-+91-9937148622 |

prerana_bgr@rediffmail.com |

  Friday 16th October 2026 |

| | | |

R.N.I. Regd No. ODIODI/2010/46693

Breaking News

ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   (16-Oct-2026)       ||      ବିଶ୍ୱ ହାତ ଧୋଇବା ଦିବସ ପାଳନ    (16-Oct-2026)       ||      ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ    (16-Oct-2026)       ||      ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   (16-Oct-2026)       ||      ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||      ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   (16-Oct-2026)       ||      କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି    (16-Oct-2026)       ||      ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   (16-Oct-2026)       ||      କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   (15-Oct-2026)       ||      ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼    (15-Oct-2026)       ||      ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ (ଆୟୁଷ୍ମାନ ସଭାପତି,ବାବୁଲୁ ସାଧାରଣ ସମ୍ପାଦକ)   (15-Oct-2026)       ||      ମାୟାବର୍ହା କ୍ଲଷ୍ଟର ସୁରଭି ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ   (15-Oct-2026)       ||      ରେକଡୋଲରେ ଟେରାକୋଟା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ୧୫ ମହିଳାଙ୍କୁ ମିଳିବ ୬ ମାସିଆ ମାଗଣା ପ୍ରଶିକ୍ଷଣ   (15-Oct-2026)       ||      ଶୀଜଗନ୍ନାଥଙ୍କ ୨୪ ଦିବ୍ୟଦେଶ ପାଇଁ ଚୂଡାନ୍ତ ପ୍ରସ୍ତୁତି ବୈଠକ   (15-Oct-2026)       ||      ସିଦ୍ଧି ବିନାୟକ ବିଦ୍ୟା ମନ୍ଦିରରେ ଲାୟନ୍ସ ଓ ଲିଓ କ୍ଲବ୍ ତରଫରୁ ମାଗଣା ଚକ୍ଷୁ ସଚେତନତା ଓ ପରୀକ୍ଷା ଶିବିର ଅନୁଷ୍ଠିତ   (15-Oct-2026)       ||      ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ମୃତ, ଅନ୍ୟ ଜଣେ ଗୁରୁତର   (15-Oct-2026)       ||      ଡେପୁଟି ସେକ୍ରେଟାରୀ ଓଡ଼ିଶା ସରକାର ଙ୍କ କ୍ଷେତ୍ର ପରିଦର୍ଶନ   (15-Oct-2026)       ||      ମାନବିକତା ଦେଖାଇଲେ ଡୁଙ୍ଗୁରିପାଲି ଥାନାଧିକାରୀ ରୋଜାଲିନ ପଟେଲ୍   (15-Oct-2026)       ||     

HOME   ଜିଲ୍ଲା

ଉପଖଣ୍ଡସ୍ତରୀୟ ଆଦିବାସୀ ଶବର ସମାଜର କାର୍ଯ୍ୟକାରିଣୀ ସଭା

24-Mar-2024



ପାଟଣାଗଡ(ପ୍ରେରଣା ଖବର ): ଗଡ଼ଭିତର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଆଦିବାସୀ ଶବର/ସହରା ସମାଜର କାର୍ଯ୍ୟକାରିଣୀ ସଭା ଅନୁଷ୍ଠିତ ହୋଇଯାଇଛି l

ସଭା ପୂର୍ବରୁ ଶବର ସହରା ମାନଙ୍କ ଇଷ୍ଟ ଦେବତା ଶବରୀ ନାରାୟଣ, ନୀଳମାଧବ, ଦାରୁବ୍ରହ୍ମଙ୍କ ପୂଜାର୍ଚ୍ଚନା ଏବଂ ବନ୍ଦନା କରାଯାଇଥିଲା l ଉପଖଣ୍ଡ ସ୍ତରୀୟ ଶବର ସମାଜ ସଭାପତି ଚନ୍ଦ୍ରମଣି ଶବରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ  ମୁଖ୍ୟ ଅତିଥି ଭାବରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଯୋଗଦେଇଥିଲେ l ଓଡିଶା ଆଦିବାସୀ ତାଲିକା ଅନୁସାରେ ରାଜ୍ୟରେ ଚଉଷଠି ଆଦିବାସୀ ସମ୍ପ୍ରଦାୟ ଅଛନ୍ତି l ସେଥିମଧ୍ୟରେ କ୍ରମିକ ସଂଖ୍ୟା ୫୯ ରେ ଶବର, ସହରା, ସଓରା, ସଅର, ଜାରା ସଓରା, ଭିମା ସଓରା, ଯଦୁ ସଓରା,ଚୁମୁରା ସଓରା, ଯତି ସଓରା,ଟଙ୍କଳl ସଓରା, କଳାପୀଠିଆ

