-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||     

HOME   ଜିଲ୍ଲା

ସୁବର୍ଣ୍ଣପୁର ପୋଲିସ୍ ପକ୍ଷ ରୁ ୩ କ୍ଵିଣ୍ଟାଲ ୭୫ କେଜି ଗଂଜେଇ ଜବତ, ସୋନପୁର ପୋଲିସ୍ ର ବଡ ସଫଳତା

27-May-2024



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
 ରବିବାର ଅପରାହ୍ନ ୪ ଟା ବେଳେ  ସୋନପୁର ପୋଲିସ୍ ର ପେଟ୍ରୋଲିଂ ବେଳେ କୌଣସି ସୁତ୍ର ରୁ ଖବର ପାଈ   ଏକ ଟାଟା କମ୍ପାନୀ ର କଣ୍ଟେନର ଟ୍ରକ୍  ୩୧୩୮ ନମ୍ବର ଏମ ପି ୧୮- ଜି ଏ-୨୭୩୬  କୁ ଯାଞ୍ଚ କରି ସେଥିରୁ ୩ କ୍ଵିଣ୍ଟାଲ ୭୫ କେଜି  ଗଞ୍ଜେଇ ଜବତ କରିଛି l ଯାହାର କି ମୂଲ୍ୟ ୩୦  ଲକ୍ଷ ରୁ ଅଧିକ ବୋଲି ସୂଚନା ମିଳିଛି l ଏବଂ ସୋନପୁର ପୋଲିସ୍ ଟିମ ର ଏହା ଏକ ବଡ ସଫଳତା ମଧ୍ୟ ନିଶ୍ଚିତ l ସୁବର୍ଣ୍ଣପୁର ଏସପି ଙ୍କ ନିର୍ଦ୍ଦେଶ ରେ ସୋନପୁର ଥାନା ଭାରପ୍ରାପ୍ତ ଅଧିକାରୀ ଲୋକନାଥ ସାହୁ ଙ୍କ ନେତୃତ୍ୱ ରେ ଏକ ସ୍ପେଶlଲ୍ ସ୍କ୍ୱlର୍ଡ ଆଜି ଏଇ କଣ୍ଟେନର ଟ୍ରକ ସହ ଗଞ୍ଜେଇ ଜବତ କରି ଅଭିଯୁକ୍ତ ମଧ୍ଯ ପ୍ରଦେଶ ଶାହାଡୋଲ ଜିଲ୍ଲା ର ଟ୍ରକ୍ ଡ୍ରାଇଭର ବିନୋଦ ମାଝୀ (୪୫) ଓ ଏମ ପି ରାଜ୍ଯ ର ଗାଡ଼ି ହେଲ୍ପର ବିଜୟ  ଗାଭେଲ( ୨୪)  ଙ୍କୁ ସୋନପୁର ପି ଏସ କେଶ ନମ୍ୱର୍ ୧୭୬ ତାରିଖ ୨୬-୦୫-୨୪  (us 20 ) b ii c ୨୫/୨୯ ଏନ୍ ଡି ପି ଏସ ଧାରା ରେ ଗିରଫ କରିଛି l ଆଜି ଏ ଘଟଣା ନେଇ ସୋନପୁର ପୋଲିସ ଷ୍ଟେସନ ରେ ସୁବର୍ଣ୍ଣପୁର ଏସପି ଶ୍ରୀ ୟସ୍ ପ୍ରତାପ ଶ୍ରୀମାଲ ଙ୍କ ନେତୃତ୍ୱ ରେ ଏସ ଡି ପି ଓ ପ୍ରତାପ ଚନ୍ଦ୍ର ତ୍ରିପାଠୀ ଓ ଆଇ ଆଇ ସି ଲୋକ ନାଥ ସାହୁ ଙ୍କ ଉପସ୍ଥିତି ରେ ଏକ ସାମ୍ୱାଦିକ ସମ୍ମିଳନୀ ଅୟୋଜନ କରାଯାଇ ଏସପି ଶ୍ରୀମାଲ ସମସ୍ତ ସୂଚନା ଦେଇଛନ୍ତି l ଏବଂ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଞ୍ଚଳ ରୁ ମଧ୍ଯ ପ୍ରଦେଶ କୁ ଏହା ଚାଲାଣ ହେଉଥିବା ଖବର ମିଳିଛି l ନୂତନ ଏସପି ଶ୍ରୀ  ଶ୍ରୀମାଲ ଙ୍କ ତତ୍ଵlବଧାନ ରେ ଏସ ଡି ପି ଓ ଶ୍ରୀ ତ୍ରିପାଠି ଏବଂ ଥାନା ଅଧିକାରୀ ଶ୍ରୀ ସାହୁ ଙ୍କ  ସ୍ପେସାଲ ସ୍କ୍ୱାର୍ଡ ଙ୍କ ଉଦ୍ୟମ ରେ  ଜିଲ୍ଲା ପୋଲିସ୍ କୁ ଏବେ  ଗଞ୍ଜେଇ ଚୋରା ଚାଲାଣ କୁ ରୋକିବା ରେ ଖୁବ୍ ସଫଳତା ମିଳିଥିବାରୁ ସହର ର ବାସୀ ଓ ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି l ବୌଦ୍ଧ ଜିଲ୍ଲା ରୁ ଚୋରା ଚାଲାଣ କାରୀ ମାନେ ସୋନପୁର ବାଟ ଦେଇ ହିଁ ମଧ୍ଯ ପ୍ରଦେଶ ଓ ଉତ୍ତର ପ୍ରଦେଶ ଅଞ୍ଚଳ କୁ ସବୁବେଳେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ରୁ ଏ କ୍ଷେତ୍ର ରେ ସୋନପୁର ଜିଲ୍ଲା ର ନାଁ ଟା ଆଗେ ଫୋକୋସ ହେଉଥିବା ସାମ୍ୱାଦିକ ଙ୍କ ପ୍ରଶ୍ନ ର ଉତ୍ତର ରଖି ଥିଲେ ଏସପି ଶ୍ରୀମlଲ l ଓ ବୌଦ୍ଧ ଅଞ୍ଚଳ ର ଗଞ୍ଜେଇ ସପ୍ଲାୟର ମାନଙ୍କୁ ଠାବ କରିବାକୁ ପଡ଼ୋଶୀ ଜିଲ୍ଲା ଏସପି ଙ୍କ ସହିତ ଉଦ୍ୟମ କରୁଛୁ ବୋଲି କହିଛନ୍ତି l ନିକଟରେ ବଲାଙ୍ଗିର ରେ ହୋଇଥିବା ସୋନପୁର ପୋଲିସ୍ କନେଷ୍ଟବଳ ଙ୍କ ଜଘନ୍ୟ ହତ୍ୟାକାଣ୍ଡ ଉପରେ ବଲାଙ୍ଗିର ପୋଲିସ୍ ସହ ଯୋଗ ସୂତ୍ର ରଖି ସବୁ ପ୍ରକାର ସହଯୋଗ ସୋନପୁର ପୋଲିସ୍ ଜାରି ରଖିଛି ଓ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଶ୍ରୀ ଶ୍ରୀମାଲ୍ ମିଡିଆ ଙ୍କୁ ଉତ୍ତର ରଖିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ତଳମୁଣ୍ଡଚାଷୀ ପ୍ରତାରିତ   20-Sep-2026
  ଜିଲ୍ଲା  
*ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   20-Sep-2026
  ଜିଲ୍ଲା  
ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   20-Sep-2026
  ଜିଲ୍ଲା  
ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   20-Sep-2026
  ଜିଲ୍ଲା  
ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   20-Sep-2026
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026
  ଜିଲ୍ଲା  
ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   19-Sep-2026
  ଜିଲ୍ଲା  
ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   19-Sep-2026
  ଜିଲ୍ଲା  
କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   19-Sep-2026

You Might Also Like