-+91-9937148622 |

prerana_bgr@rediffmail.com |

  Sunday 28th June 2026 |

| | | |

R.N.I. Regd No. ODIODI/2010/46693

Breaking News

ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ଜୟନ୍ତୀ ମହୋତ୍ସବ ଅନୁଷ୍ଠିତ    (28-Jun-2026)       ||      *ଦେଶ ରେ ୪୦ କୋଟି ଲୋକ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ନିଯୁକ୍ତି ପାଉଛନ୍ତି*- *କୌଳିକ ବୃତ୍ତି ର ବିକାଶ ଓ ଲୋକ ଙ୍କ ଆୟ ବୃଦ୍ଧି ହେବ - *ବିଧାୟକ*   (28-Jun-2026)       ||      ଶାହୁଜୀ ମହାରାଜାଙ୍କ ଜୟନ୍ତୀ ଏବଂ ନବସେତୁ ଓ୍ଵେବ ପୋର୍ଟାଲ ଉଦଘାଟିତ   (28-Jun-2026)       ||      ଶାନ୍ତି ପଡ଼ା (ଟାଇଗର୍ କ୍ଲବ) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର   (28-Jun-2026)       ||      ଜାମଗୁଡା ରେ କ୍ଷତ୍ରିୟ ଧାକଡ ସମାଜ ଜିଲ୍ଲା ସମ୍ମିଳନୀ   (28-Jun-2026)       ||      ହାଇସ୍କୁଲ ସାର୍ଟିଫିକେଟ୍ ଏବଂ ସିବିଏସଇ ବୋର୍ଡ ପରୀକ୍ଷାରେ ୨୧୧ ଜଣ A1 ଗ୍ରେଡ଼ ପାଇଥିବା ମେଧାବୀ ଛାତ୍ରଛାତ୍ରୀ ଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା    (27-Jun-2026)       ||      ସୁଜାତା ଙ୍କୁ ସାକ୍ଷାତ କରି ସ୍ୱାଗତ ଜଣାଇଲେ ଗିରିରାଜ   (27-Jun-2026)       ||      ବଙ୍ଗୋମୁଣ୍ଡା ମଣ୍ଡି ରେ ପଡ଼ିଛି ଧାନ ବିଜେଡ଼ି ର ବିକ୍ଷୋଭ ପ୍ରଦର୍ଶନ   (27-Jun-2026)       ||      ଶିକ୍ଷା ରୋଜଗାର ଭିତ୍ତି ନ ହେଲେ ଦେଶର ଭବିଷ୍ୟତ ଅନ୍ଧକାର ହେବ♦️ ସମଗ୍ର ସ୍କୁଲ କଲେଜ ସରକାର ଚଳାନ୍ତୁ ନଚେତ ଆନ୍ଦୋଲନ ହେବ- ନରସିଂହ   (27-Jun-2026)       ||      ଜ଼ିଲ୍ଲା ବରିଷ୍ଠ ନାଗରିକ ସଂଘ ଦ୍ୱାରା ମହିଳା ସଭ୍ୟ ସ୍ୱାଗତ ସମାରୋହ    (27-Jun-2026)       ||      ମୋଟୁରେ ଅବ୍ୟବହୃତ ହୋଇ ପଡ଼ିଛି ସରକାରୀ ଆମ୍ବୁଲାନ୍ସ ♦️ସୀମାନ୍ତ ଅଞ୍ଚଳ ମୋଟୁରେ ସରକାରୀ ଆମ୍ବୁଲାନ୍ସ ଥିଲେ ମଧ୍ୟ ଏହାର ବ୍ୟବହାର ବହୁତ କମ୍   (27-Jun-2026)       ||      ସ୍କୁଲ ପାଠ୍ୟପୁସ୍ତକରେ ବିଭ୍ରାଟ ସଂପର୍କରେ ଆଲୋଚନା ଚକ୍ର   (27-Jun-2026)       ||      ବରପାଲି ମହାବିଦ୍ୟାଳୟ ଯୁବ ରେଡକ୍ରସ ଶାଖା ପକ୍ଷରୁ ଏଡ଼ସ୍ ସଚେତନତା ଶିବିର   (27-Jun-2026)       ||      ବିଧାୟକଙ୍କ ତାଗିଦକୁ କର୍ମାଚାରୀଙ୍କ ବେଖାତିର   (27-Jun-2026)       ||      ବରଗଡ଼ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ନୂତନ ଜିଲ୍ଲା କମିଟି ଘୋଷିତ । ଦଳୀୟ କର୍ମୀଙ୍କ ମହଲ ରେ ଖୁସିର ଲହରୀ।   (27-Jun-2026)       ||      ସୂଚନା ଅଧିକାର ତଥ୍ୟ କହୁଛି...... ଡୁଙ୍ଗୁରିପାଲି ବ୍ଲକ ସରକାରୀ କାର୍ଯ୍ୟାଳୟ ଓ କର୍ମଚାରୀ ବାସଗୃହରେ ଚାରି ବର୍ଷରେ ରକ୍ଷଣାବେକ୍ଷଣ ଓ ମରାମତିରେ ୯୦ଲକ୍ଷ ସ୍ବାହା   (27-Jun-2026)       ||      ହନୁମାନ ବାଟିକାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଜନ୍ମଦିନ ପାଳନ    (27-Jun-2026)       ||      ଚୁଡାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ନୂତନ କୋଠା ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ ନିମନ୍ତେ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ସହ ଆଲୋଚନା   (26-Jun-2026)       ||      ନିଶା ନିବାରଣ ଓ ଯୁବତୀ ଚାଲାଣ ବନ୍ଦ ପାଇଁ ସଚେତନତା ସଭା    (26-Jun-2026)       ||      ନାବାର୍ଡ ସହାୟତାରେ କୁତିଣ୍ଡା ୱାଡି ପ୍ରକଳ୍ପର ୫୨୨ ଚାଷୀଙ୍କୁ ୩ ଲକ୍ଷ ଟଙ୍କାର ଲାଭାଂଶ ବଣ୍ଟନ   (26-Jun-2026)       ||     

