-+91-9937148622 |
prerana_bgr@rediffmail.com |
Thursday 15th October 2026 |
R.N.I. Regd No. ODIODI/2010/46693
Breaking News
29-Mar-2024
ସୋନପୁର (ମନୋରଞ୍ଜନ ତ୍ରିପାଠୀ )
ସୋନପୁର ମଝିପଡ଼l ର ଧର୍ମ ପରାୟଣ ମହିଳା ତଥା ସୋନପୁର ଡ୍ରଗିଷ୍ଟ ଏଣ୍ଡ କେମିଷ୍ଟ ଏସୋସିଏସନ୍ ସମ୍ପାଦକ ସତ୍ୟ ନାରାୟଣ ଦରୱାନ ଙ୍କ ମାତା ଟିକେନନି ଦର ୱାନ (୬୨) ଙ୍କ ମୃତ୍ୟୁ ଘଟିଛି l ଏ ଖବର ରେ ମଝିପଡ଼l ସମେତ ସାରା ସହର ରେ ଶୋକ ଖେଳି ଯାଇଛି l ପ୍ରାକ୍ତନ ନଗରପlଳ କଇରୁ ସ୍ବାଇଁ, ମଝିପଡ଼l ର କାଉନସିଲର ପୀୟୁଷ ପଣ୍ଡା ଓ ରlମଧୁନ କ୍ଳବ୍ ଓ କାଳୀ ପୂଜା କମିଟି ର ସମସ୍ତ ସଦସ୍ୟ ଙ୍କ ସମେତ ଡ୍ରଗୀଷ୍ଟ କେମିଷ୍ଟ୍ ସଂଘ ର ସମସ୍ତ ସଦସ୍ୟ ଓ ସହର ର ବହୂ ମାନ୍ୟ ଗଣ୍ୟ ବ୍ୟକ୍ତି ସ୍ୱର୍ଗୀୟl ଦର୍ ୱାନ ଙ୍କ ଅନ୍ତିମ୍ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ଥିଲେ l ଶ୍ରୀମତୀ ଦର ୱାନ ଜଣେ ଧର୍ମ ପରାୟଣl , ମେଲାପି ଓ ଆମୟିକ ମହିଳା ଭାବେ ପରିଚିତ ଥିଲେ l ଗତ ବର୍ଷ ରୁ କିଡନୀ ରୋଗ ରେ ପୀଡ଼ିତ ହୋଇ ଡ଼ାଇଲେଶିସ ହେଉଥିବା ଖବର ମିଳିଥିବା ବେଳେ ଆସନ୍ତା କାଲି ସକାଳ ୬ ଘଣ୍ଟା ରେ ଶ୍ରୀ ରାମେଶ୍ବର ଶ୍ମଶାନ ଘାଟ ରେ ସ୍ୱର୍ଗୀୟl ଦର୍ ୱାନ୍ ଙ୍କ ଶବ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି l