-+91-9937148622 |

prerana_bgr@rediffmail.com |

  Saturday 15th August 2026 |

| | | |

R.N.I. Regd No. ODIODI/2010/46693

Breaking News

ମାୟାବର୍ହା ବିଦ୍ୟାଳୟ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ରୁପ୍ରାରୋଡ଼ ପ୍ରାଙ୍ଗଣରେ ୮୦ ତମ ସ୍ୱାଧୀନତା ଦିବସ ମହାସମାରୋହ ରେ ପାଳିତ   (15-Aug-2026)       ||      ବିଶିଷ୍ଟ ସଙ୍ଗୀତଜ୍ଞ ଦିପ୍ତୀ ପ୍ରକାଶ ଦାସଙ୍କ ଟ୍ରକ୍ ଧକ୍କାରେ ଦେହାନ୍ତ    (15-Aug-2026)       ||      ବଲାଙ୍ଗିର ପବ୍ଲିକ୍ ସ୍କୁଲ୍ ରେ ୮୦ ତମ ସ୍ବାଧୀନତା ଦିବସ ପାଳନ   (15-Aug-2026)       ||      ବୋଡେ଼ନ ରେ ତ୍ରିରଙ୍ଗା ଶୋଭାଯାତ୍ରା   (15-Aug-2026)       ||      ବୋଡ଼େନ ପଞ୍ଚାୟତ ସମିତି ମେମ୍ବରଙ୍କ ସ୍ଵତନ୍ତ୍ର ବୈଠକ   (15-Aug-2026)       ||      ଜିଲ୍ଳାସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ   (14-Aug-2026)       ||      ଭାରିଯାନ ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର, ଅନ୍ୟ ଜଣେ ଆହତ   (14-Aug-2026)       ||      ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ   (14-Aug-2026)       ||      ସତଲମା ବାଳିକା ଉଚ୍ଚ ବିଦ୍ୟାଳୟରେ ସାଇବର ସଚେତନତା କାର୍ଯ୍ୟକ୍ରମ   (14-Aug-2026)       ||      ଅଖିଳ ଭାରତୀୟ ସାହିତ୍ଯ ପରିଷଦ ତରଫରୁ ସାରସ୍ୱତ ଆସର    (14-Aug-2026)       ||      ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ   (14-Aug-2026)       ||      ଟ୍ରଷ୍ଟଫଣ୍ଡ ମହାବିଦ୍ୟାଳୟରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ    (14-Aug-2026)       ||      ମାୟାବର୍ହା ହାଇସ୍କୁଲରେ ହର ଘର ତ୍ରିରଙ୍ଗା ଉତ୍ସବ ପାଳିତ   (14-Aug-2026)       ||      ବ୍ରହ୍ମା କୁମାରୀରେ ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ଓ ନିଶାନିବାରଣ କର୍ମଶାଳା    (14-Aug-2026)       ||      ବରଗଡ଼ ସିମେଣ୍ଟ କାରଖାନାର ପୁନରୁଦ୍ଧାର ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ   (14-Aug-2026)       ||      ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (13-Aug-2026)       ||      ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   (13-Aug-2026)       ||      ଯୁବ ସନ୍ତରଣ ପ୍ରତିଭା ସୌରଭ ପୁଟେଲଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା    (13-Aug-2026)       ||      ଲୋଇସିଂହା ରେ କ୍ରାନ୍ତି ଦିବସ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ଉତ୍ସାହର ସହ ପାଳନ   (13-Aug-2026)       ||     

