-+91-9937148622 |

prerana_bgr@rediffmail.com |

  Thursday 13th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଅଷ୍ଟ ପ୍ରହରୀ ନାମ ଯଜ୍ଞ ନିମନ୍ତେ ଶୁଭ ସ୍ତମ୍ଭସ୍ଥାପନ    (13-Aug-2026)       ||      ବରପାଲିରେ ବିଜେପୁର ନିର୍ବାଚନମଣ୍ଡଳୀସ୍ତରୀୟ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା   (13-Aug-2026)       ||      ଡାବୁଗାଁ ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (13-Aug-2026)       ||      ସାମ୍ବାଦିକତା କ୍ଷେତ୍ରରେ ଅବଦାନ ପାଇଁ ଶରତ ମହାକୁରଙ୍କୁ ସମ୍ମାନ   (13-Aug-2026)       ||      ମାଁ ଦ୍ୱାରସେହ୍ନୀ ମନ୍ଦିରରୁ ଚୋରୀ , ଦେବୀ ଙ୍କ ଆଦେଶ ରେ ପୁଣି ମନ୍ଦିର ପ୍ରତିଷ୍ଠା    (13-Aug-2026)       ||      ଜିଲ୍ଲା ଶିଶୁ ସୁରକ୍ଷା କର୍ମୀଙ୍କୁ ମାନସିକ ସ୍ଵାସ୍ଥ୍ୟ ପ୍ରଶିକ୍ଷଣ।   (12-Aug-2026)       ||      ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (12-Aug-2026)       ||      ଲୋକାର୍ପିତ ହେଲା ୪ଟି ଇଭି ମଶା ନିବାରଣ ଗାଡ଼ି ଓ ଆନିମାଲ୍ସ ରେସ୍କ୍ୟୁ ଭେହିକିଲ୍    (12-Aug-2026)       ||      ଆରଏମସି ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ    (12-Aug-2026)       ||      ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ   (12-Aug-2026)       ||      ଚତୁର୍ଥ ଦିନରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ କାର୍ଯ୍ୟକ୍ରମ   (12-Aug-2026)       ||      ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   (12-Aug-2026)       ||      ଇନୋଭେସନ ଓ ଷ୍ଟାର୍ଟଅପ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ   (12-Aug-2026)       ||      ସ୍ୱର୍ଗତ ବଳରାମ ବାଗ ଙ୍କ ଅମର ଆତ୍ମାର ସତ୍ ଗତି ପାଇଁ ଶୋକସଭା ଅନୁଷ୍ଠିତ   (12-Aug-2026)       ||      ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   (11-Aug-2026)       ||      ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   (11-Aug-2026)       ||      ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା    (11-Aug-2026)       ||      ମଧ୍ୟପୁର ପଞ୍ଚାୟତରେ ଆବାସ ନାଁ ରେ ଟଙ୍କା ଆଦାୟ    (11-Aug-2026)       ||      ତୁଷରା ଶାଖା ଗସ୍ତରେ ପହଞ୍ଚିଲେ ୟୁପିଏମଏସ୍‌ର ପ୍ରାନ୍ତୀୟ ଓ ଜୋନାଲ ପଦାଧିକାରୀ   (11-Aug-2026)       ||      ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   (11-Aug-2026)       ||     

HOME   ଜିଲ୍ଲା

ଅଲ ଇଣ୍ଡିଆ ରାମଧୂନ୍ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ରେ ଭୁବନେଶ୍ବର ଜଗା ୟୁନାଇଟେଡ଼ ଦଳ ଚମ୍ପିୟାନ

