-+91-9937148622 |
prerana_bgr@rediffmail.com |
Monday 9th March 2026 |
R.N.I. Regd No. ODIODI/2010/46693
Breaking News
12-Jan-2024
(ଡୋଲେସ୍ଵର୍ ବାଗ)
ନୂଆପଡା _ଖଡିଆଳ ବନବିଭାଗ ପକ୍ଷରୁ ଦୁଇ କଳରିଆ ପତରିଆ ବାଘ ଛାଲ ଜବତ। ଘଟଣା ରେ ସଂପୃକ୍ତ ୭ ଅଭିଯୁକ୍ତ ଗିରଫ ଓ କୋର୍ଟ ଚଲାନ। ଖଡିଆଳ ସହର ରେ ଥିବା ଶ୍ୟାମ କୁମ୍ ହୋଟେଲ ରେ ଦୁଇ କଲରିଆ ପତରିଆ ବାଘ ଛାଲ କୁ ନେଇ ଦୁଇ ଗୋଷ୍ଟି ମଧ୍ୟ ରେ ଡିଲ ଚାଲୁଥିବା ନେଇ ବନବିଭାଗ ବିଶେଷ ସୂତ୍ର ରୁ ଖବର ପାଇବା ପରେ ଏକ ଟିମ୍ ହୋଟେଲ ରେ ଚଢାଉ କରି ୨ ବାଘ ଛାଲ କ କୁ ଜବତ କରିଥିଲା। ଏଥିରେ ସଂପୃକ୍ତ ୭ ଜଣ କୁ ଗିରଫ କରିଥିଲା। ଖରିଆର ବନ ବିଭାଗର ନିଷ୍କ୍ରିୟତା ଯୋଗୁ ବିଭିନ୍ନ ସମୟରେ ବାଘ ହତ୍ୟା କରାଯାଉଛି, ବନବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ଏଥିରେ ସଂପୃକ୍ତ ଅଞ୍ଚଳ ର ଯୋଗେଶ୍ଵର ପଟେଲ। ସୁଶିଲ କୁମାର ପଟେଲ। ଚିତ୍ତ ରାମ ପଟେଲ। ଜଗଦୀଶ ମାଝୀ। ଲିଙ୍ଗରାଜ ମାଝୀ। ଚୁମ୍ବ କ ଲାଲ ପଟେଲ ଓ ନିରନ୍ ମାଝୀ ଙ୍କୁ ବିଭାଗ କୋର୍ଟ ଚାଲାଣ କରିଥିବା ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତିା