-+91-9937148622 |
prerana_bgr@rediffmail.com |
Tuesday 7th July 2026 |
R.N.I. Regd No. ODIODI/2010/46693
Breaking News
07-Jan-2024
ଏଥିପାଇଁ ଗତକାଲି ୫ ତାରିଖ ରେ ଏକ ସାମ୍ବାଦିକ ସମ୍ମିଳନୀରେ ମ୍ୟାଚ ର ସମସ୍ତ ସିଡ଼୍ୟୁଲ ସହ ସମୁଦାୟ ଆଠ ଗୋଟି ଦଳ ର ପ୍ରାୟୋଜକ ମାନେ ଲକି ଡ୍ର ମାଧ୍ୟମ ରେ ନିଜ ଦଳ ଚୟନ କରିଥିଲେ। ଶ୍ରୀରାମ ଚରଣ ସୁନା, ଲୋକନାଥ ରଥ, ହରିହର ପଟ୍ଟନାୟକ, ସନ୍ତୋଷ ପୁଝାରୀ, ସୁଜିତ୍ ସାହୁ, ସଞ୍ଜୀବ ମହାରଣା ଙ୍କ ସମେତ ଅନ୍ୟ ପ୍ରାୟୋଜକ ଙ୍କ ପ୍ରତିନିଧି ମାନେ ଯୋଗଦାନ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ବରଗଡ,ଫୁଲବାଣୀ,କଳାପଥର,ସୋନପୁର, ସମ୍ବଲପୁର, ବେଲପାହାଡ଼, ବୀରମହାରାଜପୁର, ସୁନ୍ଦରଗଡ଼ ର ଟିମ୍ ଖେଳିବା ପାଇଁ ଫିକ୍ସଚର୍ ଧାର୍ଯ୍ୟ ହୋଇଛି।ଏହି ସାମ୍ବାଦିକ ସମ୍ମିଳନୀ କୁ ସୁଜନ ନାଗ ଫୁଟବଲ ଏକାଡେମୀ ର ଆୟୋଜକ ରାକେଶ ନାଗ ସମ୍ବୋଧିତ କରିଥିବା ବେଳେ ସଂଯୋଜକ ଜନ୍ମେଜୟ ନାଗ ଧନ୍ୟବାଦ ପ୍ରଦାନ କରିଥିଲେ।