-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||     

HOME   ଜିଲ୍ଲା

ପଶ୍ଚିମାଚଂଳ ବିଜୁଳି ଶ୍ରମିକ ସଂଘ ତରଫରୁ ଆର୍ନ୍ତଜାତୀୟ ମଇ ଦିବସ

02-May-2024



ବଲାଙ୍ଗିର  - ସ୍ଥାନୀୟ ମୀନା ଟେଣ୍ଟ ହାଉସ ଠାରେ ପଶ୍ଚିମାଚଂଳ ବିଜୁଳି ଶ୍ରମିକ ସଂଘ ତରଫରୁ ଶତାଧିକ କର୍ମଚାରୀଙ୍କ ଉପସ୍ଥିତିରେ କୋଶ ସମନ୍ୱୟ ସମିତିର ଅଧ୍ୟକ୍ଷ ତଥା ବିଶିଷ୍ଟ ଶ୍ରମିକ ନେତା ପ୍ରମୋଦ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆନ୍ତର୍ଜାତୀୟ ମଇ ଦିବସ ଜିଲ୍ଲାର ବିଭିନ୍ନ ଭାତୃ ପ୍ରତିମ ଶ୍ରମିକ ସଂଗଠନଙ୍କ ଗହଣରେ ଏକ ସଭା ଅନୁଷ୍ଠିତ ହୋଇଥିଲା । 
    ସଭା ପ୍ରାରମ୍ଭରେ ଐତିହାସିକ ଶ୍ରମିକର ରକ୍ତରେ ରଞ୍ଜିତ ଲାଲ ପତାକାକୁ ଶ୍ରୀ ମିଶ୍ର ଉତ୍ତୋଳନ କରି ଲାଲ୍ ସଲାମ୍ ଗୁଞ୍ଜରିତ ହୋଇ ସଭାକୁ ସମ୍ବୋଧନ କରିଥିଲେ । ମଂଚାସିନ ଶ୍ରମି କ ନେତାମାନଙ୍କ ମଧ୍ୟରେ ବିଶିଷ୍ଟ ଶ୍ରମିକ ନେତା ରବି ଶଙ୍କର ମିଶ୍ର ଉପସ୍ଥିତ ଶ୍ରମିକମାନଙ୍କୁ ଉଦ୍‌ବୋଧନ ଦେଇ ବଲାଙ୍ଗିର ଜିଲ୍ଲାର ବିଗତ ୩୪ ବର୍ଷର ଶ୍ରମିକ ସଂଘମାନଙ୍କର ଗୌରବମୟ ଇତିହାସ ଉପରେ ଗୁରୁତ୍ୱାରୋପ କରିଥିଲେ । ବିଜୁଳି ଶ୍ରମିକ ସଂଘର ସାଧାରଣ ସଂପାଦକ ବିଭୁତି ବିନ୍ଧାଣୀ ମଂଚାସିନ ଭାତୃ ପ୍ରତିମ ଶ୍ରମିକ ଅନୁଷ୍ଠାନର ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଉପ-ସାଧାରଣ ସଂପାଦକ ଜ୍ୟୋତି ମହାନ୍ତି ଶ୍ରମିକମାନଙ୍କୁ ଏକଜୁଟ ହୋଇ ମିଳିତ ଭାବରେ ଶ୍ରମିକମାନଙ୍କର ସ୍ୱାର୍ଥ ହାସଲ ପାଇଁ ପରିଚାଳନା କତ୍ତୃପକ୍ଷଙ୍କ ବିରୁଦ୍ଧରେ ସଂଗ୍ରାମ ପାଇଁ ଆହ୍ୱାନ କରିଥିଲେ । ବିଶିଷ୍ଟ ଶ୍ରମିକ ନେତା ନରେନ୍ଦ୍ର ମିଶ୍ର ଶ୍ରମିକମାନଙ୍କୁ ଉପଦେଶ ଦେଇ ଶ୍ରମିକମାନଙ୍କର ମନୋବଳକୁ ଦୃଢ କରିବାକୁ ମତବ୍ୟକ୍ତ କରିଥିଲେ । ମିଳିତ ସଭାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କର ମଧ୍ୟରେ ଅବସରପ୍ରାପ୍ତ ଶିକ୍ଷକ ନେତା ମନୋରଂଜନ ସାହୁ ଓ କୋଶଲବାଦୀ ନେତା ଶରତ ହୋତା ଉପସ୍ଥିତ ଥିଲେ । ଏ.ଆଇ.ଟି.ୟୁ.