-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
19-Dec-2020
ବଲାଙ୍ଗିର (ସନ୍ତୋଷ କୁମାର ଠାକୁର) : ଆଜି ବଲାଙ୍ଗିର ଜିଲ୍ଲାରେ ଆଜି ସମୁଦାୟ ୧୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ସହରରୁ ୧ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ୮୩୨୩ ଜଣ କରୋନା ଦ୍ବାରା ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮୧୮୪ ଜଣ ସୁସ୍ଥ ହୋଇଛନ୍ତି ଓ ୧୦୧ ଜଣ ଏକ୍ଟିଭ୍ ଅଛନ୍ତି । ବ୍ଲକ୍ ଅନୂଯାୟୀ ନିମ୍ନମତେ ତାଲିକା ପ୍ରଦାନ କରାଯାଇଛି।
(୧)ବାଲାଙ୍ଗୀର ମୁନିସିପାଲିଟି ୱାର୍ଡ ନଂ- ୨୦ ରୁ ୨ ଜଣ
ୱାର୍ଡ ନଂ ୨ ରୁ ୧ ଜଣ।
(୨) ବଲାଙ୍ଗୀର ସଦରମହକୁମା ବରକାନୀ ରୁ ୧ ଜଣ ।
(୩) ବେଲପଡା ବ୍ଲକ ବେଲପଡା ରୁ ୧ ଜଣ ଓ ନୁନହାଡ ରୁ ୧ ଜଣ ।
(୪) ମୁରିବାହାଲ ବ୍ଳକ ଚନ୍ଦବାହାଲ ରୁ ୧ ଜଣ।
(୫) ପାଟନାଗର ଜୋଗିମୁଣ୍ଡା ରୁ ୧ ଜଣ ।
(୬) ପାଟଣାଗଡ଼ ଏନ ଏ ସି ଓ୍ବାର୍ଡ ନଂ ୩ ରୁ ୧ ଜଣ।
(୭) ପୁଇଁନ୍ତଲା ବ୍ଲକ ବହଲପଦର ରୁ ୨ ଜଣ।
(୮) ତୁରେକେଲା ବ୍ଲକ କୁଇବାହାଲ ରୁ ୧ ଜଣ ।