HOME   ରାଜନୀତି

ମହିଧର ଗଡ ଲୋକାପଡାରେ ବିଶାଳ ପରିବର୍ତ୍ତନ ସମାବେଶ

14-Jan-2024



ବୌଦ୍ଧ/କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ): କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ବିଜେଡି ଭିତରେ ଅନ୍ତକନ୍ଦଳ ଦିନକୁ ଦିନ ବଢ଼ିବାରେ ଲାଗିଛି।ବିଶେଷ କରି ବିଧାୟକ ମହିଧର ରଣା ହଟାଓ ରାଜନୀତି ଜୋର ଧରିବାରେ ଲାଗିଛି।ଯାହାର ଜଳନ୍ତ ଉଦାହରଣ ତଥା ଦୃଷ୍ଟାନ୍ତ ଆଜି ସିମିଲିପଦର୍ ପଞ୍ଚାୟତ ଲୋକାପଡା ରେ ଦେଖିବାକୁ ମିଳିଛି। କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ର ଅଧିକାଂଶ ପଞ୍ଚାୟତ ର କାର୍ଯ୍ୟରତ ଏବଂ ପୂର୍ବତନ ସରପଞ୍ଚ, ସମିତିସଭ୍ୟ, ଅନେକ ପୁରୁଖା ତଥା ମୂଳ ବିଜେଡି ନେତାଙ୍କ ମିଳିତ ନେତା  ଉଚ୍ଚଶିକ୍ଷିତ ବିଶିଷ୍ଟ  ତଥା ବରିଷ୍ଠ ବିଜେଡି ନେତା  ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ (ବବି) ଙ୍କ ତରଫରୁ ଲୋକାପଡା ଠାରେ  ଆଜି ଆୟୋଜିତ ପଞ୍ଚମ "ପରିବର୍ତ୍ତନ ସମାବେଶ" ରେ ବିଶାଳ ଜନ ସମୁଦ୍ର ରେ ବିଧାୟକ ମହିଧରଙ୍କ ଗଡ କୁହାଯାଉଥିବା ସିମିଳିପଦର୍ ପଞ୍ଚାୟତ ବିଶେଷ କରି ଲୋକାପଡା ରେ ହଇଚଇ ସୃଷ୍ଟି ହୋଇଯାଇଛି ତଥା ମୁଖ୍ୟ ଆଲୋଚନାର ବିଷୟବସ୍ତୁ

