-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
14-May-2024
ନବରଙ୍ଗପୁର (ମିହିର ଶଙ୍କର ପାତ୍ର,) ନବରଙ୍ଗପୁର ମାଟିଗୁଡା ସ୍ଥିତ ଷ୍ଟ୍ରଙ୍ଗ ରୁମ କୁ ଇଭିଏମ ସବୁ ରଖିବା ପରେ ସିଲ୍ କରା ଯାଇଛି। ଏହି ଅବସରରେ ବିଜେପି ଲୋକସଭା ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝୀ, କଂଗ୍ରେସ ଲୋକସଭା ସାଂସଦ ପ୍ରାର୍ଥୀ ଭୁଜବଳ ମାଝୀ, ଡାବୁଗାଁ ବିଜେପି ବିଧାୟକ ପ୍ରାର୍ଥୀ ସୋମନାଥ ପୂଜାରୀ ଙ୍କ ନିର୍ବାଚନ ଏଜେଣ୍ଟ ଜୟନ୍ତ କୁମାର ପାତ୍ର, ବିଜେପି ସାଂସଦ ପ୍ରାର୍ଥୀ ଙ୍କ ନିର୍ବାଚନ ଏଜେଣ୍ଟ ରାମେଶ୍ବର ଜେନା,କଂଗ୍ରେସ ବିଧାୟକ ପ୍ରାର୍ଥୀନୀ ଲିପିକା ମାଝୀ, ଏବଂ ବିଭିନ୍ନ ଦଳର ପ୍ରମୁଖ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ ।