-+91-9937148622 |

prerana_bgr@rediffmail.com |

  Monday 12th October 2026 |

| | | |

R.N.I. Regd No. ODIODI/2010/46693

Breaking News

ସାହିତ୍ୟିକ ପ୍ରଦୀପ ମିଶ୍ରଙ୍କ ସହ ଭାବବିନିମୟ   (11-Oct-2026)       ||      ଚିର୍ମା ମହିମା ଟୁଙ୍ଗି ରେ ଧର୍ମ ସଭା ଅନୁଷ୍ଠିତ   (11-Oct-2026)       ||      ଝରଣିପାଲି କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2026 ଆୟୋଜିତ   (11-Oct-2026)       ||      *ଓଷ୍ଟା ନବରଙ୍ଗପୁରର ପଞ୍ଚମ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ*   (11-Oct-2026)       ||      ଟିଟିଲାଗଡରେ ସାହିତ୍ୟ ସାଧନାର ସୁବର୍ଣ୍ଣ ଜୟନ୍ତୀ ସମାରୋହ   (11-Oct-2026)       ||      କୁରସୁଡ଼ ଠାରେ ୫୦ ତମ ଦୁର୍ଗାପୂଜା - ନବରାତ୍ରୀ ପୂଜା ଆରମ୍ଭ   (11-Oct-2026)       ||      ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ସାଧାରଣ ସଭା    (11-Oct-2026)       ||      ଖୁଣ୍ଟସମଲେଇରେ ଶବର ସମାଜର ଭବ୍ୟ ରାଜ୍ୟସ୍ତରୀୟ ନୂଆଁଖାଇ ଭେଟଘାଟ   (11-Oct-2026)       ||      ମାୟାବର୍ହା ହାଇସ୍କୁଲରେ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ   (11-Oct-2026)       ||      ଇସ୍କନ ମନ୍ଦିରରେ ସିଭିଲ ସୋସାଇଟିର ନୂଆଁଖାଇ ଭେଟଘାଟ   (11-Oct-2026)       ||      ଧର୍ମ ପରାୟଣ ବ୍ୟକ୍ତିଙ୍କ ପରଲୋକ    (11-Oct-2026)       ||      କବିତା ଜୀବନର କଥା କହେ: ସାହିତ୍ୟ ଅକାଦେମି ପକ୍ଷରୁ ଆଲୋଚନାଚକ୍ର   (11-Oct-2026)       ||      ମୋତେ ପ୍ରଭାବିତ କରିଥିବା ବହିଟିଏ ଶୀର୍ଷକ ଆଲୋଚନାଚକ୍ର ପୁସ୍ତକ ସହ ନିଷ୍ଠାପର ସମ୍ପର୍କ ରହିଲେ ଜୀବନର ବହୁ ଦ୍ବନ୍ଦ୍ବାତ୍ମକ ପରିସ୍ଥିତିରେ ଉଚିତ ମାର୍ଗଦର୍ଶନ ମିଳିଥାଏ    (11-Oct-2026)       ||      ବିଜୟପଲ୍ଲୀ ସଂସ୍କୃତ ମହାବିଦ୍ୟାଳୟରେ ଜୁଭେନ୍ତିକା କାର୍ଯ୍ୟକ୍ରମ   (11-Oct-2026)       ||      ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ତାଲା, ୨୫ ଦିନ ଧରି ବିଜୁଳି ନାହିଁ♦️ ବିଦ୍ୟୁତ୍‌ ଅଭାବରେ ଅଚଳ ସ୍ମାର୍ଟବୋର୍ଡ, ତାତିରେ ସିଝୁଛନ୍ତି ଛାତ୍ରଛାତ୍ରୀ; ସମସ୍ୟା ନେଇ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ଗ୍ରାମବାସୀ   (11-Oct-2026)       ||      ଓଡ଼ିଶା ସୂଚନା ସେବା ସଂଘର ବାର୍ଷିକ ଉତ୍ସବ ୨୦୨୬ ଅନୁଷ୍ଠିତ କ୍ୟାଡର ସୁଦୃଢ଼ୀକରଣ ଓ ବୃତ୍ତିଗତ ଉତ୍କର୍ଷତା ଉପରେ ଗୁରୁତ୍ୱ   (11-Oct-2026)       ||      ବଳିଟିକ୍ରା - ବୁରୋମୁଣ୍ଡା ରାସ୍ତା ରେ ଦୁଇ ବାଇକ୍ ମୁହାମୁହିଁ ଧକ୍କା, ଜଣେ ମୃତ,   (11-Oct-2026)       ||      ବଲାଙ୍ଗୀରରେ କାଂସିରାମ ଜୀଙ୍କ ୨୦ତମ ପରିନିର୍ବାଣ ଦିବସ ପାଳିତ   (10-Oct-2026)       ||      ବିଜେପି ରେ ଯୋଗ ଦେଲେ ବଲାଙ୍ଗୀର ଜିଲ୍ଲାର ବୋହୁ ସମାଜସେବୀ ଓ ଲେଖିକା ଡ. ସଂଗୀତା ମହାପାତ୍ର    (10-Oct-2026)       ||      ମା ସମେଲେଶ୍ୱ ରି ଙ୍କ ଧବଳ ମୁଖି ବେଶ    (10-Oct-2026)       ||     

