-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
04-Jun-2024
ବଲାଙ୍ଗିର (ପ୍ରେରଣା ଖବର ): ଓଡିଶାବାସୀଙ୍କ ପୁଞ୍ଜିଭୂତ ଅସନ୍ତୋଷ ର ପ୍ରତିଫଳନ ଦେଖିବାକୁ ମିଳିଛି l କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ରୁ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ ଆଶ୍ଚର୍ଯୟଜନକ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ପରାଜିତ କରିଛନ୍ତି l ୧୪ ନମ୍ବର ରାଉଣ୍ଡ ସୁଦ୍ଧା ବଲାଙ୍ଗିର ବିଧାନସଭା ନିର୍ବାଚନମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ୫୦୬୧୮ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ କଲିକେଶ ନାରାୟଣ ସିଂହଦେଓ ୫୨୪୨୧ ଭୋଟ ପାଇ ଆଗରେ ଅଛନ୍ତି l