HOME   ମହାନଗର

ପୁରୀଠାରେ ସ୍ୱର୍ଗରଥର ଉଦଘାଟନ

21-Feb-2024



ପୁରୀ(ପ୍ରେରଣା ଖବର ):ଆଜି ଏଠାକାର ସର୍କିଟ ହାଉସ ଠାରେ ଆୟୋଜିତ ଏକ ଉତ୍ସବରେ ରାଜ୍ୟ ସାମାଜିକ ସୁରକ୍ଷା, ଭିନ୍ନକ୍ଷମ କଲ୍ୟାଣ, ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଏବଂ ସରକାରୀ ଉଦ୍ୟୋଗ ବିଭାଗର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ପୁରୀର ପୁରୁଣା ସଦର ଥାନା ଅଂଚଳର ନିବାସୀ ସ୍ବର୍ଗତଃ ପ୍ରଫେସର ସୁବୋଧ ନନ୍ଦ ପରିବାର ଙ୍କ ତରଫରୁ ଦାନ କରାଯାଇଥିବା ସ୍ୱର୍ଗରଥ କୁ ଫିତା କାଟି ଶୁଭ ଉଦଘାଟନ କରିଛନ୍ତି। ଏହି ଅତ୍ୟାଧୁନିକ ଗାଡି ଶବଦାହ ସ୍ଥଳକୁ ମୃତ ବ୍ୟକ୍ତି ମାନଙ୍କୁ ପରିବହନ କରିବା କାର୍ଯ୍ୟରେ ସରକାର ଙ୍କ ଦ୍ଵାରା ନିୟୋଜିତ ହେବ। ସମଗ୍ର ପୁରୀବାସୀ ଏହି ସେବାର ଲାଭ ପାଇ ପାରିବେ ବୋଲି ଜଣାଯାଇଛି। ନନ୍ଦ ପରିବାର ତରଫରୁ ଗୁଜୁରାଟ ର ଅଵସର ପ୍ରାପ୍ତ ଆଇ.ଏ.ଏସ ଡ଼ଃ ସୁଦୀପ କୁମାର ନନ୍ଦ ଏବଂ ତାଙ୍କର ତିନି ଭଉଣୀ ନୀଳିମା କର, ଇଲିମା କର ଓ ଡ଼ଃ ସିଲିମା ନନ୍ଦ, ସେମାନଙ୍କର ମାତା ସ୍ବର୍ଗତଃ ତିଳୋତ୍ତମା ନନ୍ଦ ଙ୍କର ପବିତ୍ର ସ୍ମୃତି ଉଦ୍ଦେଶ୍ୟ ରେ ଏହି ସ୍ୱର୍ଗରଥ କୁ ଉତ୍ସର୍ଗ କରିଛନ୍ତି।ସ୍ବର୍ଗତଃ ତିଳୋତ୍ତମା ନନ୍ଦ ଏକାଧାରରେ ଜଣେ ଅଗ୍ରଣୀ ସମାଜସେବୀ,ସୁସାହିତ୍ୟିକ, ସୁନାମଧନ୍ୟ ନାରୀନେତ୍ରୀ, ଜ୍ୟୋତିଷ ଶାସ୍ତ୍ର ବିଶାରଦ, ପରୋପକାରୀ ଏବଂ ଧର୍ମପରାୟଣ ମହିଳା ଥିଲେ।ଏହି ମହିୟସୀ ମନିଷୀ ଦୀର୍ଘ ଦିନ ଧରି ପୁରୀ ନାରୀ ସେବା ସଙ୍ଘର ମୁଖ୍ୟ ସମ୍ପାଦିକା ଭାବରେ କାର୍ଯ୍ୟ କରିଥିଲେ।ତିଳୋତ୍ତମା ନନ୍ଦ ଙ୍କର ପିତା ସ୍ଵର୍ଗତଃ ଜଗନ୍ନାଥ ମିଶ୍ର ଆଇ.ସି.ଏସ ଅଧିକାରୀ ଭାବରେ ହୀରାକୁଦ ବନ୍ଧ ନିର୍ମାଣ ରେ ଉଲ୍ଲେଖଯୋଗ୍ୟ ଭୂମିକା ଗ୍ରହଣ କରିଥିଲେ ଏବଂ ପତି ବିଶିଷ୍ଟ ଶିକ୍ଷାଵିତ ଡ଼ଃ ସୁବୋଧ ନନ୍ଦ ଥିଲେ। ସ୍ୱର୍ଗରଥକୁ ସ୍ୱର୍ଗଦ୍ୱାର ଟ୍ରଷ୍ଟ କୁ ହସ୍ତାନ୍ତରୀକରଣ କରାଯିବା ସମାରୋହରେ ନନ୍ଦ ପରିବାର ପକ୍ଷରୁ ନୀଳିମା କର ଉପସ୍ଥିତ ଥିଲେ।