HOME   ଜିଲ୍ଲା

ଦୋକାନ ପୋଡି ଘଟଣାରେ ଅଭିଯୁକ୍ତକୁ ଗିରଫ ଦାବୀରେ ମେହେର ପଡବାସୀ ଙ୍କ ଥାନା ଘେରାଉ  

08-Apr-2024



ତରଭା(କପିଳାସ ସେଠ ) ତରଭା ସହର ମେହେର ପଡା ତଥା ଲଷ୍ମୀ ନାରାୟଣ ମନ୍ଦିର ନିକଟରେ ଥିବା ଏକ କିରାଣା ଦୋକାନ କୁ ସାତ ଦିନ ତଳେ ପୋଡି ଦେଇଥିବା ଅଭିଯୁକ୍ତକୁ ଗିରଫ କରିବା ଦାବୀରେ ରବିବାର ରାତି ୯ଟା ସମୟରେ ମେହେର ପଡା ବାସୀ ତରଭା ଥାନା କୁ ଘେରାଉ କରି ନିଜ ଦାବୀ ଆଇ ଆଇ ସି ଙ୍କୁ ଜଣାଇଥିଲେ  I    ଗତ ସାତ ଦିନତଳେ କେହି ବ୍ୟକ୍ତିଚୋରି କରିବା ସହ ଆକ୍ରୋଶ ମୂଳକ ଭାବରେ ଅରୁଣ ମେହେର ଙ୍କ ଦୋକାନ କୁ ପୋଡି ଦେଇ ଥିବା

ନେଇ ଦୋକାନ ମାଲିକ  ତରଭା ଥାନା ରେ ଲିଖିତ ଅଭିଯୋଗ କରିଥିଲେ  I   ଅଭିଯୋଗକାରି ଦୋକାନ ପୋଡିଵା ର ରସି ସି କେମେରା ଫୋଟୋ ଓ ଅଭିଯୁକ୍ତ ର ସୂଚନା ପୋଲିସ କୁ ଦେଇଥିଲେ ମଧ୍ୟ୍ୟ କୌଣସି କାର୍ଯ୍ୟନୁଷ୍ଠାନ କରାଯାଉ ନ ଥିବା ନେଇ ଅଞ୍ଚଳ ରେ ଅସନ୍ତୋଷପ୍ରକାଶକରିଥିଲେ  I ଏ ସମ୍ପର୍କ ରେ ଅଭିଯୋଗକାରି ଓ ମେହେର ପଡା ବାସୀ ଥାନା ଅଧିକାରୀ ଙ୍କମଧ୍ୟ୍ୟରେ ଅଭିଯୁକ୍ତ କୁ ଧରିବା ନେଇ ଆଲୋଚନା କରିଥିଲେ   I ଶୀଘ୍ର ଅଭିଯୁକ୍ତ କୁ ଧରିବା(ଗିରଫ )ନେଇ ଆଇ ଆଇ ସି ଅନିତା କିଡୋ ପ୍ରତିଶୃତି ଦେବା ପରେ ମେହେର ପଡା ବାସୀ ଘରକୁ ଫେରି ଥିଲେ I ସୂଚନା ଯୋଗ୍ୟ ଯେ  ତରଭା ମେହେର ପଡା ନିକଟରେ ଥିବା ଲଷ୍ମୀ ନାରାୟଣ ମନ୍ଦିର ନିକଟରେ  ବଡ଼ଭୋଇଁରୋ ଗ୍ରାମର ଅରୁଣ କୁମାର ମେହେର ଏକ କିରାଣା ଦୋକାନ ଦେଇଛନ୍ତି I  ପ୍ରତିଦିନ ପରି ରାତିରେ ଦୋକାନ ବନ୍ଧ କରି ଗୁରୁବାର  (୨୮/୩)ରାତିରେ ଘର କୁ ଯାଇଥିଲେ  I ହେଲେ ରାତି ପ୍ରାୟ ୧ ଟା ରୁ ୨ ଘଣ୍ଟା ସମୟରେ ତାଙ୍କ