18-Feb-2024



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ ) ୧୫ ତମ ଅଲ୍ ଇଣ୍ଡିଆ ରlମଧୁନ୍ କପ୍ ଫୁଟବଲ ଟୁର୍ଣlମେଣ୍ଟ ରେ ଆୟୋଜକ ରlମଧୂନ୍ କ୍ଲବ୍ କୁ ପେନାଲ୍ଟି ସୁଟ ରେ ୪-୨ ରେ ପରାସ୍ତ କରି ଭୁବନେଶ୍ବର ଜଗା ୟୁନାଇଟେଡ଼ ଦଳ ୨୦୨୪ ବର୍ଷ ର ଚମ୍ପିଅନ  ହୋଇଛି l l ଆଜି ର  ଫାଇନାଲ ଖେଳ ଖୁବ୍  ସଂଘର୍ଷ ପୂର୍ଣ୍ଣ ଥିଲା ଏବଂ ଉଭୟ ପକ୍ଷରୁ ୧-୧ ଗୋଲ୍ ସ୍କୋର ହୋଇ ମ୍ୟାଚ୍ ଟାଏ ହୋଇଥିଥିଲl l ମୁଖ୍ୟ ଅତିଥି ଭାବେ ରାଜ୍ଯ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ନିରଞ୍ଜନ ପୂଜାରୀ  ଯୋଗ ଦେଇ ଖେଳ କୁ ଉଦ୍ଘାଟନ କରି  ଉପ ବିଜେତା ଙ୍କୁ ଟ୍ରଫି ଓ ୩୦ ହଜାର ଟଙ୍କା ଓ ବିଜେତା ଭୁବନେଶ୍ବର ଦଳ  ର ଖେଳାଳି  ଙ୍କୁ ଟ୍ରଫି ଓ ୪୦ ହଜାର ଟଙ୍କା ଆର୍ଥିକ ରାଶି ପ୍ରଦାନ୍ କରିଥିଲେ ଏବଂ ଭବ୍ୟ ଅୟୋଜନ ପାଇଁ ଆୟୋଜକ ଙ୍କୁ ପ୍ରଶଂସା କରି  ଟୁର୍ଣ୍ଣl ମେଣ୍ଟ ର ଉଜ୍ଜ୍ୱଳ ଭବିଷ୍ୟତ ଶୁଭ କାମନା କରିଥିଲେ l ପଡ଼ିଆ ଉନ୍ନତି ଲାଗି ଦୃଢ଼ ପ୍ରତିଶୁତି ଦେଇଥିଲେ l ସମ୍ମାନିତ ଅତିଥି ଭାବେ ଜିଲ୍ଲା ବିଜେଡ଼ି ଦଳ ସଭାପତି ସରୋଜ କମ୍ପ, ଜିଲ୍ଲା କ୍ରିଡ଼ା ସଂଘ ଉପ ସଭାପତି ଚିତ୍ତ ରଞ୍ଜନ ତରlସିଆ, କ୍ରିକେଟ୍ ସଂଘ ସଭାପତି ରାମ ଶଙ୍କର ସାହୁ, ସମ୍ପାଦକ ପ୍ରଦୀପ ସେଠି, ଯୋଗ ଦେଇ କୃତି ଖେଳାଳି ଙ୍କୁ ପୁରସ୍କୃତ କରିଥିଲେ l ଶ୍ରୀବତ୍ସ ମଲ୍ଲିକ, ବିଜେତା ଦଳ ପ୍ରାୟୋଜକ ନାଇସେଟ୍ ଏକାଡେମି ପ୍ରୋପାଇଟର  ରମଣ ପଧାନ, ରାମ ଧୂନ୍ କ୍ଲବ୍  ପ୍ରାୟୋଜକ ଆଲ୍ଫା ଏଜୁକେଶନ ପ୍ରୋ ପାଇଟର ମାଧବ ମହଲା, ଯୋଗ ଦେଇ ଖେଳାଳି ଙ୍କୁ ପୁରସ୍କୃତ କରିଥିଲେ l  ମ୍ୟାନ ଅଫ ଦି ମ୍ୟାଚ୍ ଭାବେ  ବିଜୟୀ  ଦଳ ର ମହୋନ ମାଝୀ,  ବେଷ୍ଟ ଏମରଜୀଙ୍ଗ ଖେଳାଳି ପୟଜନ୍ ମୁଣ୍ଡା, ବେଷ୍ଟ ଡିସିପ୍ଲିଁନ୍ ଟିମ କଲିକତା, ବେଷ୍ଟ ପ୍ଲେୟାର ଭବେ ଅଭୟ ମୁଣ୍ଡା, ବେଷ୍ଟ ଷ୍ଟ୍ରାଇକର ଭାବେ ମିଷ୍ଟର ଦବଙ୍ଗ ଙ୍କୁ, ବେଷ୍ଟ ଡିଫେନ୍ସ ଖେଳାଳି ଭାବେ ପପନ ବେହେରା, ବେଷ୍ଟ ଗୋଲ୍ କିପର ଭାବେ ଫଗୁ ବିଶୋଇ ଙ୍କୁ ଏବଂ ରେଫରୀ ସଞ୍ଜୀବ ସାହୁ, ସଲିଳ ବେହେରl, ଜୀତେନ୍ଦ୍ର ଥନlପତି, ପ୍ରଶାନ୍ତ ବେହେରା, ରାଜେଶ୍ ଥନlପତି, ଦେବାଶିଷ ବାଗ, ଦିଲୀପ ରାଉତ ଙ୍କୁ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲl l ବଣ୍ଟି ମୁଣ୍ଡା ଙ୍କୁ  ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲl l ଆଠ ଗୋଟି ପ୍ରାୟୋଜକ ଅର୍ଜୁନ ରିଶୋର୍ଟ୍ଟ,ସଂସ୍କାର ଏଗ୍ରୋ, ନାଇସେଟ୍ ଏକାଡେମି , ମା ବାଗଳl ଜ୍ୱେଲର୍ସ, ଯତୀନ ଫାଇଟର, ମହାନଦୀ ଧାରା, ଆଲ୍ଫା ଏଯୁକେଶନ ହବ, ହୋତା ମୋଟୋର୍ସ୍ ର   ପ୍ରୋପାଇଟର ଙ୍କୁ ମନ୍ତ୍ରୀ ଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲl l ଟର୍ଣ୍ଣl ମେଣ୍ଟ ରେ ଉଲ୍ଲେଖନୀୟ ଭୂମିକା ନିଭାଇ ଥିବା ମ୍ୟାଚ୍ କମିଶନର  ଭୁକୁଲୁ ବକ୍ସି,  କମେଣ୍ଟଟେଟର ପ୍ରଭୂ ଦାଶ କୁମ୍ଭାର, ମିଡିଆ କୋଡ଼ିନେଟର ମନୋରଞ୍ଜନ ତ୍ରିପାଠି, ସାଇ କ୍ରିଷ୍ଣା ସୁଇଟ୍ସ, ଫିଲ୍ଡ କେୟାର ଟେକର ମଧୁ ସୁଦନ ବlରିକ, କମ୍ପୁଟର ପ୍ରିଣ୍ଟ କାର୍ଯ୍ଯ ପାଇଁ ସlବୀ ରୁନ ବିବୀ ଙ୍କୁ ଓ ଜୁନିଅର ଭୋଲେଣ୍ଟିଅର ଓମ୍ ବାଗ ଓ ରୋନୋକ ବେହେରା ଙ୍କୁ ସ୍ଵତନ୍ତ୍ର  ଏୱାର୍ଡ ପ୍ରଦାନ୍ କରାଯାଇଥିଲl  l

