-+91-9937148622 |

prerana_bgr@rediffmail.com |

  Tuesday 13th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀରଠାରେ ଅନୁଷ୍ଠିତ ହେଲା ଅଖିଳ ଓଡ଼ିଶା ନ୍ୟାୟିକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସାଧାରଣ ପରିଷଦ ବୈଠକ   (13-Oct-2026)       ||      ୩ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସଇଁତଲା ଆର ଆଇ ଙ୍କୁ ଧରିଲା ଭିଜିଲାନ୍ସ ବିଭାଗ    (13-Oct-2026)       ||      *ନବରଙ୍ଗପୁରରେ ନୂତନ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ*   (13-Oct-2026)       ||      ବଲାଙ୍ଗୀର ତହସିଲର ଅବ୍ୟବସ୍ଥା ନେଇ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ସଭାପତି ଙ୍କ ପ୍ରତିକ୍ରିୟା: କପି ଟିଏ ପାଇବା ପାଇଁ ଲୋକଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି    (13-Oct-2026)       ||      ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଲେ ମାଁ ଚରଦେଇ   (13-Oct-2026)       ||      ଜିଲ୍ଲା ସମବାୟ ବିଭାଗ, ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ମିଳିତ ଆନୁକୂଲ୍ୟରେ ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ   (13-Oct-2026)       ||      ବଲାଙ୍ଗୀରରେ ରାଜ୍ୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା   (13-Oct-2026)       ||      ଓମ୍‌ ଭ୍ୟାଲି ଶିକ୍ଷାନୁଷ୍ଠାନରେ ୧୧ତମ ବାଟାଲିୟନ ଦ୍ଵାରା ଏନ୍‌.ସି.ସି.ପ୍ରଶିକ୍ଷଣ ଶିବିରର ଉଦ୍‌ଯାପିତ    (13-Oct-2026)       ||      ପାଟଣେଶ୍ୱରୀ ଦେବୀପୀଠରେ ନବରାତ୍ରପୂଜା   (13-Oct-2026)       ||      ମା’ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ଚନ୍ଦ୍ରଘଣ୍ଟା ବେଶ   (13-Oct-2026)       ||      ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି! ଦାରିଙ୍ଗବାଡ଼ିର ସବୁ ହୋଟେଲ, ରିସର୍ଟ ଓ ରେଷ୍ଟୁରାଣ୍ଟରେ କ୍ୟାମେରା ଲାଗିବା ବାଧ୍ୟତାମୂଳକ   (13-Oct-2026)       ||      ପଡାଗଡ଼ ଅଞ୍ଚଳରେ ରାତିରେ ଚାଲିଛି ବେଆଇନ କ୍ରସର, ଖଣି ମାଫିଆ ମାଲାମାଲ   (13-Oct-2026)       ||      ତୁଷୁରାରେ ମହାରାଜା ଅଗ୍ରସେନଜୀଙ୍କ ଜୟନ୍ତୀ ପାଳିତ   (13-Oct-2026)       ||      ମା କୁଶଙ୍ଗାଇ ପୀଠ ନବରାତ୍ରିରେ ଚଳଚଞ୍ଚଳ   (13-Oct-2026)       ||      ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରର୍ସ ଆସୋସିଏସନ୍ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (13-Oct-2026)       ||      ଭାରତ ବିକାଶ ପରିଷଦ ଦ୍ଵାରା (ଶିକ୍ଷା ବର୍ଷ ୨୦୨୬) ପାଇଁ ଶ୍ରେଷ୍ଠ ଛାତ୍ର ଓ ଶ୍ରେଷ୍ଠ ଶିକ୍ଷୟିତ୍ରୀ ପୁରସ୍କାରରେ ସମ୍ମାନିତ ହେଲେ ଓମ ଭ୍ୟାଲି ସ୍କୁଲର ଶିକ୍ଷୟତ୍ରୀ ଓ ଛାତ୍ର    (13-Oct-2026)       ||      ଆଗଲପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଧୁମ ଧାମରେ ପାଳିତ   (13-Oct-2026)       ||      ମା ଘଣ୍ଟାସୁନିଙ୍କ ନବମୀ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ    (12-Oct-2026)       ||      *ଆସନ୍ତା କାଲି ଠାରୁ ସୁବର୍ଣ୍ଣପୁର ଠାରେ ହେବ ରାଜ୍ୟ ସ୍ତରୀୟ ୧୪ ବର୍ଷ ରୁ କମ୍ ବାଳକ ଫୁଟବଲ୍ ଚାମ୍ପିଅନସିପ*-   (12-Oct-2026)       ||      ମା’ ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ବ୍ରହ୍ମଚାରିଣୀ ବେଶ ଦର୍ଶନ   (12-Oct-2026)       ||     

HOME   ଜିଲ୍ଲା

ହରିଶଙ୍କର ଠାରେ ଆନନ୍ଦ ଉଲ୍ଲାସ ମଧ୍ୟରେ ଶୀତଳ ଷଷ୍ଠୀ ଶିବ ବିବାହ ମହୋତ୍ସବ ଉଦଯାପିତ, ଦେବୋତ୍ତର ବିଭାଗ ଆର୍ଥିକ ସହାୟତା ଯୋଗାଇଦେବାକୁ ଦାବୀ,ଲାଇନ୍ ର ଅବ୍ୟବସ୍ଥା ଯୋଗୁଁ ଅସନ୍ତୋଷ ଅଭିଯୋଗ 

11-Jun-2024



ପାଟଣାଗଡ଼(ପୂର୍ଣ୍ଣ ଶଶୀଶେଖର ରାଓ):  ବଲାଙ୍ଗିର ଜିଲ୍ଲାର ପ୍ରସିଦ୍ଧ ତୀର୍ଥ ପୀଠ ହରିଶଙ୍କର ଠାରେ ସର୍ବଭାରତୀୟ ସ୍ବଲାଖ ବିଞ୍ଜାଲ ସମାଜ ଓ ବିଶ୍ଵାସେ ଦଳ ସମାଜ ପକ୍ଷରୁ ମାଁ ବିନ୍ଧ୍ୟବାସିନୀ ମନ୍ଦିର ପ୍ରାଙ୍ଗଣରେ ଶୀତଳଷଷ୍ଠୀ ମହୋତ୍ସବ ତିନିଦିନ ଧରି ଅନୁଷ୍ଠିତ ହୋଇଥିଲା । ଜୈଷ୍ଠ ମାସର ଶୁକ୍ଳପକ୍ଷ ଚର୍ତୁଥି ତିଥି ୯ /୦୬/୨୪ ରବିବାର ଦିନ ସକାଳ ସମୟରେ ମାଁ ବିନ୍ଦ୍ୟବାସିନୀ ମନ୍ଦିରରୁ ବିଞ୍ଜାଲ ସମାଜର ହଜାର ହଜାର ପୁରୁଷ ଓ ମହିଳା ଏକତ୍ରିତ ହୋଇ ହରିଶଙ୍କର ରେ ବହୁଥିବା ପାପ ନାଶିନୀ ଝରଣା ରୁ ପୂର୍ଣ୍ଣ କଳସରେ ପାଣି ଆଣି ପୂଜାର୍ଚ୍ଚନା ବିବାହ ମଣ୍ଡପ କଳସସ୍ଥାପନ କରିଯାଇଥିଲା । ୧୦ ତାରିଖ ଦିନ ଶୀତଳ ଷଷ୍ଠୀ ଦିବସରେ ପରମ୍ପରା ଅନୁସାରେ ପୂଜା ବିଧି ସହ ଗୁଆ ଚୁପା ଓ ନଡିଆ ଧରା କାର୍ଯ୍ୟକ୍ରମ ଅନୁଷ୍ଠିତ

ହୋଇଥିଲା । ସନ୍ଧ୍ୟା ସମୟ ରେ ଦଳ ସମାଜ ତଥା ପିତା ପକ୍ଷରୁ ନାନ୍ଦୁପଲା ଗ୍ରାମରୁ ଏକ ବିରାଟ ଶୋଭାଯାତ୍ରା ବରଯାତ୍ରି ବାହାରି ମୁଖ୍ୟ ଶିବ ମନ୍ଦିର ରୁ ମାଁ ବିନ୍ଦ୍ୟବାସିନୀ ମନ୍ଦିର କୁ ବର ଆଗମନ କରିଥିଲେ । ଦୈବିକ ନୀତି ଅନୁସାରେ ଶିବ ଓ ପାର୍ବତୀଙ୍କ ବିବାହ କାର୍ଯ୍ୟ କରାଯାଇଥିଲା ।

ବରଯାତ୍ରୀ ଆସିଥିବା ଶ୍ରଦ୍ଧାଳୁମାନେ ମାଁ ଙ୍କ ଘରେ ପ୍ରସାଦ ସେବନ କରି ଉଲ୍ଳାସିତ ହୋଇଥିଲେ ଓ ରାତିରେ କନ୍ୟାପକ୍ଷରୁ ମନରୋଞ୍ଜନ କାର୍ଯ୍ୟକ୍ରମ ର ସୁବ୍ୟବସ୍ଥା କରାଯାଇଥିଲା ଓ ଭଗବାନ ଶିବ ଓ ମାଁ ପାର୍ବତୀ ଙ୍କ ବିବାହ ପାଣିଗ୍ରହଣ କରାଯାଇଛି ।୧୦ /୦୬/୨୪ ସୋମବାର ଦିନ କନ୍ୟାଦାନ କରି ମାଁ ପାର୍ବତୀ ଙ୍କୁ ଘଣ୍ଟ,ମୃଦୁଙ୍ଗ ,ବଜା ବଜାଇ ମାଁ ବିନ୍ଦ୍ୟବାସିନୀଙ୍କ ରୁ ବରପକ୍ଷ ହରିଶଙ୍କର ବାବା ଙ୍କ ପାଖକୁ ଅଣାଯାଇଛି । ଏଥିରେ ମାଁ ପାର୍ବତୀଙ୍କ ପିତାମାତା ହିସାବରେ ଯଦୁମଣି ବରିହା ଓ ତାଙ୍କ ଧର୍ମପତ୍ନୀ ଗୋମତୀ ବରିହା ଦାୟିତ୍ଵ ତୁଲାଇ ଥିବା ବେଳେ ବର ପିତା ମାତା ତ୍ରିନାଥ ପୂଝାରୀ ,ତାଙ୍କ ପତ୍ନୀ ସତ୍ୟଭାମା ପୂଝାରୀ ହିସାବରେ ଦାୟିତ୍ବ ତୁଲାଇଥିଲେ । ଉପଲାଟ ସଭାପତି ଚନ୍ଦ୍ର ଶେଖର ବାଗ ,  ଶିକ୍ଷାବିତ୍ ଶଙ୍କର ପ୍ରସାଦ ମାଝି , ପୂର୍ବତନ ଜିଲା ସଭାପତି ପଦ୍ମନ ସିଂ ବରିହା,ଅର୍ଜୁନ ବରିହା ,,ଜିଲ୍ଲା ର ୧୪ ଟା ବ୍ଳକର ସଭାପତି ଖପ୍ରାଖୋଲ ବ୍ଳକ ସଭାପତି ଚନ୍ଦ୍ରଶେଖର ବରିହା , ପାଟଣାଗଡ ବ୍ଳକ ସଭାପତି କିଶୋର ଚନ୍ଦ୍ର ବରିହା,କୋଷାଧ୍ୟକ୍ଷ ଗୌରୀଶଙ୍କର ବରିହା , ଜିଲ୍ଲା ମିଡ଼ିଆ ସେଲ୍ ସଂଯୋଜକ ଗୋରେଖନାଥ ବରିହା,ଦେଓଗାଁ ବ୍ଳକ ସଭାପତି ମଦନ ବରିହା,ଉପସଭାପତି କେଶବ ବରିହା ,ସଂପାଦକ ବିମଳ ବରିହା , ଶଶିକାନ୍ତ ବରିହା , କିଶୋର ବରିହା,ବିପିନ ବରିହା ,କୁଶଳ ବରିହା , ବିରଞ୍ଚି ବରିହା ,ପିଛାଲୁ ବରିହା ,
ନାଥ ବରିହା ,ମହେଶ ବରିହା , ,ବୃନ୍ଦାବନ ବରିହା ,କୈବଲ୍ୟ ବରିହା ,ପରିକ୍ଷିତ ବରିହା ,ବୁଡୁବରିହା ,ଦିନବନ୍ଧୁ ବରିହା ,,ଲକ୍ଷେଶ୍ଵର ବରିହା ,ଦିର୍ଯ୍ୟୁ ବରିହା ,ବୁଧୁବରିହା ,ବିରେନ୍ଦ୍ର ବରିହା ,ନରେନ୍ଦ୍ର ବରିହା  କୁରେଶ୍ଵର ବରିହା, ବିଜୟ ସିଂ ବରିହା ,ଶିକ୍ଷୟିତ୍ରି ସିତୟାବରିହା, ବିନୋଦିନୀ ବରିହା ନାରିନେତ୍ରି କଲାବତୀ ବରିହା ,ଠଣ ସୂନ୍ଦର ବରିହା  ଙ୍କ ସହ ବିନ୍ଧ୍ୟ ବାସନ୍ତୀ ହରିଶଙ୍କର ମନ୍ଦିର ମ୍ୟାନେଜର ଗୁପ୍ତେଶ୍ୱର କୁଅଁର ,ଦଳ ସମାଜ ସଭାପତି ତୁଲସି ଭୋଇ , ଅନ୍ୟ ସଦସ୍ୟ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।  ଚଳିତ ବର୍ଷରେ ଶିତଳ ଷଷ୍ଠୀ ମହୋତ୍ସବ ରେ  ଲାଇନ୍ ର ଅବ୍ୟବସ୍ଥା ଥିବା ରୁ ଅସନ୍ତୋଷ ଦେଖାଦେଇଥିଲା ।ପ୍ରଶାସନ ପକ୍ଷରୁ ଶିତଳ ଷଷ୍ଠୀ ମହୋତ୍ସବ ପାଇ ଆର୍ଥିକ ଅନୁଦାନ ଯୋଗାଇଦେବା  ସହ