ଦୋକାନ ରେ ହଠାତନିଆଁ ଲାଗି ଯାଇ ସମସ୍ତ ଦୋକାନ ସାମଗ୍ରୀ  ନିଆଁ ରେ ପୋଡି ପାଉଁଶ ହୋଇ ଯାଇଥିଲା  I ନିଆଁ ଲାଗିବାର ଖବର ପାଇ ତରଭା ଅଗ୍ନିଶମ ଦଳ ଘଟଣା ସ୍ଥଳ ରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ  I ଦୋକାନ ଥିବା ପ୍ରାୟ ଲକ୍ଷା ଧିକ ଟଙ୍କା ର ସାମଗ୍ରୀ ସମେତ ବିକ୍ରି ହୋଇ ଥିବା ଦଶ ହଜାର ଟଙ୍କା ପୋଡ଼ିଯାଇଥିବାର ଅଭିଯୋଗ କରିଛନ୍ତି  I   ଏହି ଘଟଣା ର ତଦନ୍ତ କରାଯାଇ ପ୍ରକୃତ ଘଟଣା ଉନ୍ମୋଚନ କରାଯାଇ ଅଭିଯୁକ୍ତ ପ୍ରତି ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇ ଅଞ୍ଚଳ ବାସୀ ଦାବୀ ହେଉଛି   I


News Comment




Photo in News

Advertisment
Lastest News
  ଜିଲ୍ଲା  
ସାହିତ୍ୟିକ ପ୍ରଦୀପ ମିଶ୍ରଙ୍କ ସହ ଭାବବିନିମୟ   11-Oct-2026
  ଜିଲ୍ଲା  
ଚିର୍ମା ମହିମା ଟୁଙ୍ଗି ରେ ଧର୍ମ ସଭା ଅନୁଷ୍ଠିତ   11-Oct-2026
  ଜିଲ୍ଲା  
ଝରଣିପାଲି କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2026 ଆୟୋଜିତ   11-Oct-2026
  ଜିଲ୍ଲା  
*ଓଷ୍ଟା ନବରଙ୍ଗପୁରର ପଞ୍ଚମ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ*   11-Oct-2026
  ଜିଲ୍ଲା  
ଟିଟିଲାଗଡରେ ସାହିତ୍ୟ ସାଧନାର ସୁବର୍ଣ୍ଣ ଜୟନ୍ତୀ ସମାରୋହ   11-Oct-2026
  ଜିଲ୍ଲା  
କୁରସୁଡ଼ ଠାରେ ୫୦ ତମ ଦୁର୍ଗାପୂଜା - ନବରାତ୍ରୀ ପୂଜା ଆରମ୍ଭ   11-Oct-2026
  ଜିଲ୍ଲା  
ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ସାଧାରଣ ସଭା   11-Oct-2026
  ଜିଲ୍ଲା  
ଖୁଣ୍ଟସମଲେଇରେ ଶବର ସମାଜର ଭବ୍ୟ ରାଜ୍ୟସ୍ତରୀୟ ନୂଆଁଖାଇ ଭେଟଘାଟ   11-Oct-2026
  ଜିଲ୍ଲା  
ମାୟାବର୍ହା ହାଇସ୍କୁଲରେ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ   11-Oct-2026
  ଜିଲ୍ଲା  
ଇସ୍କନ ମନ୍ଦିରରେ ସିଭିଲ ସୋସାଇଟିର ନୂଆଁଖାଇ ଭେଟଘାଟ   11-Oct-2026
  ଜିଲ୍ଲା  
ଧର୍ମ ପରାୟଣ ବ୍ୟକ୍ତିଙ୍କ ପରଲୋକ   11-Oct-2026
  ଜିଲ୍ଲା  
କବିତା ଜୀବନର କଥା କହେ: ସାହିତ୍ୟ ଅକାଦେମି ପକ୍ଷରୁ ଆଲୋଚନାଚକ୍ର   11-Oct-2026

You Might Also Like