-+91-9937148622 |
prerana_bgr@rediffmail.com |
Wednesday 18th March 2026 |
R.N.I. Regd No. ODIODI/2010/46693
Breaking News
05-Jul-2024
(ମିହିର ଶଙ୍କର ପାତ୍ର,,)
ପାପଡା ହାଣ୍ଡି ବ୍ଲକ ଅର୍ନ୍ତଗତ ମୈଦଲ ପୁର ଗ୍ରାମ ପଞ୍ଚାୟତ ର ଶିଶୁ ମନ୍ଦିର ମୈଦଲ ପୁର ରେ ପ୍ରଧାନ ଗୁରୁଜୀ ଯୁଧିଷିଟିର ହରିଜନ ଆନୁକୁଲ୍ୟରେ ଶିଶୁଟିଏ ଵୃକ୍ଷ ଟିଏ ର ମାନବୀୟ ଚିନ୍ତା ଧାରା ରେ ପରିବେଶ ସୁରକ୍ଷା ପାଇଁ ନିଆରା ଦୃଶ୍ୟ ରେ ପ୍ରାରମ୍ବ ଶ୍ରେଣୀରେ ନାମଲେଖା ସମୟରେ କୁମାରୀ ଲକ୍ଷ୍ମୀ ଶ୍ରୀ ପିତୃଦେବ ବାବୁଲାଲ ସାଗର ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ଵୃକ୍ଷ ରୋପଣ ସହ ଶିଶୁ ମନ୍ଦିରରେ ନାମ ଲେଖାଇବା ଭାଵନା କୁ ଶିଶୁ ମନ୍ଦିର ଗୁରୁଜୀ ଓ ଗୁରୁମା ସ୍ଵାଗତ କରିଥିଲେ ।କୁମାରୀ ଲକ୍ଷ୍ମୀ ଶ୍ରୀ ର ପିତୃଦେବ ଶିଶୁ ଜୀଵନରେ ଶିକ୍ଷା ସହ ମାନବୀୟ ପରିବେଶ ଗଠନ ରେ ମାନବ ସମାଜ ରକ୍ଷା ପାଇଁ ଵୃକ୍ଷରୋପଣ ପାଇଁ ନିବେଦନ କରିବା ସହ ଶିଶୁ ମନ୍ଦିରରେ ପିଲାମାନଙ୍କ ନାମ ଲେଖା ଦିବସରେ ରେ ଵୃକ୍ଷ ରୋପଣ ପାଇଁ ନିବେଦନ କରିଥିଲେ । ଵୃକ୍ଷ ରୋପଣ ରେ ଶିଶୁ ମାନଂକ ଅଭିଭାବକ ,ଗୀତା ଗୁରୁମା ,ଲିଙ୍ଗରାଜ ଗୁରୁଜୀ,ସନ୍ତୋଷିନୀ ଗୁରୁମା ସହ ପ୍ରମୁଖ ସହଯୋଗ କରିଥିଲେ