ପାଲଟିଛି। ଆମେ ସମସ୍ତେ ବିଜେଡି ରେ ଅଛୁ ଓ ରହିବୁ, ବିଜେଡି ଓ ଆମ ନେତା ନବୀନ ପଟ୍ଟନାୟକ ଭଲ ଏଥିରେ ଦ୍ଵିମତ ନାହିଁ, କିନ୍ତୁ କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ର ବିକାଶ ଓ ଉନ୍ନତି ପାଇଁ ଘମଣ୍ଡି ବିଧାୟକ ମହିଧର ଙ୍କ ପରିବର୍ତ୍ତନ ନିହାତି ଆବଶ୍ୟକ ବୋଲି ମଞ୍ଚାସିନ ପ୍ରାୟ ୩୦ ଜଣ କାର୍ଯ୍ୟରତ ଓ ପୂର୍ବତନ ସରପଂଚ, ସମିତି ସଭ୍ୟ ଓ ପୁରୁଖା ବିଜେଡି ନେତା ବକ୍ତବ୍ୟ ରେ ମତବ୍ୟକ୍ତ କରିଥିଲେ। ୨୩ ବର୍ଷ ବିଜେଡି ଶାସନ ରେ କଣ୍ଟାମାଳ ବିଧାୟକ ଶ୍ରୀ ରଣା ଅନ୍ୟ ଦଳ ରୁ ନେତା ଆଣି ସେମାନଙ୍କୁ ମୁଣ୍ଡରେ ବସାଇବା, ସେମାନଙ୍କ କଥାରେ ପରିଚାଳିତ ହେବା, ପୁରୁଖା ଓ ମୂଳ ବିଜେଡି ନେତାଙ୍କୁ ଅଣଦେଖା କରିବା, ମୁରୁମ ବିଛା ନାମରେ ଲକ୍ଷାଧିକ ଟଙ୍କା ବାଟମାରଣା କରିବା, ଠିକାଦାର ପୋଷଣ ନୀତି ରେ ବାଟ ଚାଲୁଥିବା , ଗୋଟିଏ କାମ କୁ ୪ ଥର ବିଲ କରୁଥିବା , ଟଙ୍କା ହଡ଼ପ, ଦୁର୍ନୀତି ଇତ୍ୟାଦି ରେ ଲିପ୍ତ ରହୁଥିବା ସମାବେଶ ର ମୁଖ୍ୟ ଅତିଥି ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ଓ ଅନ୍ୟ ମଞ୍ଚାସିନ ନେତାମାନେ ବିଶୋଦଗାର  କରିଥିଲେ। ବିଧାୟକ ଙ୍କ କମ ଶିକ୍ଷାଗତ ଯୋଗ୍ୟତା ଯୋଗୁଁ ଅଞ୍ଚଳ ର ସମସ୍ୟା କୁ ସେ ଠିକ୍ ଭାବେ ଉପସ୍ଥାପନା କରି ପାରୁ ନ ଥିବା, ଏହି ନିର୍ବାଚନ ମଣ୍ଡଳୀ ଶିକ୍ଷା, ସ୍ବାସ୍ଥ୍ୟ, ଗମନଗମନ, ଲୋକମାନେ ମୌଳିକ ସୁବିଧା ରୁ ବଞ୍ଚିତ ହେଉଥିବା ଇତ୍ୟାଦି ଅନେକ କ୍ଷେତ୍ରରେ ଦୁର୍ବଳ ନେତୃତ୍ୱ ହିଁ ଦାୟୀ, କଣ୍ଟାମାଳ  ନିର୍ବାଚନ ମଣ୍ଡଳୀ ଓଡ଼ିଶା ର ଅନ୍ୟ ନିର୍ବାଚନ ମଣ୍ଡଳୀର ବିକାଶ କ୍ଷେତ୍ରରେ  ୧୦ ବର୍ଷ ତଳକୁ ଖସି ଯାଇଥିବା, ଏଠି ବିକାଶ ନାମରେ ବିନାଶ ଚାଲିଛି ବୋଲି ଶ୍ରୀଯୁକ୍ତ ରଥ କହିଥିଲେ। ଘାତ ପ୍ରତିଘାତ ସତ୍ତ୍ୱେ ନିରବଚ୍ଛିନ୍ନ ଭାବେ ଆମେ ବିଜେଡି କାର୍ଯ୍ୟ କରି ଚାଲିଛୁ ଓ ସମସ୍ତେ ବିଜେଡି କୁ ସମର୍ଥନ ମଧ୍ୟ କରିବା କିନ୍ତୁ ଦୁର୍ନୀତିରେ ଲିପ୍ତ ମହିଧର କୁ ହଟାଇବାକୁ ଓ ନେତା ପରିବର୍ତ୍ତନର ସ୍ଵର୍ ନବୀନ ଙ୍କ ନିକଟକୁ ପହଞ୍ଚାଇବାକୁ ମଞ୍ଚାସୀନ ନେତାମାନେ ଉପସ୍ଥିତ ପ୍ରାୟ ୭ ହଜାର ଜନସାଧାରଣଙ୍କୁ ନିବେଦନ କରିଥିଲେ।


News Comment




Photo in News

Advertisment
Lastest News
ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ଜୟନ୍ତୀ ମହୋତ୍ସବ ଅନୁଷ୍ଠିତ   28-Jun-2026
  ଜିଲ୍ଲା  
*ଦେଶ ରେ ୪୦ କୋଟି ଲୋକ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ନିଯୁକ୍ତି ପାଉଛନ୍ତି*- *କୌଳିକ ବୃତ୍ତି ର ବିକାଶ ଓ ଲୋକ ଙ୍କ ଆୟ ବୃଦ୍ଧି ହେବ - *ବିଧାୟକ*   28-Jun-2026
  ଜିଲ୍ଲା  
ଶାହୁଜୀ ମହାରାଜାଙ୍କ ଜୟନ୍ତୀ ଏବଂ ନବସେତୁ ଓ୍ଵେବ ପୋର୍ଟାଲ ଉଦଘାଟିତ   28-Jun-2026
  ଜିଲ୍ଲା  
ଶାନ୍ତି ପଡ଼ା (ଟାଇଗର୍ କ୍ଲବ) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର   28-Jun-2026
  ଜିଲ୍ଲା  
ଜାମଗୁଡା ରେ କ୍ଷତ୍ରିୟ ଧାକଡ ସମାଜ ଜିଲ୍ଲା ସମ୍ମିଳନୀ   28-Jun-2026
  ଜିଲ୍ଲା  
ହାଇସ୍କୁଲ ସାର୍ଟିଫିକେଟ୍ ଏବଂ ସିବିଏସଇ ବୋର୍ଡ ପରୀକ୍ଷାରେ ୨୧୧ ଜଣ A1 ଗ୍ରେଡ଼ ପାଇଥିବା ମେଧାବୀ ଛାତ୍ରଛାତ୍ରୀ ଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା   27-Jun-2026
  ଜିଲ୍ଲା  
ସୁଜାତା ଙ୍କୁ ସାକ୍ଷାତ କରି ସ୍ୱାଗତ ଜଣାଇଲେ ଗିରିରାଜ   27-Jun-2026
  ଜିଲ୍ଲା  
ବଙ୍ଗୋମୁଣ୍ଡା ମଣ୍ଡି ରେ ପଡ଼ିଛି ଧାନ ବିଜେଡ଼ି ର ବିକ୍ଷୋଭ ପ୍ରଦର୍ଶନ   27-Jun-2026
  ଜିଲ୍ଲା  
ଶିକ୍ଷା ରୋଜଗାର ଭିତ୍ତି ନ ହେଲେ ଦେଶର ଭବିଷ୍ୟତ ଅନ୍ଧକାର ହେବ♦️ ସମଗ୍ର ସ୍କୁଲ କଲେଜ ସରକାର ଚଳାନ୍ତୁ ନଚେତ ଆନ୍ଦୋଲନ ହେବ- ନରସିଂହ   27-Jun-2026
  ଜିଲ୍ଲା  
ଜ଼ିଲ୍ଲା ବରିଷ୍ଠ ନାଗରିକ ସଂଘ ଦ୍ୱାରା ମହିଳା ସଭ୍ୟ ସ୍ୱାଗତ ସମାରୋହ   27-Jun-2026
  ଜିଲ୍ଲା  
ମୋଟୁରେ ଅବ୍ୟବହୃତ ହୋଇ ପଡ଼ିଛି ସରକାରୀ ଆମ୍ବୁଲାନ୍ସ ♦️ସୀମାନ୍ତ ଅଞ୍ଚଳ ମୋଟୁରେ ସରକାରୀ ଆମ୍ବୁଲାନ୍ସ ଥିଲେ ମଧ୍ୟ ଏହାର ବ୍ୟବହାର ବହୁତ କମ୍   27-Jun-2026
  ଜିଲ୍ଲା  
ସ୍କୁଲ ପାଠ୍ୟପୁସ୍ତକରେ ବିଭ୍ରାଟ ସଂପର୍କରେ ଆଲୋଚନା ଚକ୍ର   27-Jun-2026

You Might Also Like