-+91-9937148622 |

prerana_bgr@rediffmail.com |

  Wednesday 14th October 2026 |

| | | |

R.N.I. Regd No. ODIODI/2010/46693

Breaking News

ନଅଗାଁ-କ କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ   (14-Oct-2026)       ||      ବଲାଙ୍ଗୀରଠାରେ ଅନୁଷ୍ଠିତ ହେଲା ଅଖିଳ ଓଡ଼ିଶା ନ୍ୟାୟିକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସାଧାରଣ ପରିଷଦ ବୈଠକ   (13-Oct-2026)       ||      ୩ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସଇଁତଲା ଆର ଆଇ ଙ୍କୁ ଧରିଲା ଭିଜିଲାନ୍ସ ବିଭାଗ    (13-Oct-2026)       ||      *ନବରଙ୍ଗପୁରରେ ନୂତନ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ*   (13-Oct-2026)       ||      ବଲାଙ୍ଗୀର ତହସିଲର ଅବ୍ୟବସ୍ଥା ନେଇ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ସଭାପତି ଙ୍କ ପ୍ରତିକ୍ରିୟା: କପି ଟିଏ ପାଇବା ପାଇଁ ଲୋକଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି    (13-Oct-2026)       ||      ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଲେ ମାଁ ଚରଦେଇ   (13-Oct-2026)       ||      ଜିଲ୍ଲା ସମବାୟ ବିଭାଗ, ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ମିଳିତ ଆନୁକୂଲ୍ୟରେ ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ   (13-Oct-2026)       ||      ବଲାଙ୍ଗୀରରେ ରାଜ୍ୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା   (13-Oct-2026)       ||      ଓମ୍‌ ଭ୍ୟାଲି ଶିକ୍ଷାନୁଷ୍ଠାନରେ ୧୧ତମ ବାଟାଲିୟନ ଦ୍ଵାରା ଏନ୍‌.ସି.ସି.ପ୍ରଶିକ୍ଷଣ ଶିବିରର ଉଦ୍‌ଯାପିତ    (13-Oct-2026)       ||      ପାଟଣେଶ୍ୱରୀ ଦେବୀପୀଠରେ ନବରାତ୍ରପୂଜା   (13-Oct-2026)       ||      ମା’ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ଚନ୍ଦ୍ରଘଣ୍ଟା ବେଶ   (13-Oct-2026)       ||      ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି! ଦାରିଙ୍ଗବାଡ଼ିର ସବୁ ହୋଟେଲ, ରିସର୍ଟ ଓ ରେଷ୍ଟୁରାଣ୍ଟରେ କ୍ୟାମେରା ଲାଗିବା ବାଧ୍ୟତାମୂଳକ   (13-Oct-2026)       ||      ପଡାଗଡ଼ ଅଞ୍ଚଳରେ ରାତିରେ ଚାଲିଛି ବେଆଇନ କ୍ରସର, ଖଣି ମାଫିଆ ମାଲାମାଲ   (13-Oct-2026)       ||      ତୁଷୁରାରେ ମହାରାଜା ଅଗ୍ରସେନଜୀଙ୍କ ଜୟନ୍ତୀ ପାଳିତ   (13-Oct-2026)       ||      ମା କୁଶଙ୍ଗାଇ ପୀଠ ନବରାତ୍ରିରେ ଚଳଚଞ୍ଚଳ   (13-Oct-2026)       ||      ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରର୍ସ ଆସୋସିଏସନ୍ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (13-Oct-2026)       ||      ଭାରତ ବିକାଶ ପରିଷଦ ଦ୍ଵାରା (ଶିକ୍ଷା ବର୍ଷ ୨୦୨୬) ପାଇଁ ଶ୍ରେଷ୍ଠ ଛାତ୍ର ଓ ଶ୍ରେଷ୍ଠ ଶିକ୍ଷୟିତ୍ରୀ ପୁରସ୍କାରରେ ସମ୍ମାନିତ ହେଲେ ଓମ ଭ୍ୟାଲି ସ୍କୁଲର ଶିକ୍ଷୟତ୍ରୀ ଓ ଛାତ୍ର    (13-Oct-2026)       ||      ଆଗଲପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଧୁମ ଧାମରେ ପାଳିତ   (13-Oct-2026)       ||      ମା ଘଣ୍ଟାସୁନିଙ୍କ ନବମୀ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ    (12-Oct-2026)       ||      *ଆସନ୍ତା କାଲି ଠାରୁ ସୁବର୍ଣ୍ଣପୁର ଠାରେ ହେବ ରାଜ୍ୟ ସ୍ତରୀୟ ୧୪ ବର୍ଷ ରୁ କମ୍ ବାଳକ ଫୁଟବଲ୍ ଚାମ୍ପିଅନସିପ*-   (12-Oct-2026)       ||     

