-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
04-Jul-2024
ତୁଷୁରା (ପଞ୍ଚାନନ ନାଏକ )ବଲାଙ୍ଗୀର ଜିଲ୍ଲା ଗୁଡ଼ାଭେଳା ବ୍ଲକ ଅନ୍ତର୍ଗତ ନୂଆଁପଡା ଗ୍ରାମ ଠାରେ ସୂଚ୍ଛ ଦୁଗ୍ଧ ତାଲିମ ଶିବିର ଉଦଘାଟିତ ହୋଇ ଯାଇଛି ।ଏହି ଶିବିରକୁ ତୁଷୁରା ପ୍ରାଣୀ ଚିକିତ୍ସାଲୟର ଅଧିକାରୀଣି ଦ୍ୱିପ୍ତିମୟୀ ବଢ଼େଇ ମୁଖ୍ୟ ଅତିଥି ଭାବେ ଯୋଗ ଉଦଘାଟନ କରିଥିବା ବେଳେ ନୂଆପଡା ଗ୍ରାମ ପଞ୍ଚାୟତ ସରପଞ୍ଚ କୁଞ୍ଜ ବିହାରୀ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ଏହି କାର୍ଯ୍ୟକ୍ରମରେ ସଭାପତି କିରଣ ସାହୁ, ଦୟାନନ୍ଦ ପଧାନ ତୁଷୁରା ବି ଏମ ସି ସୁପରଭାଇଜର ସମ୍ପାଦକ ପଞ୍ଚାନନ ନାଏକ ଉପସ୍ଥିତ ଥିବା ବେଳେ ବହୁ ଚାଷୀ ତାଲିମ ନେଇ ଥିଲେ ।