-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
25-Dec-2020
ଭୁବନେଶ୍ବର, (ପ୍ରେରଣା ଖବର) - ମହାପ୍ରଭୁଙ୍କ ଦର୍ଶନ ପରେ ନବ ନିଯୁକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ପ୍ରତିକ୍ରିୟା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଲେ । ‘ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି କିଭଳି ହେବ ସେ ନେଇ କାମ କରିବି’: ସୁରେଶ ମହାପାତ୍ର! ନିଷ୍ଠାର ସହ ଓଡ଼ିଶାର ଲୋକଙ୍କ ପାଇଁ କାମ କରିବି, ୧୦ ମାସ ଧରି କୋଭିଡ୍ର ସଫଳ ମୁକାବିଲା ହୋଇଛି, ଅନ୍ୟ ରାଜ୍ୟ ତୁଳନାରେ ଆମେ ସଫଳ ପରିଚାଳନା କରିଛୁ, ମୃତ୍ୟୁହାର ଯଥେଷ୍ଟ କମ ରହିଛି, ସୁସ୍ଥ ହାର ବଢ଼ିଛି’: ସୁରେଶ ମହାପାତ୍ର!!