ମୂଖ୍ୟ ରେଫରି ଭାବେ ସଂଜୀବ ସାହୁ, ଓ ଦିଲ୍ଲୀପ ରାଉତ୍ ,ସଲିଳ ବେହେରା, ଜୀତେନ୍ଦ୍ର ଥନlପତି , ଖେଳ ପରିଚଳନl ରେ   ସହଯୋଗ କରିଥିଲେ l ବରିଷ୍ଠ କ୍ରୀଡାବିତ ଚିତ୍ତ ରଞ୍ଜନ ତରlସିଆ ସଭା ସଂଯୋଜନl କରିଥିବା ବେଳେ ମନୋରଞ୍ଜନ ତ୍ରିପାଠୀ ବିକାଶ ପଣ୍ଡା ସହଯୋଗ କରିଥିଲେ l ଖେଳ ଅତିଥି ସ୍ଵାଗତ ଓ ସଭା ସଂଯୋଜନା କରିଥିଲେ l ଧାରା ବିବରଣୀ ରେ ସଞ୍ଜୟ ପାଟ ନାଏକ ସହଯୋଗ କରିଥିଲେ l ବିଜୟୀ ଦଳ ର ଗୋଲ କିପର ଙ୍କୁ ରlଏନୁ ଅଲ୍ଲୀ ଙ୍କ ଦ୍ଦ୍ଵାରl ୫୦୦ ଟଙ୍କା ପ୍ରଦାନ୍ କରାଯାଇଥିଲl l  ମ୍ୟାଚ୍ କମିଶନର ଭାବେ ଜାତୀୟ ସ୍ତର ର ରେଫରି ଭୂକୁଲୁ ବକ୍ସି ଦାୟିତ୍ଵ ନେଇଥିଲେ l ବିକାଶ ପଣ୍ଡା, ସୋମନାଥ ମିଶ୍ର,, ରଘୁ ସାହୁ, ରାଜୀବ ସାହୁ, ବୁବୁନ ନାଏକ, ପରେନ୍ଦ୍ର ନାଏକ, ସନ୍ତୋଷ ପାଢ଼ୀ, ଚନ୍ଦନ ବେହେରା, ଜିଲୁ ସାହୁ, ଲିପୁନ ନାଏକ, ଚାହତ ମହମ୍ମଦ, ଶିବା ଶାଣ୍ଢ, ଗୁରୁ ଦଳେଇ, ରବି ଗୁରୁ,, ଅଂଶୁ ମାନ ପାଢ଼ୀ, ପ୍ରମୁଖ ସମସ୍ତ ସଦସ୍ୟ ସହଯୋଗ କରିଥିଲେ l କ୍ଲବ୍ ସମ୍ପାଦକ ପୀୟୂଷ ପଣ୍ଡା ମନ୍ତ୍ରୀ ଙ୍କୁ ସମ୍ବର୍ଧିତ କରିଥିବା ବେଳେ ଶ୍ରୀ ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ୱା ବଧlନ ରେ ସମସ୍ତ  କାର୍ଯ୍ଯ ପରିଚଳନl କରାଯାଇଥିଲl l


