-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
21-Apr-2024
ବଲାଙ୍ଗିର (ଚିତ୍ରସେନ ବେହେରା ): ଗତକାଲି ଅପରାହ୍ନ ରେ ବଲାଙ୍ଗିର ସହରରେ ବିଜୁ ଜନତା ଦଳର ବିଶାଳ ବାଇକ୍ ରାଲି ବିଧାୟକ ପ୍ରାର୍ଥି କଳିକେଶ ଙ୍କ ନେତୃତ୍ବ ଏବଂ ସାସଂଦ ପ୍ରାର୍ଥୀ ଶ୍ରୀଯୁକ୍ତ ସୁରେନ୍ଦ୍ର ସିଂଭୋଇ ଙ୍କ ଉପସ୍ଥିତିରେ ଦୁଇ ହଜାର ରୁ ଉର୍ଦ୍ଧ୍ବ ବାଇକ ଏବଂ ତିନି ହଜାର ରୁ ଅଧିକ ଯୁବକ ଏବଂ ନେତୃବୃନ୍ଦ ଙ୍କ ଉପସ୍ଥିତିରେ ବଲାଙ୍ଗିର ସହରର କୋଶଳ ଛକ ଠାରୁ ରାଲି ବାହାରି ଭାଗରଥି ଛକ, ବିକ୍ରମ ଛକ , ମସଜିଦ ଛକ ସୁଦପଡା ଛକ ପାଟଣେଶ୍ବରି ମନ୍ଦିର ହୋଇ ଜିଲ୍ଲାପାଳ ଅଫିସ ଦେଇ ରାଜେନ୍ଦ୍ର କଲେଜ ଛକ ଶାନ୍ତି ପଡା ଦେଇ ଆରଟିଓ ଛକ ନୂତନ ବସଟର୍ମିନାଲ ତୁଳସୀନଗର ରୁଗୁଡିପଡା ପେଲେସ ଲାଇନ ଦେଇ ଶୈଳେଶ୍ରୀ ପେଲେସ ଠାରେ ଶେଷ ହୋଇଥିଲା ।