-+91-9937148622 |
prerana_bgr@rediffmail.com |
Tuesday 1st September 2026 |
R.N.I. Regd No. ODIODI/2010/46693
Breaking News
27-Dec-2020
କଣ୍ଟାମାଳ, (ଅକ୍ରୁର ସାହୁ)- ଗାତ 27 ତାରିଖରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ସାମ୍ଵାଦିକ(କବ୍ଜା) ର ଚତୁର୍ଥ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଥିଲା ! ମୁଖ୍ୟ ଅତିଥି ଭବରେ କଣ୍ଟାମାଳ ଵିଧାୟକ ମହିଧର ରଣା, ସମ୍ମାନିତ ଅତିଥି ଭାବେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ,କଣ୍ଟାମାଳ ବି. ଡି. ଓ ବନ୍ଦନା ଖଟୁଆ, କଣ୍ଟାମାଳ ସାମ୍ବାଦିକ ସଂଘ ଉପଦେଷ୍ଟା ଦିବ୍ୟ ଶଙ୍କର ରାଉତ ଓ ସଭାପତି ଦୁବାକ୍ଷ ବସ୍ତିଆ ମଞ୍ଚାସୀନ ଥିଲେ l ସଂପାଦକ ପୂର୍ଣଚନ୍ଦ୍ର ସାହୁ ବାର୍ଷିକ ବିବରଣୀ ପଠନ କରିଥିଲେ ! କଣ୍ଟାମାଳ ବ୍ଳକ ର ସମସ୍ତ ସରପଞ୍ଚଙ୍କୁ କରୋନା ଯୋଦ୍ଧା ଭାବରେ ସମ୍ବୋଧିତ କରିଥିଲେ l ଶେଷରେ ଜୟ କୁମାର ଧନ୍ୟବାଦ ଦେଇ ଥିଲେ ! ସଂଘ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ !