-+91-9937148622 |

prerana_bgr@rediffmail.com |

  Wednesday 23rd September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||      ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   (22-Sep-2026)       ||      ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ    (22-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (22-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||     

HOME   ଜିଲ୍ଲା

ପାତାଳ ଗଙ୍ଗାରେ ବୈଶାଖ ମେଳା

23-May-2024



ବୋଡ଼େନ ( ରାମନାଥ ପଣ୍ଡା )
 କିମ୍ବଦନ୍ତୀ ଅନୁସାରେ ବା ଲୋକଙ୍କ କହିବାନୁଯାୟୀ ପ୍ରଭୁ ଶ୍ରୀରାମଙ୍କ ବନବାସ ଅବସ୍ଥାରେ ବନ ଭ୍ରମଣ ସମୟରେ ମାତା ସୀତା ତୃଷାର୍ତ୍ତ ଅନୁଭବ କଲେ ଓ ପ୍ରଭୁଙ୍କୁ ଜଣାଇବାପରେ ପୁରୁଷୋତ୍ତମ ଶ୍ରୀରାମ ଧରିତ୍ରୀ ବକ୍ଷରେ ତୀର ମାରିଲେ ଏବଂ ତତକ୍ଷଣାତ୍ ଭୂମିରେ ଏକ ଗର୍ତ୍ତ ସୃଷ୍ଟି ହୋଇ ପାଣି ବାହାରକୁ ବାହାରି ଆସିଲା ଓ ମାତା ସୀତା ଜଳ କଷ୍ଟରୁ ରକ୍ଷା ପାଇଲେ।ପ୍ରକୃତରେ ପାତଳରୁ ବାହାରୁଥିବା ଏହି ପାଣି କେବେ ମଧ୍ୟ ମନ ଦୁଃଖ କରିନାହିଁ,ନିତିଦିନ ଭୂପୃଷ୍ଠକୁ ବାହାରି ଆସିଛି।ଏହି ସ୍ଥାନକୁ ପଡୋଶୀ ରାଜ୍ୟ ଛତିଶ ଗଡ,ବଲାଙ୍ଗୀର ଜିଲ୍ଲା,କଳାହାଣ୍ଡି ଜିଲ୍ଲାର ପୁଣି ଦୂର ଦରାନ୍ତରୁ ତୀର୍ଥ ଯାତ୍ରୀ ଆସିଥାନ୍ତି ।ଏହା ଏକ ପବିତ୍ର ତୀର୍ଥ ସ୍ଥଳ ଅଟେ ।ଆଜି ଏହି ସ୍ଥାନରେ ୨୦ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ସମାଗମ ଦେଖାଦେଇଥିଲା ।

ମାଟି ତଳୁ ପାଣି ଉପରକୁ ଆସୁଥିବା ମୁଖ୍ୟ କୁଣ୍ଡର ବଳୟ,ସେହି କୁଣ୍ଡରୁ ନିର୍ଗତ ଜଳକୁ ଉଭୟ ପୁରୁଷ ଓ ମହିଳା ମାନଙ୍କ ବ୍ୟବହାର ନିମନ୍ତେ ଅଲଗା ଅଲଗା ସ୍ଵିମିଙ୍ଗ ପୂଲ୍,ଜଗନ୍ନାଥ ମନ୍ଦିର,ରାଧାକୃଷ୍ଣ ମନ୍ଦିର,ଗାୟତ୍ରୀ ମନ୍ଦିର ,ପ୍ରଭୁ ଅଲେଖ ମହିମା ଗାଦି, ଦୁର୍ଗା ମନ୍ଦିର,ଚଣ୍ଡୀ ମନ୍ଦିର,ରାମ ମନ୍ଦିର, ଦ୍ବାରଶନି ଦେବୀ ପୀଠ ,ସାହୁ ସମାଜ ବୈଠକ ଓ ଧର୍ମଶାଳା,କୀର୍ତ୍ତନ ମଣ୍ଡଳୀ, ବିଭିନ୍ନ ସାମାଜିକ ଧର୍ମ ଅନୁଷ୍ଠାନ ,ପ୍ରାକୃତିକ ଜଙ୍ଗଲ, ନାଲ,ବିଭିନ୍ନ ଫଳ ଗଛ ଏଠାକାର ଶୋଭା ବର୍ଦ୍ଧନ କରିଥାଏ।ଦୁଇ ଶହରୁ ଊର୍ଦ୍ଧ୍ବ ଦୋକାନ ବଜାର ବସିଥିଲା ,ହଜାର ହଜାର ସଂଖ୍ୟାରେ ଗାଡ଼ି ମଟର ଆତଯାତ ବୈଶାଖ ମେଳାର ଶୋଭାକୁ ଦ୍ଵିଗୁଣିତ କରି ପକାଇଛି ।ସମସ୍ତ ଶ୍ରଦ୍ଧାଳୁ ହସ ଖୁସିରେ ନିଜ ନିଜ ହିସାବରେ ମେଳା କୁ ଉପଭୋଗ କରୁଥିଲେ । ପାତାଳ ଗଙ୍ଗା ପୂର୍ବରୁ ଯୁଜ ଘାଟ ନାଳାର ମନୋରମ ଦୃଶ୍ୟ ଲୋକଙ୍କୁ ଆକୃଷ୍ଟ କରୁଥିବାବେଳେ  ଅଞ୍ଚକର ପ୍ରତିଷ୍ଠାତ୍ରୀ ଦେବୀ ମା ଦୁଆରଶନିଙ୍କୁ ମୁଣ୍ଡିଆ ମାରି ମାଆ ଙ୍କ ଆଶିଷ ଲାଭ କରନ୍ତି ଭକ୍ତ ଓ ପର୍ଯ୍ୟଟକମାନେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ   22-Sep-2026
  ଜିଲ୍ଲା  
ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   22-Sep-2026
  ରାଜ୍ୟ  
ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   22-Sep-2026
  ଜିଲ୍ଲା  
ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ   22-Sep-2026
  ଜିଲ୍ଲା  
*ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   22-Sep-2026
  ଜିଲ୍ଲା  
*୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   22-Sep-2026
  ଜିଲ୍ଲା  
*ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   22-Sep-2026
  ଜିଲ୍ଲା  
ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   22-Sep-2026
  ରାଜ୍ୟ  
ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ   22-Sep-2026
  ଜିଲ୍ଲା  
ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   22-Sep-2026
  ଜିଲ୍ଲା  
ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ   22-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   22-Sep-2026

You Might Also Like