ସି ର ଜିଲ୍ଲା ଆବାହକ ବିଭୁ ମିଶ୍ର ଆଗାମି ଦିନରେ ସରକାରଙ୍କ ଶ୍ରମିକ ମାରଣ ନୀତିକୁ ନିନ୍ଦା କରିବା ସହିତ ଏହା ବିରୁଦ୍ଧ ରେ ଶ୍ରମିକମାନଙ୍କୁ ଏକଜୁଟ ହୋଇ ଟାଟା ପାୱାର ବିରୁଦ୍ଧରେ ଯୁଦ୍ଧ ଡାକରା ଦେଇଥିଲେ । ୱାର୍କ୍ସ ଓ ଇତିଗେସନର ୱାର୍କସ ୟୁନିୟନର କାର୍ଯ୍ୟକାରୀ ସଭାପତି ବିରେନ୍ଦ୍ର କୁମାର ବନଛୋର କଂଟ୍ରାକ୍ଟଚୁଏଲ ଶ୍ରମିକମାନଙ୍କର ଚାକିରିର ସ୍ଥାୟୀକରଣ ପାଇଁ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରି ଟାଟା ପାୱାର ସହିତ ଏକ ଆଲୋଚନା ମାଧ୍ୟମରେ ଏହାର ସମାଧାନ ଦିଗରେ ପଦକ୍ଷେପ ନେବା ପାଇଁ ପ୍ରସ୍ତାବ ବାଢିଥିଲେ । ପାଇପ୍ ଜଳ ସଂଘର ରାଜ୍ୟ ସ୍ତରୀୟ ଶ୍ରମିକ ନେତା ସୀମାଚଂଳ ପଣ୍ଡା ଉପସ୍ଥିତ ଶ୍ରମିକମାନଙ୍କୁ ଉଦ୍‌ବୋଧନ ଦେଇ ଶ୍ରମିକମାନଙ୍କର ଚାକିରି ର ସ୍ଥାୟୀକରଣ ନିମନ୍ତେ ପଦକ୍ଷେପ ନେବା ପାଇଁ ସରକାରଙ୍କ ଠାରେ ଦୃଢଦାବୀ କରିଥିଲେ । ବଲାଙ୍ଗିରର କୋଶଲବାଦୀ ନେତା ତଥା ସମାଜସେବୀ ରଣରାଜ ସିଂଦେଓ ଉପସ୍ଥିତ କର୍ମଚାରୀବୃନ୍ଦ ଓ ମଂଚାସିନ ନେତୃ ମଣ୍ଡଳିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପଶ୍ଚିମାଚଂଳ ବିଜୁଳି ଶ୍ରମିକ ସଂଘର ଅନ୍ୟାନ୍ୟ ସାଥୀମାନଙ୍କର ମଧ୍ୟରେ ଶ୍ରମିକ ସାଥୀ ସର୍ଜନ ବାରିକ, ଶେଖ୍ ଅଲ୍ଲିମୁଦ୍ଦିନ, ସରୋଜ ମହଲା, ସଚିଦାନନ୍ଦ ନନ୍ଦ, ମନୋଜ ନନ୍ଦ, ପ୍ରଦୀପ ଡାକୁଆ, କୃଷ୍ଣ ବେରିହା ଆଦି ଅନ୍ୟାନ୍ୟ ସଂଗ୍ରାମୀ ସାଥୀଙ୍କ ବଳିଷ୍ଠ ନେତୃତ୍ୱରେ ଉକ୍ତ ଶ୍ରମିକ ଦିବସକୁ ସଫଳ କରିବାରେ ଯଥାସାଧ୍ୟ ପ୍ରଯତ୍ନ କରିଥିଲେ ।ାମି ଦିନରେ ସରକାରଙ୍କ ଶ୍ରମିକ ମାରଣ ନୀତିକୁ ନିନ୍ଦା କରିବା ସହିତ ଏହା ବିରୁଦ୍ଧ ରେ ଶ୍ରମିକମାନଙ୍କୁ ଏକଜୁଟ ହୋଇ ଟାଟା ପାୱାର ବିରୁଦ୍ଧରେ ଯୁଦ୍ଧ ଡାକରା ଦେଇଥିଲେ । ୱାର୍କ୍ସ ଓ ଇତିଗେସନର ୱାର୍କସ ୟୁନିୟନର କାର୍ଯ୍ୟକାରୀ ସଭାପତି ବିରେନ୍ଦ୍ର କୁମାର ବନଛୋର କଂଟ୍ରାକ୍ଟଚୁଏଲ ଶ୍ରମିକମାନଙ୍କର ଚାକିରିର ସ୍ଥାୟୀକରଣ ପାଇଁ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରି ଟାଟା ପାୱାର ସହିତ ଏକ ଆଲୋଚନା ମାଧ୍ୟମରେ ଏହାର ସମାଧାନ ଦିଗରେ ପଦକ୍ଷେପ ନେବା ପାଇଁ ପ୍ରସ୍ତାବ ବାଢିଥିଲେ । ପାଇପ୍ ଜଳ ସଂଘର ରାଜ୍ୟ ସ୍ତରୀୟ ଶ୍ରମିକ ନେତା ସୀମାଚଂଳ ପଣ୍ଡା ଉପସ୍ଥିତ ଶ୍ରମିକମାନଙ୍କୁ ଉଦ୍‌ବୋଧନ ଦେଇ ଶ୍ରମିକମାନଙ୍କର ଚାକିରି ର ସ୍ଥାୟୀକରଣ ନିମନ୍ତେ ପଦକ୍ଷେପ ନେବା ପାଇଁ ସରକାରଙ୍କ ଠାରେ ଦୃଢଦାବୀ କରିଥିଲେ । ବଲାଙ୍ଗିରର କୋଶଲବାଦୀ ନେତା ତଥା ସମାଜସେବୀ ରଣରାଜ ସିଂଦେଓ ଉପସ୍ଥିତ କର୍ମଚାରୀବୃନ୍ଦ ଓ ମଂଚାସିନ ନେତୃ ମଣ୍ଡଳିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026

You Might Also Like