-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
04-Jun-2024
ଚତୁର୍ଥ ରାଉଣ୍ଡ ସୁଦ୍ଧା ବଲାଙ୍ଗିର ବିଧାନସଭା ନିର୍ବାଚନମଣ୍ଡଳୀ ରେ କଂଗ୍ରେସ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର 5434 ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ କଲିକେଶ ନାରାୟଣ ସିଂହଦେଓ 14939 ଭୋଟ ପାଇଛନ୍ତି l ବିଜେପି ପ୍ରାର୍ଥୀ ଗୋପାଳ ଜୀ ପାଣିଗ୍ରାହୀ 5434 ଭୋଟ ପାଇଛନ୍ତି l ସମରେନ୍ଦ୍ର ମିଶ୍ର 3832 ଭୋଟ ରେ ଆଗରେ ଅଛନ୍ତି l ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀରେ ବିଜେପି ବିଧାୟକ ବିଧାୟକ ପ୍ରାର୍ଥୀ ନବୀନ ଜୈନ ଆଗୁଆ ଅଛନ୍ତି l