ପାନୀୟ ଜଳ, ଲାଇନ୍ ର ସୁବ୍ୟବସ୍ଥା କରିବା ପାଇଁ ଦାବୀ ହେଉଛି । ଏହି ଶୀତଲଷଷ୍ଠୀ ଶିବ ବିବାହ ମହୋତ୍ସବ ରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ସମସ୍ତ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା । ଶୀତଳ ଷଷ୍ଠୀ ମହୋତ୍ସବକୁ ଆହୁରି ସରସ ସୁନ୍ଦର କରିବାକୁ ଦେବୋତ୍ତର ବିଭାଗ ଆର୍ଥିକ ସହାୟତା ଯୋଗାଇଦେବାକୁ ଦାବୀ ହେଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀରଠାରେ ଅନୁଷ୍ଠିତ ହେଲା ଅଖିଳ ଓଡ଼ିଶା ନ୍ୟାୟିକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସାଧାରଣ ପରିଷଦ ବୈଠକ   13-Oct-2026
  ଜିଲ୍ଲା  
୩ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସଇଁତଲା ଆର ଆଇ ଙ୍କୁ ଧରିଲା ଭିଜିଲାନ୍ସ ବିଭାଗ   13-Oct-2026
  ଜିଲ୍ଲା  
*ନବରଙ୍ଗପୁରରେ ନୂତନ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ*   13-Oct-2026
  ଜିଲ୍ଲା  
ବଲାଙ୍ଗୀର ତହସିଲର ଅବ୍ୟବସ୍ଥା ନେଇ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ସଭାପତି ଙ୍କ ପ୍ରତିକ୍ରିୟା: କପି ଟିଏ ପାଇବା ପାଇଁ ଲୋକଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି   13-Oct-2026
  ଜିଲ୍ଲା  
ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଲେ ମାଁ ଚରଦେଇ   13-Oct-2026
  ଜିଲ୍ଲା  
ଜିଲ୍ଲା ସମବାୟ ବିଭାଗ, ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ମିଳିତ ଆନୁକୂଲ୍ୟରେ ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ   13-Oct-2026
  ଜିଲ୍ଲା  
ବଲାଙ୍ଗୀରରେ ରାଜ୍ୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା   13-Oct-2026
  ଜିଲ୍ଲା  
ଓମ୍‌ ଭ୍ୟାଲି ଶିକ୍ଷାନୁଷ୍ଠାନରେ ୧୧ତମ ବାଟାଲିୟନ ଦ୍ଵାରା ଏନ୍‌.ସି.ସି.ପ୍ରଶିକ୍ଷଣ ଶିବିରର ଉଦ୍‌ଯାପିତ   13-Oct-2026
  ଜିଲ୍ଲା  
ପାଟଣେଶ୍ୱରୀ ଦେବୀପୀଠରେ ନବରାତ୍ରପୂଜା   13-Oct-2026
  ଜିଲ୍ଲା  
ମା’ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ଚନ୍ଦ୍ରଘଣ୍ଟା ବେଶ   13-Oct-2026
  ଜିଲ୍ଲା  
ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି! ଦାରିଙ୍ଗବାଡ଼ିର ସବୁ ହୋଟେଲ, ରିସର୍ଟ ଓ ରେଷ୍ଟୁରାଣ୍ଟରେ କ୍ୟାମେରା ଲାଗିବା ବାଧ୍ୟତାମୂଳକ   13-Oct-2026
  ଜିଲ୍ଲା  
ପଡାଗଡ଼ ଅଞ୍ଚଳରେ ରାତିରେ ଚାଲିଛି ବେଆଇନ କ୍ରସର, ଖଣି ମାଫିଆ ମାଲାମାଲ   13-Oct-2026

You Might Also Like