-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||     

HOME   ଜିଲ୍ଲା

ପୋଲିସ ପ୍ରଶାସନର ଛତ୍ରଛାୟାରେ ମଇଦଲପୁର ଅଂଚଳରେ ବେଧଡକ ଚାଲିଛି ଖୁଡଖୁଡି ଓ ଜୁଆ ଖେଳ

19-May-2024



ନବରଙ୍ଗପୁର (ମିହିର ଶଙ୍କର ପାତ୍ର,)
ନବରଙ୍ଗପୁର ଜିଲ୍ଲାରେ ଜୁଆ ମାଫିଆ ମାନଙ୍କ କେନ୍ଦ୍ରସ୍ଥଳ ପାଲିଟିଛି ମୈଦଲପୁର ଥାନା ଅଞ୍ଚଳ। ଅଂଚଳର ବିଭିନ୍ନ ଗ୍ରାମାଞ୍ଚଳ ରେ ବାଲିଯାତ୍ରା ଉତ୍ସବ ଚାଲିଥିବା ବେଳ । ଏହାର ସୁଯୋଗ ନେଇ କିଛି ଖୁଡଖୁଡି ମାଫିଆ ମାନେ ଏହାର ଭରପୁର ଲାଭ ଉଠାଉଛନ୍ତି। ଏହି ବାଲିଯାତ୍ରା ମାନଙ୍କରେ ଶେଷ ଦିନରେ ଲୋକ ମାନଙ୍କ ମନୋରଞ୍ଜନ ସକାଶେ  ଦୁଇଟି ଲେଖାଏ   ଆଦିବାସୀ  ନାଟକ ରଖାଯାଇଥାଏ। ଏହାର ସୁଯୋଗ ନେଇ ଖୁଡଖୁଡି ମାଫିଆ ମାନେ ବଡ ଧରଣରେ ଆଠ ଦଶଟି ସ୍ଥାନରେ ଖୁଡଖୁଡି ଜୁଆ ଖେଳ ସହ, ଦେଶୀ ମଦ ବିକ୍ରି କରି ବେଶ ଲାଭବାନ ହେଉଛନ୍ତି। ପୋଲିସ ପ୍ରଶାସନ ପାଖରେ ସମସ୍ତେ ଖବର ରହି ମଧ୍ୟ ନିରବ ଦ୍ରଷ୍ଟା  ସାଜିଛି ଟଙ୍କା ଲୋଭରେ।ଏହାର ଜ୍ଵଳନ୍ତା ଉଦାହରଣ ଦେଖିବାକୁ ମିଳିଛି। ପାପଡାହାଣ୍ଡି ବ୍ଳକ ମଇଦଲପୁର ପୋଲିସ୍ ଥାନା ଅଧିନ ବଟକରୀ ଗ୍ରାମ ଠାରେ ବାଲିଯାତ୍ରା ଉତ୍ସବ ଚାଲିଥିବା ବେଳ  ଖୁଡଖୁଡି ଜୁଆ ମାଫିଆ ମାନେ ସକ୍ରିୟ ହୋଇ ଜୁଆ ଖେଳ ଚଲାଇଥିଲେ। । ଏହି ବାଲିଯାତ୍ରା ପାଖରେ ପୋଲିସ ପ୍ରଶାସନ ଙ୍କ ଗାଡି ମଧ୍ୟ ଥିବା ଦେଖିବାକୁ ମିଳିଛି କିନ୍ତୁ ପୋଲିସ ପ୍ରଶାସନ ଏହି ଜୁଆ ମାଫିଆ ମାନଙ୍କ ଉପରେ କୈାଣସି ପଦକ୍ଷେପ ନେଉନଥିବା ରୁ ରାତିସାରା  ଜୁଆ ଖେଳ ଚାଲୁଥାଏ । ଏଥିରୁ ଜଣା ପଡୁଛି ଯେ ପୋଲିସ ପ୍ରଶାସନ ଙ୍କ ଛତ୍ରଛାୟାରେ ଖୁଡଖୁଡି ମାଫିଆ ମାନେ ନିର୍ଭୟ ରେ ଜୁଆ ଖେଳ ଓ ମଦ ବିକ୍ରୀ କରୁଛନ୍ତି। କିଛି ଦିନ ପୂର୍ବେ ମୈଦଲପୁର ସଦର ମହକୁମା ଠାରେ ବାଲିଯାତ୍ରା ରେ କୁଡୁଖୁଡି ଖେଳ ଚାଲିଥିଲା ଏହାକୁ ପାପଡାହାଣ୍ଡି  ଏସଡିପିଓ ମିନାକ୍ଷୀ ଠାକୁର ନିଜେ ଯାଇ ବନ୍ଦ କରିଥିଲେ କିନ୍ତୁ ଦୁଃଖର ବିଷୟ  ପୋଲିସ ପ୍ରଶାସନ ବନ୍ଦ କରିବା ସ୍ଵତେ ମଧ୍ୟ ଏ ଅଂଚଳରେ ବେଧଡକ ଚାଲିଛି ଖୁଦଖୁଡି ଖେଳ।ଜିଲ୍ଲା ପ୍ରଶାସନ ଏହାର ତଦନ୍ତ କରିବା ସହ ଏହି ଜୁଆ ମାଫିଆ ମାନଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।

ଵି :ଦ୍ର:-ନବରଙ୍ଗପୁର ଜିଲ୍ଲାର
ମୈଦଲପୁର ଥାନା ଅଞ୍ଚଳ
ଜୁଆ ମାଫିଆ ମାନଙ୍କ କେନ୍ଦ୍ରସ୍ଥଳ ପାଲିଟିଛି


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   21-Sep-2026
  ଜିଲ୍ଲା  
ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   21-Sep-2026
  ଜିଲ୍ଲା  
ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   21-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   21-Sep-2026
  ଜିଲ୍ଲା  
ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   21-Sep-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   21-Sep-2026
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026

You Might Also Like