-+91-9937148622 |

prerana_bgr@rediffmail.com |

  Wednesday 23rd September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||      ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   (22-Sep-2026)       ||      ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ    (22-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (22-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||     

HOME   ଜିଲ୍ଲା

ସୋନପୁର ରେ ଲଞ୍ଚିଂ ହେଲା ସୋନାଲିକା ର ନିଉଁ ମୋଡେଲ ଟାଇଗର ସିରିଜ୍ ଟ୍ରାକ୍ଟର ଯୋଗ ଦେଲେ ହଜାର ହଜାର ଗ୍ରାହକ

23-May-2024



(ମନୋରଞ୍ଜନ ତ୍ରିପାଠୀ )
ସୋନପୁର ନିଉଁ ପ୍ରତୀକ ଟେଣ୍ଟ ହାଉସ୍ ଠାରେ ସୋନାଲିକା ଟ୍ରାକ୍ଟର କମ୍ପାନୀ ର ନିଉଁ ମୋଡେଲ ଟାଇଗର ସିରିଜ ଟ୍ରାକ୍ଟର ର ଲୋକାର୍ପଣ ଉତ୍ସବ ମହା ସମାରୋହରେ ରେ ଅନୁଷ୍ଟିତ ହୋଈ ଯାଇଛି l ଚନ୍ଦ୍ରମା ମୋଟର୍ସ ଦ୍ବାରା ଆୟୋଜିତ ଡିଲର ପ୍ରଶାନ୍ତ ବାବୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱl ବଧlନ ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ସୋନାଲିକା ଟ୍ରାକ୍ଟର ବରିଷ୍ଠ ଅଧିକାରୀ ତଥା ସିନିୟର୍ ହେଡ୍ ଶ୍ରୀ ବିବେକ୍ ବାଜପେୟୀ, ସିନିଅର ସି ସି ଏମ  କୃପାସିନ୍ଧୁ ପଣ୍ଡା, ଏରିଆ ମେନେଜର ଚିତ୍ତରଞ୍ଜନ ଦାସ, ସି ସି ଆଇ ଶୁକଦେବ ଦାସ, ପି ସି ଏଚ୍ଚ ଆଚାର୍ଯ୍ୟ କୁମାର୍ ପରିଡ଼ା ପ୍ରମୁଖ ଅଧିକାରୀ ମାନେ ଉପସ୍ଥିତ ରହି ସୋନାଲିକା କମ୍ପାନୀ ର ନୂତନ  ଟାଇଗର ସିରିଜ୍ ଟ୍ରାକ୍ଟର ର ଲିଜେ ଣ୍ଡlରି ପାୱାର, ଷ୍ଟାଡ଼ାଣ୍ଡ ହାଇଡ୍ରଲିକ୍ସ ଏକ୍ସୋ ସେନ୍ସଙ୍ଗ, ୨୫୦୦ କେଜି ଲିଫ୍ଟ କେପାସିଟି, ମଲ୍ଟି ସ୍ପିଡ୍ ଏଡିସନ୍, ଇଉରୋପ ଡିଜାଇନିଂ ଓ ଏହାର ଭବିଷ୍ୟତ ଓ ଟେକ୍ନୋଲୋଜି ବିଷୟ ରେ ବିସ୍ତୃତ ବୀବରଣୀ ପ୍ରଦାନ କରିଥିଲେ l ସୋନପୁର ଓ ବୌଦ୍ଧ ଜିଲ୍ଲା ରେ ଚାରି ହଜାର ଟ୍ରାକ୍ଟର ର ମର୍କେଟି ହୋଈ ଥିବା ବେଳେ ସାରା ଭାରତ ରେ ଏହି କମ୍ପାନୀ ର ୧୫ ଲକ୍ଷ ଟ୍ରାକ୍ଟର ବିକ୍ରୟ ହୋଇଥିବା କମ୍ପାନୀ ହେଡ଼ ଶ୍ରୀ ବାଜପେୟୀ ପ୍ରକାଶ କରିଛନ୍ତି l ଏଥିରେ ନିଉଁ ମୋଡେଲ ଟ୍ରାକ୍ଟର ର ବୁକିଂ ଓ ଡେଲିଭରି କରା ଯାଇଥିବା ବେଳେ ଗ୍ରାହକ ମାନେ ଏହି ଟାଇଗର ସିରିଜ୍ ମୋଡେଲ କୁ ଖୁବ୍ ପସନ୍ଦ କରିଥିଲେ l  ଅଲ୍ ଓଡ଼ିଶା ଲେବେଲ ରେ କମ୍ପାନୀ ତରଫ ରୁ ହୋଇଥିବା  ଲଟେରୀ ବିଜେତା ତରଭା ବ୍ଲକ୍ ର ଚାଷୀ ଟେଙ୍ଗନୋ କର୍ମୀ ଙ୍କୁ ଏକ  ସୋନାଲିକା ଟ୍ରାକ୍ଟର ପ୍ରଦାନ କରଯାଇଥିବା ବେଳେ ଅନେକ ଗୁଡ଼ିଏ ଚାଷୀ ବା ଗ୍ରାହକ ଙ୍କୁ ସିଲ୍ଭର ମେଡେଲ, ଗୋଲ୍ଡ ମେଡେଲ ଓ ଆକର୍ଷଣୀୟ ଉପହାର ସବୁ ପ୍ରଦାନ କରଯାଇଥିଲା l ଚାଷ ର ଉନ୍ନତି ଚାଷୀ ର ପ୍ରଗତୀ ପାଇଁ ଉଦ୍ଧିଷ୍ଟ ଏହି କାର୍ଯ୍ୟକ୍ରମ ସୋନପୁର ଜିଲ୍ଲା ପାଇଁ ଏହା ବେଶ୍ ଫଳ ପ୍ରଦ ହୋଇଥିଲା l  ଏଥିରେ ହଜାର ସଂଖ୍ୟାରେ ଗ୍ରାହକ ,  ବ୍ୟାଙ୍କ୍ କର୍ମଚାରୀ,  ଆଞ୍ଚଳିକ ପରିବହନ ବିଭାଗ କର୍ମଚାରୀ, ଟ୍ରାକ୍ଟର ଶୋ ରୁମ୍ କର୍ମଚାରୀ ଯୋଗ ଦେଇଥିଲେ l  ଲୋକାର୍ପଣ ଉତ୍ସବ ସଭା କୁ ଶର୍ମିଷ୍ଠା ଅଗ୍ରୱାଲା ସଂଜୋ ଞ୍ଜନl କରିଥିବା ବେଳେ ଦେବାନନ୍ଦ ଦାସ ଏକ ଦେଶାତ୍ମବୋଧକ ସଂଗୀତ ଗାନ କରି ଗ୍ରାହକ ଙ୍କ  ମନୋରଞ୍ଜନ କରାଇଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ   22-Sep-2026
  ଜିଲ୍ଲା  
ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   22-Sep-2026
  ରାଜ୍ୟ  
ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   22-Sep-2026
  ଜିଲ୍ଲା  
ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ   22-Sep-2026
  ଜିଲ୍ଲା  
*ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   22-Sep-2026
  ଜିଲ୍ଲା  
*୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   22-Sep-2026
  ଜିଲ୍ଲା  
*ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   22-Sep-2026
  ଜିଲ୍ଲା  
ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   22-Sep-2026
  ରାଜ୍ୟ  
ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ   22-Sep-2026
  ଜିଲ୍ଲା  
ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   22-Sep-2026
  ଜିଲ୍ଲା  
ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ   22-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   22-Sep-2026

You Might Also Like