-+91-9937148622 |

prerana_bgr@rediffmail.com |

  Wednesday 23rd September 2026 |

| | | |

R.N.I. Regd No. ODIODI/2010/46693

Breaking News

ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||     

HOME   ଜିଲ୍ଲା

ଡାବୁଗାଁ ରେଞ୍ଜ ଅନ୍ତର୍ଗତ ମୈଦଲପୁର ବନବିଭାଗ ନାରେ ସାଙ୍ଗାତିକି ଅଭିଯୋଗ

11-Feb-2024



ନବରଙ୍ଗପୁର (ମିହିର ଶଙ୍କର ପାତ୍ର)
ନଷ୍ଟ ହୋଉଛି ଜଙ୍ଗଳ ବନ ବିଭାଗ କୁମ କର୍ଣ୍ଣ ନିଦ୍ରାରେ ସୋଇ ଥୀବା ଅଭିଯୋଗ ହୋଇଛି ! ନବରଙ୍ଗପୁର ଜିଲ୍ଲା  ଡାବୁଗାଁ ରେଞ୍ଜ ଅନ୍ତର୍ଗତ ମଇଦଲପୁର ବନବିଭାଗ ଅଧିକାରୀ ଏବଂ ବନବିଭାଗ କର୍ମଚାରୀ ଙ୍କ ମନମାନି ଏହି ଅଞ୍ଚଳରେ ଦେଖିବାକୁ ମିଳିଚି l ଜଙ୍ଗଲ ରୁ କାଠ ଜବତ ହେବା କିମ୍ବା ଅନ୍ୟ କୌଣସି କାର୍ଯ୍ୟହେଲେ ସାମ୍ବାଦିକ ମାନଙ୍କୁ ଅଣଦେଖା କରି କୌଣସି ତଥ୍ୟ ଦେଉନାହାନ୍ତି l ଜଙ୍ଗଲ କୁ କାଟି ଶହ ଶହ ଏକର ମକା, ଧାନ, ବିରି, ମାଣ୍ଡିଆ, ଚାଷ କରୁଥିବା ଏବଂ ମୂଲ୍ୟବାନ ବୃକ୍ଷ କାଟି ବିକ୍ରି କରୁଥିବା ଦୁବୁର୍ତ୍ତ ମାନଙ୍କୁ ବନବିଭାଗ ଅଙ୍କୁଶ ଲଗାଇ ପାରୁନି l ବାରମ୍ବାର ଜଙ୍ଗଲ ଗଛ କାଟୁଛନ୍ତି ବୋଲି ଖବର କାଗଜରେ ପ୍ରକାଶ ପାଇଲେ ମଧ୍ୟ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନନେବା ଦୁଃଖ ର ବିଷୟ ବୋଲି ଅଞ୍ଚଳବାସୀ ଦୁଃଖ ପ୍ରକାଶ କରିଛନ୍ତି l ସୂଚନା ଥାଉକି - ଟ୍ରାକ୍ଟରସହ କିଛି ଶୁଖିଲା କାଠ ଜବତ କରିଛନ୍ତି ବନବିଭାଗ କିନ୍ତୁ ସାମ୍ବାଦିକଙ୍କୁ କୌଣସି ଖବର ନାଇଁ ଅନ୍ୟଦିଗରୁ ସାମ୍ବାଦିକମାନେ ଖବର ପାଇଥିଲେ କିନ୍ତୁ କୌଣସି ଅଧିକ ତଥ୍ୟ ପାଇପାରିନଥିଲେ l ଜୀବନ୍ତ ମୂଲ୍ୟବାନ ଗଛକାଟି ଦୁବୁର୍ତ୍ତମାନେ ନେଇଁଯାଉଛନ୍ତି ଏପଟେ ଶୁଖିଲା ଜାଲଣି କାଠ ଟିକେ ଧରି ବାଃବାଃ ନେଉଛନ୍ତି ମୈଦଲପୁର ବନ ବିଭାଗ l ସୂଚନା ଥାଉକି ଗତ ସମବାର ରାତ୍ରର ଘଟଣା ଆଉ ଗତ 17/12/2023 ତାରିଖ ଟ୍ରାକ୍ଟର ରେ କାଠ ଜବତ କରି ଥିଲା ବନ ବିଭାଗ କାର୍ଯ୍ୟଳୟରେ ପୋଚ ପଟେ ଜବତ ଟ୍ରାକ୍ଟର ରୁ ଗଛ କୁ ତରବୋରିଆ ଭାଭେ ଟ୍ରାକ୍ଟର ରୁ ଗଛ କୁ କାର୍ଯ୍ୟଳୟରେ କାଡୁ ଥୀବା ର ଭିଡ଼ିଓ ଆଉ ଫୋଟ ମଧ୍ୟ୍ୟ ରହିଛି  ! ମୈଦଲପୁର ବନ ବିଭାଗ ଏହି ଘଟଣା ବିଷୟରେ ମଧ୍ୟ୍ୟ ବନ ବିଭାଗ କୋଣସି ତଥ୍ୟ ଦେଇ ନ ଥିଲା ବନ ବିଭାଗ ଏଥିରୁ ଅନୁ ମାନ କରି ପାରୁଥିବେ ବନ ବିଭାଗ ଆଉ କାଠ ମାଫିଆ ଙ୍କ ମଧ୍ୟ୍ୟ ରେ ମଧୁଚନ୍ଦ୍ରିକା ରେ ଉଭୟ ମିଶି ମୈଦଲପୁର ଅଞ୍ଚଳର ଜଙ୍ଗଳ କୁ ନଷ୍ଟ କରିବା ପ୍ରୟାସ କରୁଥୀବା ଅଭିଯୋଗ ହୋଇଛି ! ଅନ୍ୟପଟେ ଡାବୁଗାଁ ରେଞ୍ଜର ଙ୍କ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରିଥୀଲୁ କିନ୍ତୁ ତାଙ୍କ ପ୍ରତିକ୍ରିୟା ମିଳି ପାରିନି ! ଏହି ଘଟଣା ପ୍ରତି ପ୍ରଶାସନ ଦୃଷ୍ଟ ଦେଇ ଦୋଷୀ ଙ୍କ ବିରୁଦ୍ଧରେ କାର୍ଯ୍ୟନଷ୍ଟନ ଗ୍ରହଣ କରିବାକୁ ଦାବି ହୋଇଛି !


News Comment




Photo in News

Advertisment
Lastest News
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026
  ଜିଲ୍ଲା  
ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   23-Sep-2026
  ଜିଲ୍ଲା  
ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   23-Sep-2026
  ଜିଲ୍ଲା  
ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   23-Sep-2026
  ଜିଲ୍ଲା  
ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ   22-Sep-2026

You Might Also Like