-+91-9937148622 |

prerana_bgr@rediffmail.com |

  Monday 12th October 2026 |

| | | |

R.N.I. Regd No. ODIODI/2010/46693

Breaking News

ମା ଘଣ୍ଟାସୁନିଙ୍କ ନବମୀ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ    (12-Oct-2026)       ||      *ଆସନ୍ତା କାଲି ଠାରୁ ସୁବର୍ଣ୍ଣପୁର ଠାରେ ହେବ ରାଜ୍ୟ ସ୍ତରୀୟ ୧୪ ବର୍ଷ ରୁ କମ୍ ବାଳକ ଫୁଟବଲ୍ ଚାମ୍ପିଅନସିପ*-   (12-Oct-2026)       ||      ମା’ ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ବ୍ରହ୍ମଚାରିଣୀ ବେଶ ଦର୍ଶନ   (12-Oct-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ୍ ପକ୍ଷରୁ ନବଜାତ ଶିଶୁଙ୍କୁ ମାତୃଶିଶୁ ହସ୍ପିଟାଲରେ କିଲକାରୀ କିଟ୍ ବଣ୍ଟନ   (12-Oct-2026)       ||      *ବିଗୁଲ ଟିଭି ର ପଞ୍ଚମ ବାର୍ଷିକ ଉତ୍ସବ ଓ ନୂଆଁ ଖାଇ ଭେଟ ଘାଟ କାର୍ଯ୍ୟ କ୍ରମ*- *ପ୍ରକାଶିତ ହେଲା ବିଗୁଲ ପ୍ରଭା ସାପ୍ତାହିକ ପତ୍ରିକା*   (12-Oct-2026)       ||      ବିଜେଡିର ଜନସମ୍ପର୍କ ପଦଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି   (12-Oct-2026)       ||      ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ    (12-Oct-2026)       ||      ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ   (12-Oct-2026)       ||      *ଜଳ ଯୋଗାଣ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ସରପଞ୍ଚ*   (12-Oct-2026)       ||      *ଦୁଷ୍କର୍ମ ଅଭିଯୁକ୍ତ କୁ 20 ବର୍ଷ ସଶ୍ରମ କାରାଦଣ୍ଡ*   (12-Oct-2026)       ||      ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବାଟ ଫିଟିଲା   (12-Oct-2026)       ||      ପଂଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ    (12-Oct-2026)       ||      *ନବରଙ୍ଗପୁର ଜିଲ୍ଲାରେ ଦଶହରା ପୂର୍ବରୁ ଚାନ୍ଦା ଆଦାୟ କରି ବୁଲୁଛନ୍ତି ମାଳମାଳ ନକଲି ସାମ୍ବାଦିକ*   (12-Oct-2026)       ||      *ବୈଦିକ ବିଦ୍ୱାନ ବ୍ରଜ ବିହାରୀ ଙ୍କ ୧୦୬ ତମ ଜୟନ୍ତୀ ସମାରୋହ ଅନୁଷ୍ଟିତ*-   (12-Oct-2026)       ||      କୁରସୁଡରେ ମାଁ ଦୁର୍ଗା ପୂଜା ଆରମ୍ଭ   (12-Oct-2026)       ||      ବରପାଲି କାଳୀ ପୂଜା କମିଟି ର ନୂତନ କର୍ମକର୍ତ୍ତା ଚୟନ   (12-Oct-2026)       ||      ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବାଟ ଫିଟିଲା ଆଗଲପୁର ହାଇସ୍କୁଲ ପାଇଲା ଉଚ୍ଚ ମାଧ୍ୟମିକ ମାନ୍ୟତା   (12-Oct-2026)       ||      ମାହେଶ୍ୱରୀ ସଂଗଠନ ଆଗଲପୁର ତରଫରୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମ   (12-Oct-2026)       ||      ଡୁଙ୍ଗୁରିପାଲି ମଣ୍ଡଳ ବିଜେପି ତରଫରୁ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ    (12-Oct-2026)       ||      ବଲାଙ୍ଗୀରରେ ତିନିଦିନିଆ ‘ଏକତା କଳା ଉତ୍ସବ-୨୦୨୬’ ଉଦ୍‌ଯାପିତ   (12-Oct-2026)       ||     

HOME   ଜିଲ୍ଲା

ରଜରେ ଅଭାବନୀୟ ଘଟଣା ପୋଖରୀରେ ବୁଡି ଦୁଇ ଶିଶୁ ମୃତ

15-Jun-2024



ରେଢ଼ାଖୋଲ ( ଅନିଲ ପୃଷ୍ଟି )ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ କଳିନ୍ଦର ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ପାଣିରେ ବୁଡ଼ି ଦୁଇ ଶିଶୁର ମୃତ୍ୟୁ ହୋଇଛି  । ‌ଏକାଥରକେ ଗୋଟିଏ ମାଁ ର ଦୁଇକୁଳ ଉଜୁଡିଯାଇଛି  , ଭାଙ୍ଗି ଯାଇଛି ମାର ସ୍ନେହ ଭରା ମମତା, କାନ୍ଦ ବୋବାଳି ରେ ଫାଟି ଯାଉଛି ମାର କୋହଭରା ଛାତି । ଯେଉଁ ହାତରେ ଦୁଇ ପୁଅଙ୍କ ଉପରେ ସ୍ନେହର ପିତୁଳା ଢାଳୁଥିଲା , ସେହି ହାତରେ ଆଜି ଦୁଇ ଶିଶୁ ପୁତ୍ରଙ୍କୁ ଧରି ଛାତି ପିଟି ହୋଇ କାନ୍ଦୁଛି ମାଁ । ଆଜି ରଜ ସଂକ୍ରାନ୍ତି ରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ସହରର କଳିନ୍ଦର ଗ୍ରାମରେ ।
ଆଜକୁ ଦେଢ ବର୍ଷ ହେବ ଅନୁଗୁଳ ଜିଲ୍ଲାର ପୁରୁଣା କୋର୍ଟ ଥାନା ଅନ୍ତର୍ଗତ ଗୋଇନ୍ଦ ଗ୍ରାମରୁ ଆସି ରେଢ଼ାଖୋଲର କଳିନ୍ଦର ଗାଁରେ ଆସି ରହୁଥିଲେ ଟୁକୁନା ସେଠ ଓ ତାଙ୍କ ସ୍ତ୍ରୀ ତିଲୋତମା ମିର୍ଦ୍ଧା ଦୁହେଁ ଭଲପାଇ ବାହା ହୋଇ ସୁନାର ସଂସାର ଗଢ଼ିବା ପାଇଁ ସ୍ବପ୍ନ ଦେଖିଥିଲେ । ଦୁହିଁଙ୍କ ଔରସରୁ ୨ ଟି ପୁତ୍ର ସନ୍ତାନ ମଧ୍ୟ ଭଗବାନ ଦେଇ ଥିଲେ । ହେଲେ ବିଧିର ବିଧାନ କିନ୍ତୁ ଅଲଗା ଥିଲା । ତାଙ୍କ ପରିବାର କହିଲେ  ଦୁଇ ଶିଶୁ ପୁତ୍ର , ଜଣେ ୩ ବର୍ଷର ଶ୍ରୀୟାଂଶୁ ସେଠ୍ ଓ ଆଉ ଜଣେ ଅଢେଇ ବର୍ଷର ପ୍ରିୟାଂଶୁ ସେଠ । ଚାରିଜଣଙ୍କୁ ନେଇ ଏକ ସୁନ୍ଦର ପରିବାର ଟିଏ ଗଢିଥିଲେ ଟୁକୁନା ଓ ତିଳୋତ୍ତମା ।  ଦୁହେଁ କଳିନ୍ଦର ଗାଁ ରେ ଏକ ଫାର୍ମରେ ରହି ଯଗା ରଖା କାମ କରି ହସଖୁସିରେ ପରିବାର ଚଳୁଥିଲା । ହେଲେ ଶନିବାର ଘଟିଗଲା ଏକ ଅଭାବନୀୟ ଘଟଣା । ଆଜି ସକାଳ ୯ ଟା ସମୟରେ ଫାର୍ମରେ ବାପା ଟୁକୁନା କାମ କରୁ ଥିଲେ ଓ ମା ତିଳୋତ୍ତମା ଶନିବାର ବଜାରକୁ ପରିବା କିଣିବା ପାଇଁ ଯାଇଥିଲେ । ଏହି ସମୟରେ ତାଙ୍କ ଦୁଇ ଶିଶୁ ପୁତ୍ର ବଡ ପୁଅ ଶ୍ରୀୟାଂସୁ ଓ ସାନ ପୁଅ ପ୍ରିୟାଂସୁ ଦୁଇଭାଇ ମିଶି ଫାର୍ମ ସ୍ଥିତ ଏକ ପୋଖରୀ ପାଖରେ ଖେଳୁଥିବା ସମୟରେ ପାଣି ଭିତରକୁ ଚାଲିଯାଇ ବୁଡିଯାଇଥିଲେ । ବଜାରରୁ ମା ତିଲୋତମା ଦିନ ୧୨ ଟା ସମୟରେ ଆସି ଦୁଇ ପୁଅଙ୍କୁ ଖୋଜିଥିଲେ ହେଲେ ପାଇନଥିଲେ , ବହୁ ଖୋଜାଖୋଜି ପରେ ଜଣେ ପୋଖରୀ ପାଣିରେ ଭାସୁଥିବା ଦେଖି ବାପା ଟୁକୁନା ପୁଅକୁ ଉଦ୍ଧାର କରିଥିଲା ପରେ କିଛି ସମୟ ପରେ ପୁଣି ସାନପୁଅକୁ ମଧ୍ୟ ସେହି ପୋଖରୀ ପାଣି ଭିତରେ ବୁଡ଼ି ଯାଇଥିବା ସନ୍ଦେହ କରି ପାଣିଭିତରୁ ବୁଡି ଖୋଜି ଉଦ୍ଧାର କରିଥିଲା ବାପା ଟୁକୁନା । ପରେ ଉଦ୍ଧାର କରି ଉଭୟଙ୍କୁ ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଉଭୟ ଶିଶୁ ପୁତ୍ର ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଖବର ପାଇ ରେଢ଼ାଖୋଲ ପୋଲିସ ପହଞ୍ଚି ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ମା ଘଣ୍ଟାସୁନିଙ୍କ ନବମୀ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   12-Oct-2026
  ଜିଲ୍ଲା  
*ଆସନ୍ତା କାଲି ଠାରୁ ସୁବର୍ଣ୍ଣପୁର ଠାରେ ହେବ ରାଜ୍ୟ ସ୍ତରୀୟ ୧୪ ବର୍ଷ ରୁ କମ୍ ବାଳକ ଫୁଟବଲ୍ ଚାମ୍ପିଅନସିପ*-   12-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ବ୍ରହ୍ମଚାରିଣୀ ବେଶ ଦର୍ଶନ   12-Oct-2026
  ଜିଲ୍ଲା  
ଟିଟିଲାଗଡ଼ ଲାୟନ୍ସ କ୍ଲବ୍ ପକ୍ଷରୁ ନବଜାତ ଶିଶୁଙ୍କୁ ମାତୃଶିଶୁ ହସ୍ପିଟାଲରେ କିଲକାରୀ କିଟ୍ ବଣ୍ଟନ   12-Oct-2026
  ଜିଲ୍ଲା  
*ବିଗୁଲ ଟିଭି ର ପଞ୍ଚମ ବାର୍ଷିକ ଉତ୍ସବ ଓ ନୂଆଁ ଖାଇ ଭେଟ ଘାଟ କାର୍ଯ୍ୟ କ୍ରମ*- *ପ୍ରକାଶିତ ହେଲା ବିଗୁଲ ପ୍ରଭା ସାପ୍ତାହିକ ପତ୍ରିକା*   12-Oct-2026
  ଜିଲ୍ଲା  
ବିଜେଡିର ଜନସମ୍ପର୍କ ପଦଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି   12-Oct-2026
  ଜିଲ୍ଲା  
ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ   12-Oct-2026
  ଜିଲ୍ଲା  
ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ   12-Oct-2026
  ଜିଲ୍ଲା  
*ଜଳ ଯୋଗାଣ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ସରପଞ୍ଚ*   12-Oct-2026
  ଜିଲ୍ଲା  
*ଦୁଷ୍କର୍ମ ଅଭିଯୁକ୍ତ କୁ 20 ବର୍ଷ ସଶ୍ରମ କାରାଦଣ୍ଡ*   12-Oct-2026
  ଜିଲ୍ଲା  
ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବାଟ ଫିଟିଲା   12-Oct-2026
  ଜିଲ୍ଲା  
ପଂଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   12-Oct-2026

You Might Also Like