ଶ୍ରୀମତୀ କର ଏବଂ ଗୁଜୁରାଟରେ ଅବସ୍ଥାପିତ ଉଦ୍ୟୋଗପତି ଓ ସମାଜସେବୀ ବଦ୍ରୀ ମହାପାତ୍ର, ଏହି ଅବସରରେ ସ୍ୱର୍ଗରଥକୁ ଜିଲ୍ଲାପାଳ ବିଜୟ ଦାସ ଙ୍କୁ ସମର୍ପଣ କରିଥିଲେ। ଏଠାରେ ପ୍ରକାଶ ଯୋଗ୍ୟ ଯେ ଶିଳ୍ପଦ୍ୟୋଗୀ ଆଶିଷ କୁମାର ସାମଲ ସ୍ୱର୍ଗରଥ ନିର୍ମାଣ ରେ ସହଯୋଗ କରିଛନ୍ତି।ସ୍ୱର୍ଗରଥର ସଦୁପଯୋଗ ହେବାରେ ସମଗ୍ର ପୁରୀବାସୀ ସାହାଯ୍ୟ ଓ ସହଯୋଗ ପ୍ରଦାନ କରିବାକୁ, ଡ଼ଃ ସୁଦୀପ କୁମାର ନନ୍ଦ ନିବେଦନ କରିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ମାୟାବର୍ହା ବିଦ୍ୟାଳୟ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ରୁପ୍ରାରୋଡ଼ ପ୍ରାଙ୍ଗଣରେ ୮୦ ତମ ସ୍ୱାଧୀନତା ଦିବସ ମହାସମାରୋହ ରେ ପାଳିତ   15-Aug-2026
  ଜିଲ୍ଲା  
ବିଶିଷ୍ଟ ସଙ୍ଗୀତଜ୍ଞ ଦିପ୍ତୀ ପ୍ରକାଶ ଦାସଙ୍କ ଟ୍ରକ୍ ଧକ୍କାରେ ଦେହାନ୍ତ   15-Aug-2026
  ଜିଲ୍ଲା  
ବଲାଙ୍ଗିର ପବ୍ଲିକ୍ ସ୍କୁଲ୍ ରେ ୮୦ ତମ ସ୍ବାଧୀନତା ଦିବସ ପାଳନ   15-Aug-2026
  ଜିଲ୍ଲା  
ବୋଡେ଼ନ ରେ ତ୍ରିରଙ୍ଗା ଶୋଭାଯାତ୍ରା   15-Aug-2026
  ଜିଲ୍ଲା  
ବୋଡ଼େନ ପଞ୍ଚାୟତ ସମିତି ମେମ୍ବରଙ୍କ ସ୍ଵତନ୍ତ୍ର ବୈଠକ   15-Aug-2026
  ଜିଲ୍ଲା  
ଜିଲ୍ଳାସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ   14-Aug-2026
  ଜିଲ୍ଲା  
ଭାରିଯାନ ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର, ଅନ୍ୟ ଜଣେ ଆହତ   14-Aug-2026
  ଜିଲ୍ଲା  
ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ   14-Aug-2026
  ଜିଲ୍ଲା  
ସତଲମା ବାଳିକା ଉଚ୍ଚ ବିଦ୍ୟାଳୟରେ ସାଇବର ସଚେତନତା କାର୍ଯ୍ୟକ୍ରମ   14-Aug-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ଯ ପରିଷଦ ତରଫରୁ ସାରସ୍ୱତ ଆସର   14-Aug-2026
  ଜିଲ୍ଲା  
ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ   14-Aug-2026

You Might Also Like