-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||     

HOME   ଜିଲ୍ଲା

ମନ୍ଦିର ପାଇଁ ସ୍ୱତନ୍ତ୍ର ଅଧ୍ୟାଦେଶ ପ୍ରସଙ୍ଗ - ହରିଶଙ୍କର ଓ ନୃସିଂହନାଥ ର ବିକାଶ ପାଇଁ ପ୍ରଣୟନ ହେଉ ସ୍ୱତନ୍ତ୍ର ଆଇନ - ନରସିଂହ   

19-Dec-2020



ବଲାଙ୍ଗିର,(ସନ୍ତୋଷ କୁମାର ଠାକୁର): ରାଜ୍ୟରେ ମନ୍ଦିର ତଥା ଧାର୍ମିକ ପିଠମାଙ୍କର ଉନ୍ନତିକରଣ ପାଇଁ ରାଜ୍ୟ ସରକାର ଅଧ୍ୟାଦେଶ ମାଧ୍ୟମରେ ସ୍ୱତନ୍ତ୍ର ଆଇନ ପ୍ରଣୟନ କରି ସେ ସବୁର ବିକାଶ,ରିତି ନିତୀ ଓ ଅନୁଦାନ ର ବ୍ୟବସ୍ଥା କରୁଛନ୍ତି । ପୁରି ଶ୍ରୀ ଜଗନ୍ନ୍‌ାଥ ମନ୍ଦିର ଓ ଲିଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର ଆଇନ ମାଧ୍ୟମରେ ସେ ସବୁର ଉନ୍ନତି ପାଇଁ କାର୍ଯ୍ୟକ୍ରମ ନିଆ ସରିଛି । କିନ୍ତୁ ପଶ୍ଚିମ ଓଡିଶାରେ ଥିବା ସର୍ବପୁରାତନ ହରିଶଙ୍କର ଓ ନୃସିଂହନାଥ ପୀଠକୁ ସରକାର ଅଣଦେଖା କରୁଛନ୍ତି କାହିଁକି ବୋଲି ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ପ୍ରଶ୍ନ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କିଛି ଦିନ ଆଗରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିରଜା,ତାରିତାରିଣି , ରାଧାମାଧବ ଓ ସମଲେଶ୍ୱରୀ ମନ୍ଦିର ପାଇଁ ସ୍ୱତନ୍ତ୍ର ଆଇନ କରି ଏହାର ବିକାଶ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖଛନ୍ତି । ଏଠାରେ ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି ଯେ, ମାନ୍ୟବର କେନ୍ଦ୍ରମନ୍ତ୍ରୀ ତାଙ୍କ ପ୍ରସ୍ତାବରେ ଏହି ଅଂଚଳର ସର୍ବପୁରାତନ ପିଠ ହରିଶଙ୍କର ଓ ନୃସିଂହନାଥ ମନ୍ଦିରକୁ ଭୁଲିଗଲେ କେମିତି । ରାଜ୍ୟ ସରକାର ଶ୍ରୀ ଜଗନ୍ନାଥ ଓ ଲିଙ୍ଗରାଜ ମନ୍ଦିର ପାଇଁ ରାଜକୋଶ ଖୋଲିଦେଇଥିବା ବେଳେ ପଶ୍ଚିମ ଓଡିଶାରେ ଥିବା ଏହି ଐତିହାସିକ ଧାର୍ମିକ ପିଠ ଦ୍ୱୟକୁ ଅଣଦେଖା କରି ପସ୍‌ଚିମ ଓଡିଶ ପ୍ରତି ନିଜର ବୈମାତୃକ ମନୋଭାବର ପରିଚୟ ଦେଉଛନ୍ତି କି ବୋଲି ଶ୍ରୀ ମିଶ୍ର କ୍ଷୋଭ ର ସହ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ପ୍ରସିଦ୍ଧ ଶୈବ ପିଠ ହରିଶଙ୍କର ଓ ନୃସିଂହନାଥ ମନ୍ଦିର ର ଦୃଢ ଐତିହାସିକ ଭିତ୍ତିଭୂମୀ ରହିଛି । ବହୁମୁଲ୍ୟ ଔଷଧୀୟ ବୃକ୍ଷରାଜୀ, ମୁଲ୍ୟବାନ ଖଣୀଜ ପଥର ଭରା ଗନ୍ଧମାର୍ଦନ ପର୍ବତମାଳାରେ ଏହି ଉଭୟ ମନ୍ଦିର ଅବସ୍ଥିତ । ଅନେକ ପର୍ବତାରୋହି ତଥା ପଯ୍ୟଟକ ପାହାଡ ଓ ଜଙ୍ଗଲ ପଥ ଦେଇ ଗୋଟିଏ ମନ୍ଦିରୁ ଅନ୍ୟ ମନ୍ଦିରକୁ ଚାଲିଚାଲି ଦୁଃଶାହାସିକ ଯାତ୍ରା କରିଥାନ୍ତି ।