News Comment




Photo in News

Advertisment
Lastest News
  ଜିଲ୍ଲା  
ଅଷ୍ଟ ପ୍ରହରୀ ନାମ ଯଜ୍ଞ ନିମନ୍ତେ ଶୁଭ ସ୍ତମ୍ଭସ୍ଥାପନ   13-Aug-2026
  ଜିଲ୍ଲା  
ବରପାଲିରେ ବିଜେପୁର ନିର୍ବାଚନମଣ୍ଡଳୀସ୍ତରୀୟ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା   13-Aug-2026
  ଜିଲ୍ଲା  
ଡାବୁଗାଁ ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ   13-Aug-2026
  ଜିଲ୍ଲା  
ସାମ୍ବାଦିକତା କ୍ଷେତ୍ରରେ ଅବଦାନ ପାଇଁ ଶରତ ମହାକୁରଙ୍କୁ ସମ୍ମାନ   13-Aug-2026
  ରାଜ୍ୟ  
ମାଁ ଦ୍ୱାରସେହ୍ନୀ ମନ୍ଦିରରୁ ଚୋରୀ , ଦେବୀ ଙ୍କ ଆଦେଶ ରେ ପୁଣି ମନ୍ଦିର ପ୍ରତିଷ୍ଠା   13-Aug-2026
  ଜିଲ୍ଲା  
ଜିଲ୍ଲା ଶିଶୁ ସୁରକ୍ଷା କର୍ମୀଙ୍କୁ ମାନସିକ ସ୍ଵାସ୍ଥ୍ୟ ପ୍ରଶିକ୍ଷଣ।   12-Aug-2026
  ଜିଲ୍ଲା  
ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   12-Aug-2026
  ଜିଲ୍ଲା  
ଲୋକାର୍ପିତ ହେଲା ୪ଟି ଇଭି ମଶା ନିବାରଣ ଗାଡ଼ି ଓ ଆନିମାଲ୍ସ ରେସ୍କ୍ୟୁ ଭେହିକିଲ୍    12-Aug-2026
  ଜିଲ୍ଲା  
ଆରଏମସି ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   12-Aug-2026
  ଜିଲ୍ଲା  
ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ   12-Aug-2026
  ଜିଲ୍ଲା  
ଚତୁର୍ଥ ଦିନରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ କାର୍ଯ୍ୟକ୍ରମ   12-Aug-2026
  ଜିଲ୍ଲା  
ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   12-Aug-2026

You Might Also Like