HOME   ଜିଲ୍ଲା

ବିଜେଡି ସଦର ବିଧାନସଭା ପ୍ରାର୍ଥୀନୀ ଲଳିତା ନାଏକ ଙ୍କୁ ବହୁ ସଂଖ୍ୟାରେ ଗ୍ରାମର ମହିଳା ଗୋଷ୍ଠୀ ର ସମର୍ଥନ ।

01-Apr-2024



(କେଶବ ମେହେର)    ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ର ବିଧାନସଭା ପ୍ରାର୍ଥୀ ଘୋଷଣା ପରେ  ପ୍ରାଥିନୀ ଲଳିତା ନାଏକ ଙ୍କୁ ସମର୍ଥନ ଜଣାଇ କେସିଙ୍ଗା ବ୍ଳକ ର  ଗାଈଗା ର  ୱାର୍ଡ଼ ସଭ୍ୟା ଭବାନୀ ସାହୁ ଙ୍କ ସଭାପତିତ୍ୱ ରେ   ଗାଈଗା ସ୍ଥିତ ଆମ୍ବ ବଗିଚା ରେ ଏକ ସାଧାରଣ ବୈଠକ ସୋମବାର ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଆଖପାଖ ଅଞ୍ଚଳରୁ ଶହ ଶହ ସଂଖ୍ୟାରେ ମହିଳା ଗୋଷ୍ଠୀ  ଯୋଗଦାନ କରି ନିଜସ୍ୱ ମତ ପ୍ରକାଶ କରିଥିଲେ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବିଧାୟକ ପ୍ରାର୍ଥୀନୀ ତଥା  କଳାହାଣ୍ଡି  ବିଜେଡି ଜିଲା ସଭାନେତ୍ରୀ ଲଳିତା ନାଏକଙ୍କୁ ଗାଈଗା ଗ୍ରାମ ପଞ୍ଚାୟତ ପକ୍ଷରୁ ବହୁ ମାତ୍ରାରେ ସମର୍ଥନ ଜଣାଇ ଏହି ବୈଠକ କରାଯାଇଥିଲା।ୱାର୍ଡ ସଭ୍ୟା ଭବାନୀ ସାହୁଙ୍କ ସଭାପତିତ୍ୱ ରେ ସଭା କାର୍ଯ୍ୟକ୍ରମଆରମ୍ଭ କରାଯାଥିଲା।  କେସିଙ୍ଗା ବ୍ଲକର କେସିଙ୍ଗା ଏନ୍ ଏ ସି ସମେତ ୧୭ ଟି ଗ୍ରାମ ପଂଚାୟତ ସଦର ବିଧାନସଭା ଆସନ ରେ ମିଶିଥିବାରୁ କେସିଙ୍ଗା ର ମହତ୍ତ୍ଵ ରହିଛି।ସେହି ଦୃଷ୍ଟିରୁ ଲଳିତା ନାଏକଙ୍କୁ ଗାଈଗା ର ବିଭିନ୍ନ ମହିଳା ଗୋଷ୍ଠୀ ନିଜେ ନିଜେ ଗ୍ରାମରେ ବୈଠକ କରି କିପରି ନବୀନ ପଟ୍ଟନାୟକ ସ୍ୱସ୍ଛ ଓ ନିର୍ମଳ ଏବଂ୨୫ବର୍ଷ ର ସୁଶାନ କୁ ଆହୁରି ୫ବର୍ଷ ଯାଏ ସୁଶାସନ କରାଯିବ ସେଥିପାଇଁ ବିଜୁ ଜନତାଦଳ ର ଜିଲା ମହିଳା ସଭାନେତ୍ରୀ ଙ୍କୁ ବହୁ ସଂଖ୍ୟାରେ ଭୋଟ ଦେଇ ଜିତାଇବା ପାଇଁ  ଉଦ୍ୟମ ଜାରି ରଖିଛନ୍ତି।ଏହି ପରିପ୍ରେକ୍ଷୀରେ ଗାଈଗା ର ସମସ୍ତ ମହିଳା ଗୋଷ୍ଠୀ ଗ୍ରାମର ଆମ୍ବ ବଗିଚା ରେ ବୈଠକ ଡାକି  ଲଳିତା ନାଏକ ଙ୍କୁ ଜିତାଇବା ପାଇଁ କଳସ ସ୍ଥାପନ କରି ଶପଥ କରିଥିଲେ।  