ଏଠାରେ ଥିବା ପ୍ରାକୃତିକ ଝରଣା ,ପଶୁପକ୍ଷୀ, ଫଳମୂଳ ବର୍ଷ ତମାମ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରି ରଖିଥାଏ । ପ୍ରଖ୍ୟାତ ଐତିହାସିକ ମାନଙ୍କ ମତରେ ପ୍ରଥମ ଓଡିଆ ଶିଳା ଲିପି ମଧ୍ୟ ଗନ୍ଧମାର୍ଧନ ପର୍ବତରୁ ହିଁ ମିଳିଥିଲା । ବିଶ୍ୱ ପ୍ରସିଦ୍ଧା ପ୍ରଖ୍ୟାତ ପରିବ୍ରାଜକ ହୁଏଂସାଂଙ୍କ ଭାରତ ପରିଭ୍ରମଣ ସମୟରେ ସେ ଏହି ପର୍ବତମାଳକୁ ଆସି ଏଠାରେ ଅବସ୍ଥିତ ଥିବା ଦୁଇଟି ବିଶ୍ୱବିଦ୍ୟାଳୟ କଥା ନିଜ ପୁସ୍ତକରେ ଉଲ୍ଲେଖ କରିଥିଲେ । ତେଣୁ କେବଳ ଯେ ଏହି ଅଂଚଳରେ ଧାର୍ମିକ ମାନ୍ୟତା ରହିଛି ତାହା ନୁହେଁ ଏହାର ପ୍ରଭୂତ୍ତ ଐତିହାସିକ ପୃଷ୍ଟଭୂମୀ ମଧୟ ରହିଛି ବୋଲି ଶ୍ରୀ ମିଶ୍ର କହିଛନ୍ତି । ପ୍ରସିଦ୍ଧ ବୈଶାଖୀ ମେଳା ସମୟରେ ଏହି ଉଭୟ ପିଠରେ ଲକ୍ଷାଧୀକ ଭକ୍ତର ସମାଗମ ହୋଇଥାଏ । ତେଣୁ ରଜ୍ୟରେ ଯେତେବେଳ କୌଣସି ମନ୍ଦିର ର ଉନ୍ନତିକରଣ ପାଇଁ  ଅଧ୍ୟଦେଶ ମାଧୟମରେ ଆଇନ ପ୍ରଣୟନ ହେଉଛି ସେତେବେଳେ ପଶ୍ଚିମ ଓଡିଶାର ଧମୀୟ ଭାବନା ସହିତ ଜଡିତ ଏହି ଉଭୟ ପିଠର ଉନ୍ନତି ପାଇଁ ମଧ୍ୟ ସରକର ଅଧ୍ୟାଦେଶ ଆଣନ୍ତୁ । ନହେଲେ ଏ ଅଂଚଳର ଲୋକଙ୍କ ଅଲଗା ରଜ୍ୟ ଦାବୀ ଅନ୍ଦୋଳନକୁ ସରକାରଙ୍କ ଏପରି ଅଣଦେଖା ଭରପୁର ଖୋରାକ ଯୋଗାଇବ । ତେଣୁ ସରକାରଙ୍କୁ ମୋର ପ୍ରସ୍ତାବ ହରିଶଙ୍କର ଓ ନୃସିଂହନାଥ ମନ୍ଦିର ର ବିକାଶ, ପରିଚାଲଣା ଓ ରିତିନୀତି ର ସୁରକ୍ଷା ପାଇଁ ମଧ୍ୟ ସ୍ୱତନ୍ତ୍ର ଆଇନ ପ୍ରଣୟନ କରିବା ସହ ଏହି ଉଭୟ ପିଠର ସାମଗ୍ରିକ ବିକାଶ କରାଯାଉ ।  


News Comment




Photo in News

Advertisment
Lastest News
  ଜିଲ୍ଲା  
ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   20-Sep-2026
  ଜିଲ୍ଲା  
ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   20-Sep-2026
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026
  ଜିଲ୍ଲା  
ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   19-Sep-2026
  ଜିଲ୍ଲା  
ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   19-Sep-2026
  ଜିଲ୍ଲା  
କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   19-Sep-2026
  ଜିଲ୍ଲା  
ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   19-Sep-2026
  ଜିଲ୍ଲା  
ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା   19-Sep-2026
  ଜିଲ୍ଲା  
*ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   19-Sep-2026

You Might Also Like