-+91-9937148622 |
prerana_bgr@rediffmail.com |
Thursday 19th March 2026 |
R.N.I. Regd No. ODIODI/2010/46693
Breaking News
06-Jul-2024
ନବରଙ୍ଗପୁର :-(ମିହିର ଶଙ୍କର ପାତ୍ର,)ସଖାଳ 5.30 ସମୟରେ ଡାବୁଗାଁ ଥାନା ଅନ୍ତରଗତ ମହେନ୍ଦ୍ରି ଗ୍ରାମର ରାସ୍ତା ପାରହୋଇ ଶୌଚହେବା ପାଇଁ ସାଇକେଲ ରେ ଯିବା ସମୟରେ ପଛପଟେ 108 ଆମ୍ବୁଲାନ୍ସ ଆସି ଧକାଦେଲା। ଆମ୍ବୁଲାନ୍ସ ଧକାରେ ଘଟଣା ସ୍ଥଳରେ ହିଁ ୮ ବର୍ଷର ପୁଅ ନିଖିଲ ମହାନ୍ତିର ମୃତୁ ହଇଯାଇଛି ଏଵଂ ବାପା ଗଣେଶ ମହାନ୍ତିକୁ ଗୁରୁତର ଅବସ୍ଥା ରେ ଡାବୁଗାଁ ମେଡିକାଲ ରେ ଆଣି ଭର୍ତ୍ତି କରୁଛନ୍ତି। ବର୍ତ୍ତମାନ ଘଟଣା ସ୍ଥଳରେ ଡାବୁଗାଁ ପୋଲିସ ପହଂଚି ତଦନ୍ତ ଆରମ୍ବ କରିଛି।ପୋଲିସ ର ତଦନ୍ତ ପରେ ପ୍ରକୃତ ଘଟଣାଟି ଜଣା ପଡିବ।