ସଓରା,ବସୁ ସଓରା, ପତର ସଓରା, ଲାଞ୍ଜିଆ ସଓରା, ଓଡ଼ିଆ ସଓରା, ସୁଦ୍ଧ ସଓରା ଅନ୍ୟତମ l ଓଡିଶା ରେ ଶବର ମାନଙ୍କ ଜନସଂଖ୍ୟା ସର୍ବାଧିକ ୨0 ଲକ୍ଷ ରୁ ଉର୍ଦ୍ଧ  ହୋଇଥିବା ବେଳେ ବଲାଙ୍ଗିର ଜ଼ିଲ୍ଲା ରେ ମଧ୍ୟ ସହରା ସମ୍ପ୍ରଦାୟ ର ଜନସଂଖ୍ୟା  ଏକ ଲକ୍ଷ ରୁ ଅଧିକ l ଉଚ୍ଚ ଶିକ୍ଷା, ଅର୍ଥନୈତିକ, ସାମାଜିକ, ରାଜନୈତିକ ବିକାଶ, ସରକାରୀ ବିଭାଗ ରେ ନିଯୁକ୍ତି  କ୍ଷେତ୍ରରେ ସହରା ସମ୍ପ୍ରଦାୟ ପଛୁଆ ରହିଛି lଇତିହାସ ଏବଂ କିମ୍ବଦନ୍ତୀ ଅନୁସାରେ ଭଗବାନ ନୀଳମାଧବ ଙ୍କ ଆଦ୍ୟ ସେବକ ଶବର ରାଜା ବିଶ୍ୱାବସୁଙ୍କ ବଂଶଧର ତଥା ଶବରୀ ନାରାୟଣ ଙ୍କ ଆଦ୍ୟ ସେବିକା ମାତା ଶ୍ରାବଣl ଶବରୀଙ୍କ ବଂଶଧର

ହେଉଛନ୍ତି ବର୍ତ୍ତମାନର ଶବର, ସହରା,ସଓରା, ସଅର ସମ୍ପ୍ରଦାୟ  ବୋଲି ରାଜ୍ୟସଭା ସାଂସଦ ଶ୍ରୀ ବିଶି ପ୍ରକାଶ କରିଥିଲେ l ଶବର ସମ୍ପ୍ରଦାୟର କଳା, ସଂସ୍କୃତି, ଐତିହ୍ୟ, ସ୍ଥାପତ୍ୟ,ଦେବଦେବୀ ପୂଜା ପଦ୍ଧତି,ପ୍ରଥା ପରମ୍ପରା,ସଉରା ଭାଷା ର ସୁରକ୍ଷା, ପୁନଃଉଦ୍ଧାର, ସଂରକ୍ଷଣ କରିବା ପାଇଁ ସମାଜର ଛାତ୍ରଛାତ୍ରୀ, ଯୁବକ, କର୍ମଚାରୀ ସ୍ବେଛାକୃତ ଭାବରେ ଆଗେଇ ଆସିବାକୁ ଶ୍ରୀ ବିଶି ଉଦବୋଧନ ଦେଇଥିଲେ l ସଭା ରେ ଉପଖଣ୍ଡ ସ୍ତରୀୟ ସହରା ସମାଜର ନୂତନ କର୍ମକର୍ତ୍ତା ଯଥା ସଭାପତି ଚନ୍ଦ୍ରମଣି ଶବର, ସମ୍ପାଦକ ସନ୍ତୋଷ ବିଶି, ମହାସଚିବ ସାରଥୀ ବାଗ, କୋଷାଧ୍ୟାକ୍ଷ ସବ୍ୟସାଚୀ ବର୍ଗେ,ଉପସଭାପତି ଉତ୍ତର କୁମାର ବାଗ, ବ୍ଲକ ସଭାପତି ଶଶୀଭୁଷଣ ବlରଲେବଡ଼ିଆ, ବେଲପଡା ବ୍ଲକ ସଭାପତି ରାଜକିଶୋର ବର୍ଗେ,ଟିଟିଲାଗଡ଼ ଉପଖଣ୍ଡ ସଭାପତି ଗଜପତି କlଲସାଏ ,ବଲାଙ୍ଗିର ଉପଖଣ୍ଡ ଉପସଭାପତି ବଳଦେବ ଭୋଇ, ଖପ୍ରାଖୋଲ ବ୍ଲକ ସଭାପତି ବସନ୍ତ ନାଗ, ଦିବାକର ଭୋଇ,ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ସଭାରେ ସହରା ସମାଜର ବିଶିଷ୍ଟ ନେତା ଠାକୁର ଭୋଇ,ଇନ୍ଦ୍ର ଶବର, ଅରକ୍ଷିତ ବନଗୁଳା , ନୃପ ନାଗ, ମହାଦେବ ଶବର, ଯୁଧିଷ୍ଠିର ଭୋଇ, ଡମ୍ବରୁ ବିଶି ପ୍ରମୁଖ ଉପସ୍ଥିତ ଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   16-Oct-2026
  ଜିଲ୍ଲା  
ବିଶ୍ୱ ହାତ ଧୋଇବା ଦିବସ ପାଳନ   16-Oct-2026
  ଜିଲ୍ଲା  
ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ   16-Oct-2026
  ଜିଲ୍ଲା  
ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   16-Oct-2026
  ଜିଲ୍ଲା  
ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ   16-Oct-2026
  ଜିଲ୍ଲା  
*ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   16-Oct-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   16-Oct-2026
  ଜିଲ୍ଲା  
କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି   16-Oct-2026
  ଜିଲ୍ଲା  
ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   16-Oct-2026
  ଜିଲ୍ଲା  
କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   15-Oct-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   15-Oct-2026
  ଜିଲ୍ଲା  
ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼   15-Oct-2026

You Might Also Like