-+91-9937148622 |
prerana_bgr@rediffmail.com |
Wednesday 14th October 2026 |
R.N.I. Regd No. ODIODI/2010/46693
Breaking News
31-Mar-2024
ବୌଦ୍ଧ/ହରଭଙ୍ଗା (ଜୟାନନ୍ଦ ମିଶ୍ର ): ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଦ୍ଵିତୀୟ ପର୍ଯ୍ୟାୟରେ ଭାରତୀୟ ଜନତା ପାର୍ଟି ଓଡିଶାର ଦ୍ଵିତୀୟ ପର୍ଯ୍ୟାୟରେ ଶେଷ ତିନୋଟି ଲୋକସଭା ପ୍ରାର୍ଥୀ ଘୋଷଣା କରିଛନ୍ତି l କଟକରୁ ଭରତ୍ତୁହରି ମହତାବ, ଯାଜପୁରରୁ ରବୀନ୍ଦ୍ର ନାରାୟଣ ବେହେରା, କନ୍ଧମାଳରୁ ସୁକାନ୍ତ ପାଣିଗ୍ରାହୀଙ୍କୁ ଟିକେଟ ପ୍ରଦାନ କରାଯାଇଛି l ସୁକାନ୍ତ ପାଣିଗ୍ରାହୀ ଦ୍ଵିତୀୟଥର ଲୋକସଭା ପ୍ରାର୍ଥୀ ହୋଇଛନ୍ତି l ୨୦୧୪ରେ ବିଜେପି ରୁ ଠିଆ ହୋଇ ପରାଜିତ ହୋଇଥିଲେ l ବିଜେଡି ରୁ ଡ଼ ଅଚ୍ୟୁତ ସାମନ୍ତ ଦ୍ଵିତୀୟ ଥର ଠିଆ ହୋଇଛନ୍ତି l ୨୦୧୯ ରେ ବିଜେପି ପ୍ରାର୍ଥୀ ଖାରବେଳ ସ୍ବାଇଁଙ୍କୁ ପରାସ୍ତ କରିଥିଲେ l କଂଗ୍ରେସ କନ୍ଧମାଳ ପାଇଁ ପ୍ରାର୍ଥୀ ଘୋଷଣା କରି ନାହିଁ l କନ୍ଧମାଳ ଅନ୍ତର୍ଗତ ବିଧାନସଭା ପାଇଁ ବୌଦ୍ଧଜିଲ୍ଲା ପାଇଁ ବିଜେଡି