-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||     

HOME   ଜିଲ୍ଲା

ଚାରଭଟା ଅନୁସୂଚିତ ଜାତି ଓ ଜନଜାତି ଉଚ୍ଚ ମାଧ୍ୟମିକ ସ୍କୁଲରେ ଅନିୟମିତତା, ପିଲାଙ୍କ ମେସ୍ ଖାଦ୍ୟପେୟରୁ ନିୟମିତ ବାଟମାରଣା,ଛାତ୍ରଛାତ୍ରୀଙ୍କ ପୌଷାକରୁ ବି ବଟି, ୫-ଟି  ନିର୍ମାଣ ଓ ମରାମତି ନିମ୍ନମାନର  

07-Jul-2024



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ):  ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଚାରଭଟା ଅନୁସୂଚିତ ଜାତି ଓ ଜନଜାତି ଉଚ୍ଚ ମାଧ୍ୟମିକ ସ୍କୁଲରେ ବର୍ଷ ବର୍ଷ ଧରି ବ୍ୟାପକ ଅନିୟମିତତା ଲକ୍ଷ୍ୟ କରାଯାଇ ଆସୁଛି । ଶତାଧିକ ହଷ୍ଟେଲ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ , ହଷ୍ଟେଲରେ ମେସ୍ ଖାଦ୍ୟପେୟ ସହିତ ସୌନ୍ଦର୍ଯ୍ୟକରଣ ବା ଉପକରଣଆଦିରେ ଦୁର୍ନୀତି ପ୍ରତି ଗଣମାଧ୍ୟମରେ ଦୃଷ୍ଟିଆକର୍ଷଣ କରାଯାଇଆସୁଥିଲେ ହେଁ  କେହି କର୍ଣ୍ଣପାତ କରୁ ନାହାଁନ୍ତି । ସଂପ୍ରତି ନୂଆ ସରକାରରେ ଏହି ଆଦିବାସୀ ଉନ୍ନୟନ ବିଭାଗର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଗତ ଏଭଳି ଅଭିଯୋଗ ପ୍ରତି କେତେଦୂର ଦୃଷ୍ଟି ଦେବେ, ଅପେକ୍ଷା କରାଯାଉଛି ।

