-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||     

HOME   ଜିଲ୍ଲା

କନ୍ଧମାଳ : ଆଦିବାସୀ ନାଁରେ ଲୁଟୁଚି ସରକାର..ବାତେରୀ ଗାଁ ଲୋକେ ଚୁଆଁ ପାଣି କୁ ଭରଷା, ଗାଁ କୁ ନାହିଁ ଭଲ ରାସ୍ତା

04-Jun-2024



ଟିକାବାଲି (ରମେଶ ପଣ୍ଡା ): କନ୍ଧମାଳ ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ରେ ଆଜି ବି ଅନେକ ଗାଁ ର ଲୋକେ ମୈଳିକ ସୁବିଧା ରୁ ବଞ୍ଚିତ ଅଛନ୍ତି । କେଉଁଠି ଲୋକେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ତ ଆଉ କେଉଁଠି ପକ୍କା ରାସ୍ତା ଟିଏ ପାଇଁ ପ୍ରଶାସନ କୁ ଗୁହାରି କରି ବିଫଳ ହେଉଛନ୍ତି ଆଦିବାସୀ । ବିଶେଷ କରି ରାସ୍ତା ସମସ୍ୟା ଜିଲ୍ଲା ରେ ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଛି । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ଶଙ୍କରାଖୋଲ ପଞ୍ଚାୟତ ୬ ନମ୍ବର ୱାଡ୍ ବାତେରୀ ଗାଁ ରେ ୧୨ ରୁ ଉର୍ଦ୍ଧ ପରିବାର ବସବାସ କରନ୍ତି । ଏହା ମୁଖ୍ୟ ସମସ୍ୟା ପାନୀୟଜଳ ଅଭାବରୁ ଏଠାକାର ଜନସାଧାରଣ ଙ୍କ ପାଇଁ ଚୁଆଁ ପାଣି ଏକ ମାତ୍ର ସାହା ଭରଷା ରହିଥିବା ବେଳେ ଗାଁ କୁ ଯିବାକୁ ହେଲେ ଖାଲଖମା ରାସ୍ତା ହିଁ ଏକମାତ୍ର ଭରଷା । ଏଠାକାର ଲୋକେ ଖରା ବର୍ଷା ଗୋଟିଏ ଚୁଆଁ ଉପରେ ସମସ୍ତ ଙ୍କ ର ଆଶା ଭରଷା । ପାଣି ଟୋପା ପାଇଁ ଅଞ୍ଚଳ ଜନସାଧାରଣ ବହୁତ ଅସୁବିଧା ସମୁଖୀନ ହେଉଥିବା ବେଳେ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ପ୍ରାୟ ଦୁଇ କିଲୋମିଟର ରେ ଅବସ୍ଥିତ ଏହି ବାତେରୀ ଗାଁ କିନ୍ତୁ ଦୁଃଖ ର ବିଷୟ ଏହି ଗାଁ ର ଲୋକେ ଅଭିଶପ୍ତ ଜୀବନ ଭଳି ଜୀବନ ଜୀବିକା ନିର୍ବାହ କରୁଛନ୍ତି । ଗାଁ ରେ ଆଜି ପର୍ଯ୍ୟନ୍ତ ଭଲ ରାସ୍ତା ଖଣ୍ଡିଏ ନଥିବା ବେଳେ ପାଣି ଟୋପାଏ ପାଇଁ ମଧ୍ୟ ସଂଘର୍ଷ କରିଥିବା ଦେଖିବାକୁ ମିଳିଛି l ଗ୍ରାମ ବାସୀ ଙ୍କ ଅଭିଯୋଗ ମୁତାବକ ଗାଁ ରେ ଭଲ ରାସ୍ତା ଟିଏ ନଥିବା ବେଳେ ବର୍ଷା ଦିନେ ପୁଅ କିମ୍ବା ଝିଅ ମଧ୍ୟ ପାଠ ପଢା ରେ ମଧ୍ୟ ଡୋରି ବାନ୍ଧିବା ଭଳି ଅଭିଷକ୍ତ ଜୀବନ କାଟୁଛନ୍ତି । ଅନ୍ୟ ପଟେ ବର୍ଷା ଦିନେ ଜରୁରୀକାଳୀନ ସେବାରୁ ମଧ୍ୟ ବଞ୍ଚିତ ଗ୍ରାମ ବାସୀ । ସରକାର ଯୋଜନା ପରେ ପ୍ରଣୟନ କରି ଅଞ୍ଚଳ ବିକାଶ ପାଇଁ ନଳକୂପ ଠାରୁ ଆରମ୍ଭ କରି ସୋଲାର ପ୍ରକଳ୍ପ,ବସୁଧା ଯୋଜନା ମାଧ୍ୟମରେ ଗାଁ କୁ ଗାଁ ଯୋଗାଇ ଦେଉଥିବା ବେଳେ ବାତେରୀ ଗାଁ ରେ ଆଜି ପହଞ୍ଚି ପାରୁନାହିଁ ସରକାର ଯୋଜନା ଯାହା ଫଳରେ ଏଠାକାର ଜନସାଧାରଣ ଚୁଆ ପାଣି ଏକ ମାତ୍ର ଆଶା ଭରଷା । ତେଣୁ ପ୍ରଶାସନ ଏଥିପ୍ରତି ସଠିକ ଦୃଷ୍ଟି ଆକର୍ଷଣ କରିବା ସହ ବାତେରୀ ଗାଁ ରେ ନଳକୂପ କିମ୍ଵା କୂପ ନିର୍ମାଣ ପାଇଁ ସମାଜସେବୀ କୁନା ଦିଗାଲ ,ଅର୍ଜୁନ କହଁର, ସୁଶାନ୍ତ କହଁର,ବତେରି କହଁର,ସୋନାଲି କହଁର, ସେବତୀ କହଁର, ରଞ୍ଜିତା କହଁର, ସ୍ୱାଗତିକା କହଁର, ଅନ୍ନପୂର୍ଣ୍ଣା କହଁର ସମେତ ଗ୍ରାମ ବାସୀ ଦାବି କରିଛନ୍ତି । ଅନ୍ୟ ପଟେ ଗ୍ରାମ ବାସୀ ବାରମ୍ବାର ପାନୀୟଜଳ ସମସ୍ୟା କୁ ନେଇ ଅଭିଯୋଗ କରିଥିବା ବେଳେ ଅନ୍ୟ ଏହି ସମସ୍ୟା କୁ ନେଇ ଦାଇତ୍ୱ ଥିବା ସରକାରୀ ବାବୁ ଙ୍କୁ ପଚାରିବାରୁ ଏପର୍ଯ୍ୟନ୍ତ କୈାଣସି ସମସ୍ୟା ବିଷୟ କୈାଣସି ଅଭିଯୋଗ ଆସିନି ବୋଲି କହିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026
  ଜିଲ୍ଲା  
ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026
  ଜିଲ୍ଲା  
ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026

You Might Also Like