-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
10-Feb-2024
ନୂଆପଡ଼ା/ସିନାପାଲି(ବିଶି ଚନ୍ଦନ ମାଝୀ): ଶନିବାର ଦିନ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ରାଣ୍ଡିମୁଣ୍ଡା ଗୋଁଡ୍ ସର୍କଲ ସମାଜ ପକ୍ଷରୁ ମାଣ୍ଡିଆରୁଚା ସମରଥ ପଡ଼ା ମାଦିଂ ଠାରେ ସଚେତନତା ବାର୍ତ୍ତା ବୈଠକ ଅନୁଷ୍ଠିତ୍ ହୋଇଯାଇଛି l
ଉକ୍ତ ବୈଠକରେ ରାଣୀମୁଣ୍ଡା ଗୋଁଡ୍ ସାଂସ୍କୃତିକ ସର୍କଲ ସମାଜ ର ସଭାପତି ଶ୍ରୀଯୁକ୍ତ ଗଣେଶ ରାମ ମରକାମ୍ ମହୋଦୟ ସଭାପତିତ୍ଵ ରେ ସଭା ଆୟୋଜନ ହୋଇଥିଲା l
ମୂଖ୍ୟ ଅତିଥି ଭାବେ ଶ୍ରୀମତି ରମ୍ବାକାନ୍ତି ସୋରୀ ମହାଶୟା (ସିନାପାଲି ବ୍ଳକ୍ ଗୋଁଡ୍ ସମାଜ୍ ସଭା ନେତ୍ରୀ) ଯୋଗ ଦେଇ ଥିବା ବେଳେ ମୁଖ୍ୟବକ୍ତା ଶ୍ରୀଯୁକ୍ତ ରାଜମନ ନେତାମ (ବୈଜେଷ୍ଠ ସମାଜ ସେବୀ ଉପଦେଷ୍ଠା) ବିଶିଷ୍ଠ ଅତିଥି ଶ୍ରୀଯୁକ୍ତ ଜଇମନ୍ ନେତାମ (ବୈଜେଷ୍ଠ ସମାଜ ସେବୀ ଅବସର ପ୍ରାପ୍ତ ଶିକ୍ଷକ) ସମ୍ମାନିତ ଅତିଥି ଶ୍ରୀଯୁକ୍ତ ଦୁର୍ବଳ ନେତାମ (ଆଦିବାସି କଲ୍ୟାଣ ସଙ୍ଘ୍ ସିନାପାଲି ସଭାପତି) ସମାଜ ସେବୀ ଶଙ୍କର ଶୋରି, ସିଙ୍ଗଲ
ସାଏ ଶୋରୀ, (ଜିଲ୍ଲା ଉପଦେଷ୍ଠା ନୂଆପଡ଼ା) ଶ୍ରୀଯୁକ୍ତ ଲଛମନ୍ ସୋରି (ରାଣୀମୁଣ୍ଡା ଗୋଁଡ୍ ସର୍କଲ ସମାଜ ସଂପାଦକ) ସହ-ସଂପାଦକ ଶ୍ରୀଯୁକ୍ତ ବିଶି ଚନ୍ଦନ ନେତାମ ଶ୍ରୀଯୁକ୍ତ ପୁସ୍ତମ ନେତାମ (ରାଣୀମୁଣ୍ଡା ଗୋଣ୍ଡ ସର୍କଲ ସମାଜ କୋଷାଧ୍ୟକ୍ଷ) ଜଗବନ୍ଧୁ ମରକାମ ମାଦି ମୁଖିଆ ମାଣ୍ଡିଆଋଚା ( ସମରଥ ପଡ଼ା) ଲମ୍ବୋଧର ମରକାମ ମାଦି ମୁଖିଆ (ବନ୍ଦ ପଡ଼ା) ଓ ଅଷ୍ଟ ବର୍ଗ ବୁଦ୍ଧି ଯିବି ଗୁଣୀ ଜ୍ଞାନୀ ବ୍ୟକ୍ତି ଯୁବ ସମାଜ ଓ ମା,ଭଉଣୀ ସମସ୍ତେ ଉପସ୍ଥିତ ଥିଲେ l