କିଛିଦିନତଳେ ବଲାଙ୍ଗୀରର ଏକ ବଳିଷ୍ଠ ସାମ୍ବାଦିକଦଳ ସୁବର୍ଣ୍ଣପୁର ଜିଲ୍ଲାର ତରଭା ବ୍ଲକ୍ ର ଏକ ଅଭ୍ୟନ୍ତର ଅଞ୍ଚଳରେ ଅବସ୍ଥିତ ଏହି ଚାରଭଟା ଗ୍ରାମର ଆଦିବାସୀ କଲ୍ୟାଣ ବିଭାଗ ର ଉଚ୍ଚଶିକ୍ଷାନୁଷ୍ଠାନକୁ ପରିଦର୍ଶନ କରି  ସେଠାରେ ଚାଲିଥିବା ଅନିୟମିତତା ଓ ଅବ୍ୟବସ୍ଥା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।  ଜିଲ୍ଲାର ଏକମାତ୍ର ଏହି କଲେଜ ବନାମ ହାୟର ସେକେଣ୍ଡାରୀ ସ୍କୁଲରେ ଫାଇଭ୍ ଟି ରେ   ତରଭା ବ୍ଲକ୍ ତରଫରୁ ବିଭାଗୀୟ ଭିତ୍ତିକ ସୌନ୍ଦର୍ଯ୍ୟକରଣ , ନିର୍ମାଣ ଓ ମରାମତି ଆଦି ଚାଲୁଥିଲେ ହେଁ , ଏହା ଏତେ ନିଆମାନର ଯେ , ଫାଟିଉଦୁରି ଯାଉଛି । ପାନୀୟ ଜଳ ଟାଙ୍କିର ଟ୍ୟାପ୍ ଉପୁଡି ଯାଉଛି । ଚଟାଣର ପ୍ଲେଟ୍ ଶସ୍ତା ଓ ଯଥେଷ୍ଟ ନିମ୍ନମାନର ।  କିଛିବର୍ଷତଳେ ସୋନପୁର ଡିଆରଡିଏ ଦ୍ବାରା କୋଟି କୋଟି ଟଙ୍କାର ବ୍ୟୟ ଅଟକଳରେ ନିର୍ମିତ ଏହି ସ୍କୁଲର କୋଠା ଫାଟି ଆଁ କରିଛି । ତା ଉପରେ ସିମେଣ୍ଟ ବୋଳାଯାଇଥିଲେ ହେଁ ଚୂନ କିମ୍ବା ରଙ୍ଗ ମରାଯାଇ ନାହିଁ । ଶ୍ରେଣୀଗୃହ , ଲାଇବ୍ରେରୀ , ଛାତ , ପାଚରୀ ,ଲନ୍ ଓ ଅନ୍ୟାନ୍ୟ କୋଠରୀସବୁ ଭଗ୍ନ ଓ ଦଦରା । ଏବେ କିନ୍ତୁ ଭିତରେ ପ୍ଲେଟ୍ ଲଗା ଚାଲିଛି । ପଚାରିବାରୁ ଜଣେ ସ୍ଥାନୀୟ ଠିକାଦାର ପଠାନ୍ ଡାଙ୍ଗ ଏହା କରୁଥିବା କହିଲେ । ସେ କୁଆଡେ ସୋନପୁରର ଜଣେ ଦୀର୍ଘବର୍ଷ ଧରି ଅବସ୍ଥାପିତ ରାଜନେତାଙ୍କ ମୁହିବୋଲା ଭଣଜା ଓ ବିବଦମାନ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ବନ୍ଧୁ ବୋଲି କହି ହାଙ୍କନୀ ମାରୁଥିବାର ଶୁଣିବାକୁ ମିଳିଲା । ତାଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରାଯିବାରୁ ସେ ' ହଁ , କାମ ହେଉଛି । ଏହା ଡିପାର୍ଟମେଣ୍ଟାଲ୍ କାମ । ଏଇ ଜେଇଙ୍କୁ ପଚାରନ୍ତୁ । ମୁଁ କରୁନାହିଁ ବୋଲି ସଫେଇ ଦେଇ ଏଡାଇ ଯାଇଥିଲେ । ବ୍ଲକ୍ ର ଏଇ ଜେଇମାନେ ଧରାଛୁଆଁ ଦେଲେନାହିଁ । ପ୍ରଧାନଶିକ୍ଷୟିତ୍ରୀଙ୍କୁ ପଚାରିଲାରୁ ଦୁଇବର୍ଷ ଭିତରେ କିଛି କଣ୍ଟିଜେନସି ଆସିନାହିଁ । ବିଡିଓଙ୍କୁ ପଚାରନ୍ତୁ । ଦି' ଚାରିଦିନ ତଳେ ବିଡିଓ ଆସିଥିଲେ କହି ମୁକୁଳିଗଲେ ।

ଉଲ୍ଲେଖନୀୟ ଯେ ଦୁଇବର୍ଷ ଧରି କୋରାପୁଟ ଜିଲ୍ଲାରୁ ଆସି ଶର୍ମିଷ୍ଠା କୁମାରୀ ଗୌଡ ଏଠାରେ ପ୍ରଧାନଶିକ୍ଷୟିତ୍ରୀ ରହୁଛନ୍ତି ।

ଏବେ କୁଆଡେ ତାଙ୍କ ନବରଙ୍ଗପୁରର ବିଧାୟକ ବିଭାଗୀୟ ମନ୍ତ୍ରୀ ହେଇଥିବାରୁ ସେ ବଦଳି ହେଇ ଚାଲିଯିବେ !  ତେବେ ଶତାଧିକ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରେ ନିମ୍ନମାନର ଖାଦ୍ୟ , ସ୍କୁଲ୍ ପୋଷାକରେ ହେରଫେର, ପାଠପଢାରେ ଚିରାଚରିତ ଢଙ୍ଗରେ ଶିକ୍ଷାଦାନ ଇତ୍ୟାଦିର ଅନିୟମିତତାର ଅଭିଯୋଗ ଚର୍ଚ୍ଚା ହେଉଛି । ସବୁଥିରୁ ଭାଗ ଖାଇ ବର୍ଷ ବର୍ଷ ଧରି କର୍ତ୍ତୃପକ୍ଷ ପକେଟ୍ ଗରମ କରୁଥିବା ଓ ନିଷ୍ଠାର ସହ ଦାୟିତ୍ୱ ସମ୍ପାଦନ କରୁ ନଥିବା ସହ ଏହି ଉଚ୍ଚଶିକ୍ଷାନୁଷ୍ଠାନକୁ ସରକାର ଓ ପ୍ରଶାସନ ଉପଯୁକ୍ତ ଦୃଷ୍ଟି ଦେଉ ନଥିବା ସ୍ଥାନୀୟଲୋକେ ଅଭିଯୋଗ ପ୍ରକାଶ କରୁଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026

You Might Also Like