ଲଳିତା ନାଏକ ଭବାନୀପାଟଣା ମୁନ୍ସୀପାଲଟି ଅଧକ୍ଷ୍ୟା ଥିବା ସମୟରେ  ପ୍ରତ୍ୟେକ ୱାର୍ଡ ର ଗରିବ ଠାରୁ ଧନୀ ଶ୍ରେଣୀ ର ଲୋକଙ୍କ ସମସ୍ୟା ବୁଝି ସମାଧାନ କରୁଥିଲେ।ଦିର୍ଘ ଦିନ ଧରି ଭବାନୀପାଟଣା ସହର ସବୁଜ ସୁନ୍ଦରକରି ଲୋକଙ୍କୁ ପାନୀୟଜଳ, ରାସ୍ତା ଘାଟ,ଡ୍ରେନ,ଆବାସ ଯୋଜନା ,ବୁଢ଼ାବୁଢୀଙ୍କୁ ବାର୍ଦ୍ଧକ୍ୟ ଭର୍ତ୍ତା, ବିଧବା ଭର୍ତ୍ତା ଇତ୍ୟାଦି ଯୋଜନା ରେ ସାମିଲ କରି ସୁବିଧା କରୁଥିଲେ ବୋଲି ୱାର୍ଡ ସଭ୍ୟା ଭବାନୀ ସାହୁ ତାଙ୍କ ବକ୍ତବ୍ୟ ରେ ପ୍ରକାଶ କରିଥିଲେ। ଆଗାମୀ ୨୦୨୪ନିର୍ବାଚନରେ ଲଳିତା ନାଏକ ଙ୍କୁ  ବିଜୟୀ କରିବା ପାଇଁ  ମହିଳା ଗୋଷ୍ଠୀ ଓ ଗ୍ରାମବାସୀ ମାନେ  ରଣନୀତି ପ୍ରସ୍ତୁତ କରି ଥିଲେ । ଗ୍ରାମରେ ଥିବା ସମସ୍ତ ମହିଳା ଗୋଷ୍ଠୀ ର ସଭାନେତ୍ରୀ, ସମ୍ପାଦିକା, ସଭ୍ୟା ବୃନ୍ଦମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ   ବିଭିନ୍ନ ଉନ୍ନୟନ ମୁକଳ କାର୍ଯ୍ୟ ଓ ଅଗ୍ରଗତି ଏବଂ  ବିକାଶ ରଥ କୁ  ଆଗକୁ ବଢ଼ାଇବା ରେ ସାହାଯ୍ୟ କରିବା ପାଇଁ ଏହି କାର୍ଯ୍ୟକ୍ରମ ରେ ଆଲୋଚନା  କରିଥିଲେ।ଗ୍ରାମରେ ରେ ପାନୀୟଜଳ, ରାସ୍ତା ଘାଟ,  ବିଭିନ୍ନ ସମସ୍ୟାର  ସମାଧାନ ସହ କିପରି ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମ ରେ ଅଗ୍ରଗତିଓ ବିକାଶ ଉପରେ ମଧ୍ୟ  ଆଲୋଚନା କରିଥିଲେ।   ଏହି ବୈଠକରେ   ବୈଜୟନ୍ତି ସୁନା,ଦୟା ଶବର,ରେଖା କରୁଆଁ,କର ଶବର,ପ୍ରତିମା ସାହୁ,ଶାନ୍ତିଲତା ସାହୁ, ସବିତା ସାହୁ,ଝଟକ ସାହୁ ପ୍ରମୁଖ ବିଜେଡି ସମର୍ଥକ  କର୍ମୀ ମାନେ ଉପସ୍ଥିତ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ନଅଗାଁ-କ କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ   14-Oct-2026
  ଜିଲ୍ଲା  
ବଲାଙ୍ଗୀରଠାରେ ଅନୁଷ୍ଠିତ ହେଲା ଅଖିଳ ଓଡ଼ିଶା ନ୍ୟାୟିକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସାଧାରଣ ପରିଷଦ ବୈଠକ   13-Oct-2026
  ଜିଲ୍ଲା  
୩ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସଇଁତଲା ଆର ଆଇ ଙ୍କୁ ଧରିଲା ଭିଜିଲାନ୍ସ ବିଭାଗ   13-Oct-2026
  ଜିଲ୍ଲା  
*ନବରଙ୍ଗପୁରରେ ନୂତନ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ*   13-Oct-2026
  ଜିଲ୍ଲା  
ବଲାଙ୍ଗୀର ତହସିଲର ଅବ୍ୟବସ୍ଥା ନେଇ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ସଭାପତି ଙ୍କ ପ୍ରତିକ୍ରିୟା: କପି ଟିଏ ପାଇବା ପାଇଁ ଲୋକଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି   13-Oct-2026
  ଜିଲ୍ଲା  
ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଲେ ମାଁ ଚରଦେଇ   13-Oct-2026
  ଜିଲ୍ଲା  
ଜିଲ୍ଲା ସମବାୟ ବିଭାଗ, ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ମିଳିତ ଆନୁକୂଲ୍ୟରେ ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ   13-Oct-2026
  ଜିଲ୍ଲା  
ବଲାଙ୍ଗୀରରେ ରାଜ୍ୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା   13-Oct-2026
  ଜିଲ୍ଲା  
ଓମ୍‌ ଭ୍ୟାଲି ଶିକ୍ଷାନୁଷ୍ଠାନରେ ୧୧ତମ ବାଟାଲିୟନ ଦ୍ଵାରା ଏନ୍‌.ସି.ସି.ପ୍ରଶିକ୍ଷଣ ଶିବିରର ଉଦ୍‌ଯାପିତ   13-Oct-2026
  ଜିଲ୍ଲା  
ପାଟଣେଶ୍ୱରୀ ଦେବୀପୀଠରେ ନବରାତ୍ରପୂଜା   13-Oct-2026
  ଜିଲ୍ଲା  
ମା’ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ଚନ୍ଦ୍ରଘଣ୍ଟା ବେଶ   13-Oct-2026
  ଜିଲ୍ଲା  
ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି! ଦାରିଙ୍ଗବାଡ଼ିର ସବୁ ହୋଟେଲ, ରିସର୍ଟ ଓ ରେଷ୍ଟୁରାଣ୍ଟରେ କ୍ୟାମେରା ଲାଗିବା ବାଧ୍ୟତାମୂଳକ   13-Oct-2026

You Might Also Like