-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
26-May-2024
ବଲାଙ୍ଗୀର, - ମାଲପଡା ନିବାସୀ ଅବସରପ୍ରାପ୍ତ ଫରେଷ୍ଟ ରେଞ୍ଜର ଗୌରୀ ଶଙ୍କର ମହାକୁଡ (୮୯ ବର୍ଷ ) ଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପତ୍ନୀ ଇନ୍ଦିରା ମହାକୁଡ, ପୁତ୍ର ଶାନ୍ତନୁ ମହାକୁଡ, ପୁତ୍ରବଧୂ ସୋନିଆ ମହାକୁଡ, ଝିଅ ଲିଲି, ଟିକି, ଜ୍ୱାଇଁ ସୁବାଷ, ହୁଦ୍ଦା, ରାଜେଶ, ରାଧେ ଓ ନାତି ନାତୁଣି ଉପସ୍ଥିତ ଥିଲେ । ବିଭୁତିପଡା ଶ୍ମଶାନରେ ତାଙ୍କର ଜ୍ୟେଷ୍ଠ ପୁତ୍ର ଶାନ୍ତନୁ ମହାକୁଡ ମୁଖାଗ୍ନି ଦେଇଥିଲେ । । ସେ ଜଣେ ଧାର୍ମିକ ଓ ବିଭିନ୍ନ ଅନୁଷ୍ଠାନ ସହିତ ଜଡିତ ଥିଲେ । ତାଙ୍କର ନିଧନରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।