-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||     

HOME   ଜିଲ୍ଲା

ରାସ୍ତା ରାସ୍ତା ରେ ଖବର

10-Feb-2024



ଜଟଣୀ (ପ୍ରେରଣା ଖବର ): - ଏସ ୟୁ ଜେ ରାଜ୍ୟ ସମ୍ମିଳନୀ ପରେ ପୁରୀ ଦର୍ଶନ ପାଇଁ ବଲାଙ୍ଗୀର ଜିଲ୍ଲା ଏସ ୟୁ ଜେ ଶାଖା ଜଗନ୍ନାଥ ପୁରୀ ରାସ୍ତାରେ ଯାଇ ପହଞ୍ଚିଥିଲେ ଶ୍ରୀକ୍ଷେତ୍ର ପୁରୀରେ।ପୁରୀରେ ଜଗନ୍ନାଥ ଦର୍ଶନ ପାଇଁ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ଭୀଷଣ ଭିଡ଼ରେ ଜଗନ୍ନାଥ ଦର୍ଶନ  କରିଥିଲେ।ପୁରୀ ସମୁଦ୍ର କୂଳ ଉପଭୋଗ କରି ବଲାଙ୍ଗୀର ଅଭିମୁଖେ ଯାତ୍ରା କରିଥିଲେ।ପିପିଲି ଠାରୁ ଜଟଣୀ ଯିବା ବେଳେ ଅନନ୍ତ ପୂର୍ ଠାରେ ହଠାତ୍ ଗାଡ଼ି ବନ୍ଦ ହୋଇଯାଇଥିଲା।ଶୀତରେ ସଭିଏଁ ଗାଡିରୁ ଓହ୍ଲାଇ ଦେଖିଲା ବେଳକୁ ଗାଡ଼ିର ରେଡିୱାଟର ଫାଟି ପାଣି ଗଳି ଯାଇଛି।ସେତେବେଳେ ରାତି ୧୨ ଟା। ଅନନ୍ୟୋପାୟ ହୋଇ ଜଟଣୀ ର ସାମ୍ବାଦିକ ତଥା ଏସ ୟୁ 
ଜେ ଖୋର୍ଦ୍ଧା ଜିଲ୍ଲା ଆବାହକ ଅଲି ଭାଇ ଙ୍କୁ ଯୋଗାଯୋଗ କରିଥିଲେ।ଅଲି ଭାଇ ସାମ୍ବାଦିକ ମାନେ ବିପଦ ଅବସ୍ଥାରେ ପଡ଼ିଥିବା ଖବର ପାଇ ଶୀତ କୁ ଖାତିର ନ କରି ନିଜେ ଗୋଟିଏ ବୋଲେରୋ ଗାଡ଼ି କୁ ଚଳାଇ ଘଟଣା ସ୍ଥଳରେ ପହଞ୍ଚିଥିଲେ।ସମସ୍ତ ସାମ୍ବାଦିକଙ୍କୁ ନେଇ ଜଟଣୀ ର ଏକ ହୋଟେଲ ରେ ରହିବାର ବନ୍ଦୋବସ୍ତ କରିଥିଲେ।ଠିକ୍ ସମୟରେ ଆସି ବିପଦରେ ପଡ଼ିଥିବା ସାମ୍ବାଦିକ ବନ୍ଧୁ ମାନଙ୍କୁ ସାହାଯ୍ୟ ସହଯୋଗ କରିଥିବାରୁ ବଲାଙ୍ଗୀର ଜିଲ୍ଲା ଏସ ୟୁ ଜେ ଶାଖା ତରଫରୁ ଅନେକ ଧନ୍ୟବାଦ୍ ଜଣାଇଛନ୍ତି।ଏସ ୟୁ ଜେ ସଂସ୍ଥା ସବୁବେଳେ ସାମ୍ବାଦିକ ମାନଙ୍କ ବିପଦରେ ସାହାଯ୍ୟ ସହଯୋଗ କରି ଆସୁଥିବା ବେଳେ ଏହି ସଂସ୍ଥାରେ ଥିବା ସମସ୍ତ ସଦସ୍ୟ ଜଣେ ଜଣେ ବିପଦର ବନ୍ଧୁ।
ସକାଳୁ ଗାଡ଼ିକୁ ଜଟଣୀକୁ ଅଣାଯାଇ ଗ୍ୟାରେଜରେ ସଜା ଯାଇଥିଲା।ଗାଡ଼ି ସଜା ଯାଉଥିବା ସମୟରେ ଜଟଣୀରେ ଥିବା  ପ୍ରଜାପିତା ବ୍ରହ୍ମ କୁମାରୀ ଆଶ୍ରମକୁ ଯାଇଥିଲେ।ସେଠାରେ ଥିବା ଭଉଣୀ ମାନଙ୍କ ସହ ସାକ୍ଷାତ୍ କରିଥିଲେ।ବ୍ରହ୍ମ କୁମାରୀ ଜ୍ୟୋତି ଭଉଣୀ ସାମ୍ବାଦିକ ମାନଙ୍କୁ ଉପଦେଶ ଦେଇ ମାନସିକ, ବୌଦ୍ଧିକ, ଶାରୀରିକ,ଆଧ୍ୟାତ୍ମିକ ଏବଂ ସାମଗ୍ରିକ ବିକାଶ ପାଇଁ ଜୀବନରେ କିଛି ସମୟ ଧ୍ୟାନର ଆବଶ୍ୟକତା ରହିଛି ବୋଲି କହିଥିଲେ।ତାଙ୍କର ସୁନ୍ଦର ବୌଦ୍ଧିକ ଉପଦେଶ ରେ ସମସ୍ତେ ଅନୁପ୍ରାଣିତ ହୋଇ ଜୀବନରେ ଥିବା ସମସ୍ୟାକୁ ଏଡାଇ ବାରେ ସକ୍ଷମ ହେବେ ବୋଲି ଅନୁଭବ କରିଥିଲେ।ଶେଷରେ ଭଉଣୀ ଜ୍ୟୋତି ସାମ୍ବାଦିକ ମାନଙ୍କୁ ସୁନ୍ଦର ସନ୍ଦେଶ ଥିବା ଲେଖା ସହ କଲମ ମୁନକୁ ଉଚିତ୍ ଲେଖାରେ ବ୍ୟବହାର କରିବା ପାଇଁ ସମସ୍ତଙ୍କୁ ଗୋଟିଏ ଗୋଟିଏ କଲମ ଦେଇ ବିଦାୟ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026
  ଜିଲ୍ଲା  
*ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   24-Sep-2026
  ଜିଲ୍ଲା  
ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    24-Sep-2026
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026

You Might Also Like