-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||     

HOME   ଜିଲ୍ଲା

କଂଗ୍ରେସ ଙ୍କୁ ପୁଣି ଝଟକା ଦଳ ଛାଡିଲେ ସୋନପୁର ର ପୂର୍ବତନ ବିଧାୟକ ବିନୋଦ ପାତ୍ର

01-May-2024



ସୁବର୍ଣ୍ଣପୁର  (ମନୋରଞ୍ଜନ ତ୍ରିପାଠୀ )
ରାଜ୍ୟ କଂଗ୍ରେସ ର ପରିବାର ବାଦ୍ ଓ ମନ ମାନି ପାଇଁ 2009 ନିର୍ବାଚନ ରୁ ଦଳ ର ମଙ୍ଗୁଆଳ ତଥା ବିରୋଧି ଦଳ ନେତା ଭୂପିନ୍ଦର ସିଂହ, ନବ ଦାସ, ପ୍ରଦୀପ ମାଝୀ, ସୌମ୍ୟ ରଞ୍ଜନ ପଟ୍ଟନାୟକ, ସାଧୁ ନେପାକ, ସୁବଳ ସାହୁ ଙ୍କ ପରିବାର, ବିଧୁ ଭୂଷଣ ତ୍ରୀପାଠୀ, ଆକାଶ ମିଶ୍ର ଙ୍କ ଭଳି ଗୋଟେ ପରେ ଗୋଟେ ଅଭିଜ୍ଞ ଓ ପୁରୁଖା ନେତା ସମର୍ଥକ ଙ୍କ ସହ ଦଳ ରୁ ଇସ୍ତଫା ପ୍ରଦାନ କରି ଆସୁଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ କମିଟି ର ପ୍ରାକ୍ତନ ସଭାପତି ତଥା ବିଜୁ ବାବୁ ଙ୍କ ଅତି ପ୍ରିୟ ସୋନପୁର ର ହ୍ୟାଟ୍ରିକ ବିଧାୟକ କୁନ୍ଦୁରୁ କୁଶଳ ଙ୍କୁ ପରାସ୍ତ କରି ୨୦୦୪ ରୁ ୨୦୦୯ ନିର୍ବାଚନ ପର୍ଯ୍ୟନ୍ତ ସୋନପୁର ବିଧାନସଭା କ୍ଷେତ୍ର ର ବିଧାୟକ ଥିବା ବିନୋଦ ପାତ୍ର ଓ ତାଙ୍କ ବଳିଷ୍ଠ ସମର୍ଥକ ନେତା ଆଜି କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟ ପଦ ରୁ ଇସ୍ତଫା ଦେଇଛନ୍ତି l  ଉଲୁଣ୍ଡା ବ୍ଲକ ର ପ୍ରାକ୍ତନ ସଭାପତି ନୃସିଂହ ଚରଣ ପଣ୍ଡା,  ବୀରମହାରାଜପୁର ବିଧାନସଭା କ୍ଷେତ୍ର କଂଗ୍ରେସ ପର୍ଯ୍ୟବେକ୍ଷକ ରାଜେଶ୍ କୁମାର ମିଶ୍ର (ରାଜା), ସୋନପୁର ବ୍ଲକ୍ ସଭାପତି ଲଛମନ ସୁନା, ଡୁଙ୍ଗୁରିପାଲି ବ୍ଲକ ସମ୍ପାଦକ ଲକ୍ଷ୍ମଣ ନାଗ, ଉଲୁଣ୍ଡା ବ୍ଲକ ୨ ନମ୍ବର ଜୋନ ସଭାପତି ଦୟାନିଧି ସାହୁ,  ଓବିସି ସେଲ ଜିଲ୍ଲା ସଭାପତି ଲକ୍ଷ୍ମଣ ପର୍ଡ଼ିଆ  ମଧ୍ୟ ଆଜି ଶ୍ରୀ ପାତ୍ର ଙ୍କ ସହ ସାମୂହିକ ଇସ୍ତଫା ଦେଇ ଥିବା ବିଷୟ ସ୍ଥାନୀୟ କସ୍ତୁରୀ ଲଜ ରେ ଅନୁଷ୍ଟିତ ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି। ବିଧାୟକ ଶ୍ରୀ ପାତ୍ର ଦୀର୍ଘ ୪୦ ବର୍ଷ ଧରି କଂଗ୍ରେସ ରେ ଜଣେ ସକ୍ରୀୟ ଓ ଶୃଙ୍ଖଳିତ କର୍ମୀ ଭାବରେ ସେବା ପ୍ରଦାନ କରି ଆସିଥିଲେ ମଧ୍ୟ ଦଳ ତାଙ୍କ ପ୍ରତି ଉଚିତ୍ ନିଷ୍ପତ୍ତି ନେଇ ନ ଥିବା ଓ ଘୋର ଅବହେଳା କରିଥିବା କହି ସମସ୍ତ କର୍ମୀ ଇସ୍ତଫା ଦେଇଥିବା ଗଣ ମାଧ୍ୟମ ସମ୍ମୁଖ ରେ ସୁଚନା ରଖିଥିଲେ। ଶ୍ରୀ ଵିନୋଦ ପାତ୍ର ବୀରମହାରାଜପୁର ବିଧାନସଭା ପ୍ରାର୍ଥୀ ଭାବେ ଗତ ନିର୍ବାଚନ ରେ ଭଲ ପ୍ରଦର୍ଶନ କରିଥିବା ଓ ଏଥର ମଧ୍ୟ ଦୃଢ଼ ଦାବିଦାର ଥିବା ସୂଚନା ମିଳିଛି l ପ୍ରାର୍ଥୀ ଭାବେ  ନାମ ଘୋଷଣା ପୂର୍ବରୁ  ନିର୍ବାଚନ ପ୍ରଚାର ପ୍ରସ୍ତୁତି ପାଇଁ ଶ୍ରୀ ପାତ୍ର ଙ୍କୁ ଏକ ପେନ୍ ଡ୍ରାଇଭ ମଧ୍ଯ ଦଳ ତରଫରୁ ପ୍ରଦାନ କରା ଯାଇଥିଲା l  ମାତ୍ର ଶେଷ ମୁହୂର୍ତ୍ତ ରେ ତାଙ୍କ ନାମ ଘୋଷଣା ନ ହୋଇ ତାଙ୍କ ପ୍ରତି ଦଳ ଅବିଚାର ଅବହେଳା କରିଥିବା, ଓ  ଏ ଆଇ ସି ସି ର ନୀତି ନିୟମ କୁ ପିସିସି ନେତ୍ରୁ ମଣ୍ଡଳୀ ସମ୍ପୂର୍ଣ୍ଣ ଉଲଙ୍ଘନ କରିଥିବା  ପ୍ରକାଶ କରି କଂଗ୍ରେସ ଦଳ ରୁ ସେ ଆଜି ଇସ୍ତଫା ଦେଇଥିବା  ଶ୍ରୀ ପାତ୍ର ସୁଚନା ଦେଇଛନ୍ତି l ଏବଂ ବୁଡ଼ି ଗଲା ଗୋଡ ତଳ କୁ ତଳକୁ ଭଳି ଆଜି ରାଜ୍ୟ କଂଗ୍ରେସ ତାର ସତ୍ତା ହରାଇଛି ବୋଲି ସୂଚନା ଦେଇଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   21-Sep-2026
  ଜିଲ୍ଲା  
ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   21-Sep-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   21-Sep-2026
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026

You Might Also Like