-+91-9937148622 |
prerana_bgr@rediffmail.com |
Sunday 9th August 2026 |
R.N.I. Regd No. ODIODI/2010/46693
Breaking News
10-Feb-2024
ସୋନପୁର (ମନୋରଞ୍ଜନ ତ୍ରିପାଠୀ) ସୋନପୁର ବ୍ଲକ ରେଙ୍ଗାଲି ପଞ୍ଚାୟତ ବାଙ୍କତେନ୍ତୁଲି ବିଜୟପଲ୍ଲୀ କୁଡ଼lଡେରା ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ତଥା ବାର୍ଷିକ କ୍ରିଡ଼ା ଅନୁଷ୍ଠିତ ହୋଯାଇଅଛି l ଏହି କାର୍ଯ୍ୟ କ୍ରମରେ ମୂଖ୍ୟ ଅତିଥି ଭାବରେ ସ୍ଥାନୀୟ ରେଙ୍ଗାଲି ସରପଞ୍ଚ ଶ୍ରୀଯୁକ୍ତ ପ୍ରଦୀପ କୁମାର ବାଗ ଏବଂ ସମ୍ମାନିତ ଅତିଥି ଭାବରେ ଆର୍ମ ରିଜର୍ଭ ପୋଲିସ ବିଭାଗ କାର୍ଯ୍ୟରତ ଶ୍ରୀ ନିମେଇ ଚରଣ ଖଣ୍ଡଗିରି ଯୋଗ ଦେଇ କ୍ରୀଡା ର କୃତୀ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରିଥିଲେ l ଏଥିରେ ଜୁନିଅର ବର୍ଗ ଓ ସିନିଅର ବର୍ଗ ର ୩ ଗୋଟି ଇଭେଣ୍ଟ ରେ ଖେଳ ହୋଇଥିବା ବେଳେ ରୁବି କର୍ଣ୍ଣ, ଅନୀମା ଦୀପ, ଓ ନିକିତା ବକୁଲ ଚମ୍ପିୟାନ ହୋଇଥିଲେ l