କଲରାପତରିଆ ବାଘ ଛାଲ କୁ ଜବତ କରିଛାନ୍ତି। ତିନି ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଛି। ଆଜି କୋର୍ଟ ଚାଲାଣ କରାଯାଇଛି ବୋଲି ବନ ବିଭାଗ ଖଡିଆଳ ଡିଏଫଓ ଅଜିଜ ଖାନ ସାମ୍ବଦିକ ସମ୍ମିଲନୀ ରେ ସୁଚନା ଦେଇଛନ୍ତି |