-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
26-Dec-2020
ଭୁବନେଶ୍ବର (ପ୍ରେରଣା ଖବର ବ୍ୟୁରୋ) - ଆସନ୍ତାକାଲି ଠାରୁ ୧ ତାରିଖ ଯାଏଁ କଳାବ୍ୟାଜ୍ ପିନ୍ଧିବେ ରାଜ୍ୟର ସମସ୍ତ ନର୍ସ। ୨ ରୁ ୪ ଯାଏଁ ରୋଗୀ ସେବାରେ ଅବହେଳା ନକରି ରାଜ୍ଯର ସମସ୍ତ ମେଡିକାଲ କଲେଜ ଓ ଡାକ୍ତରଖାନା ଆଗରେ ପ୍ରତିବାଦ କରିବେ। ଏହା ସହ ଚାକିରି ସମସ୍ୟା ନେଇ ମଧ୍ଯ କରିବେ ପ୍ରତିବାଦ। ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି ଓଡିଶା ନର୍ସିଂ ଏମ୍ପ୍ଲୟିଜ୍ ଆସୋସିଏସନ ର ରାଜ୍ଯ ସମ୍ପାଦିକା ପ୍ରଭାତୀ ମହାନ୍ତି।