-+91-9937148622 |
prerana_bgr@rediffmail.com |
Saturday 27th June 2026 |
R.N.I. Regd No. ODIODI/2010/46693
Breaking News
15-Jun-2024
(ମିହିର ଶଙ୍କର ପାତ୍ର,)
ଡାବୁଗାଁ ବ୍ଲକ ଅନ୍ତର୍ଗତ କେଲିଆ ମହିମା ଆଶ୍ରମରେ ରଜ ଉତ୍ସବ ପାଳିତ ହୋଇଯାଇଛି। ସୌଭାଗ୍ୟ ବାବା, ଯଦୁମଣି ଦାସ ଓ ଋଷି ଦାସ ସମସ୍ତ କାର୍ଯ୍ୟକ୍ରମ କୁ ତଦାରଖ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ହିନ୍ଦୁ ମହାସଂଘ କେନ୍ଦ୍ରୀୟ ସମିତି ପ୍ରମୁଖ ଜୟନ୍ତ କୁମାର ପାତ୍ର ଏବଂ ଆଇନ ପରାମର୍ଶଦାତା ଅରୁଣ ପ୍ରସନ୍ନ ନାୟକ ଅତିଥି ଭାବେ ଯୋଗଦାନ କରିଥିଲେ। ଧୂମଧାମରେ ଏହି ଉତ୍ସବ ପ୍ରତି ବର୍ଷ କେଲିଆ ମହିମା ଆଶ୍ରମରେ ପାଳନ କରାଯାଏ