-+91-9937148622 |

prerana_bgr@rediffmail.com |

  Tuesday 7th July 2026 |

| | | |

R.N.I. Regd No. ODIODI/2010/46693

Breaking News

ମଦ ଦୋକାନ ସ୍ଥାନାନ୍ତର ଦାବି ରେ ରାସ୍ତାରୋକ   (06-Jul-2026)       ||      ପୁରୀରେ ରଥଯାତ୍ରା ପାଇଁ ପାନୀୟ ଜଳ ବ୍ୟବସ୍ଥାର ସମୀକ୍ଷା, ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ କ୍ଷେତ୍ର ପରିଦର୍ଶନ♦️୪୨ ଏମଏଲଡି ଜଳ ବିଶୋଧନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା   (06-Jul-2026)       ||      ପୁଇଁତଲା ମୁଖ୍ୟ ନାଳ ଅବରୋଧ, ଜଳବନ୍ଦୀ ରେ ଗୃହ...   (06-Jul-2026)       ||      ବିଶାଲପାଳି ସ୍କୁଲରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ   (06-Jul-2026)       ||      ବୁରୋଗlଢ଼ରେ ବାରମ୍ବାର ବନ୍ୟା ଯୋଗୁଁ ଜାତାୟତ ଠପ୍   (06-Jul-2026)       ||      *ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ*   (06-Jul-2026)       ||      ବଲାଙ୍ଗିର ଜିଲ୍ଲାରେ ରେଭୁନ୍ୟୁ ବିଭାଗର ବଦଳିରେ ହେରାଫେରି... ଚର୍ଚ୍ଚାରେ ତ୍ରିପାଠୀ ବାବୁ   (06-Jul-2026)       ||      କଳିଙ୍ଗ ଭାଷା ମୁକ୍ତମଞ୍ଚ ପକ୍ଷରୁ କଫି ବ୍ରେକ୍ କାର୍ଯ୍ୟକ୍ରମ♦️ ଓଡ଼ିଆ କବିତାର ବର୍ଷାରେ ଭିଜିଲେ ଯୁବ ପିଢ଼ି    (05-Jul-2026)       ||      ସମାଜ ଖବକାଗଜ ପକ୍ଷରୁ ବ୍ଲକ ସ୍ତରୀୟ ଚିତ୍ରାଙ୍କନ ଓ କ୍ଵିଜ ପ୍ରତିଯୋଗିତା ଅନୁଷ୍ଠିତ   (05-Jul-2026)       ||      ବର୍ଷାକୁ ଖାତିର କଲେ ନି♦️ ଚିତ୍ରାଙ୍କନ ଓ କୁଇଜ୍‌ ପରୀକ୍ଷା ଦେଲେ ୭୮ଜଣ   (05-Jul-2026)       ||      ଡେଙ୍ଗ ବିଦ୍ୟାଳୟ ରେ ବନମହୋତ୍ସବ ପାଳିତ    (05-Jul-2026)       ||      ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ କଦଳୀପାଲିରେ ବନମହୋତ୍ସବ ପାଳିତ    (05-Jul-2026)       ||      ଖୁବ ଶୀଘ୍ର ନୂଆ ରୂପରେ ଝଲସି ଉଠିବ ବରପାଲି ସହର   (05-Jul-2026)       ||      ବରପାଲି ଅଶୋକ କ୍ଲବର ଉନ୍ନତିକରଣ କାର୍ଯ୍ୟର ଶୁଭ ଉଦ୍ଘାଟନ   (05-Jul-2026)       ||      ଡାବୁଗାଁ ପ୍ରେସ କ୍ଲବ ସଭାପତିଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ସହ ନୂତନ ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସଭା l   (05-Jul-2026)       ||      ପୁରୀ–କୋରାପୁଟ ନୂତନ ଏକ୍ସପ୍ରେସ ଟ୍ରେନ୍‌ର ଶୁଭାରମ୍ଭ ୬ ତାରିଖରେ   (05-Jul-2026)       ||      ଝରକା ଫାଙ୍କା ଦେଇ ଟାଣି ନେଲା ଯମ, ଦେବାହାଲୀରେ ବଜ୍ରାଘାତରେ ଅକାଳରେ ଝଡିଗଲା ଯୁବ ଜୀବନ    (05-Jul-2026)       ||      କନ୍ଧମାଳରେ ଚିଠା ଭୋଟର ତାଲିକା ପ୍ରକାଶ: ସ୍ୱତନ୍ତ୍ର ସଘନ ସଂଶୋଧନ ନେଇ ସର୍ବଦଳୀୟ ବୈଠକ    (05-Jul-2026)       ||      ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ୯୦ ପ୍ରତିଶତ ଶେଷ    (05-Jul-2026)       ||      ଓଟିଇଟି ପରୀକ୍ଷା କେନ୍ଦ୍ର ବୁଲି ଦେଖିଲେ ବିଦ୍ୟାଳୟ ଓ ଗଣଶିକ୍ଷା ଶାସନ ସଚିବ   (05-Jul-2026)       ||     

HOME   ରାଜ୍ୟ

ଲୋୟରସୁକତେଲ ପ୍ରସଙ୍ଗ... ସମରେନ୍ଦ୍ରଙ୍କ ଅଭିଯୋଗର ଉତ୍ତର ରଖିଲେ କଳିକେଶ

06-Jan-2024



ବଲାଙ୍ଗୀର(ପ୍ରେରଣା ଖବର)-ବଲାଙ୍ଗୀର ଜିଲ୍ଲାର ଜୀବନରେଖା କୁହାଯାଉଥିବା ଲୋୟରସୁକତେଲ ଜଳସେଚନ ପ୍ରକଲ୍ପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କଲାପରେ ବିରୋଧି ଏହାକୁ ତେରଛାବାଣ ମାରି ସମାଲୋଚନା କରିଛନ୍ତି । ଉଦଘାଟନୀ ମଞ୍ଚରେ ବଲାଙ୍ଗୀର ସଦର ବିଧାୟକ ନରସିଂହ ମିଶ୍ର ଏକ ଅସଂମ୍ପୁର୍ଣ୍ଣ ପ୍ରକଲ୍ପକୁ ଉଦଘାଟନ କରିବାରେ କି ଲାଭ ବୋଲି ପ୍ରଶ୍ନ କରିଥିଲେ । ଏହାର ଠିକ ଦିନେ ପରେ କଂଗ୍ରେସଦଳର ଏଆଇସିସି ସଦସ୍ୟ ତଥା ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ର ସ୍ଥାନୀୟ ସାମ୍ବାଦିକ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ବିଳନୀରେ ଶାସକ ବିଜେଡିଦଳକୁ ଟାର୍ଗେଟ କରିଥିଲେ । ସମରେନ୍ଦ୍ର ଅଭିଯୋଗ ଉଠାଇଥିଲେ ଯେ,ମୁଖ୍ୟମନ୍ତ୍ରୀଙ୍କ ଉଦଘାଟନୀ ଉତ୍ସବରେ ବିସ୍ଥାପିତ ତଥା ଚାଷିଙ୍କ କଥା ଅପେକ୍ଷା ରାଜନୀତି ବେଶି ଥିଲା ତଥା ଯେଉଁମାନେ ଲୋୟରସୁକତେଲ ପ୍ରକଲ୍ପ ବିଷୟରେ କିଛି ଜାଣି ନାହାଁନ୍ତି କି ବୁଡିଅଞ୍ଚଳକୁ ଯାଇ ନାହାଁନ୍ତି ସେମାନେ ଆଜି ବାହାବା ନେବାକୁ ବସିଛନ୍ତି ବୋଲି କହିଥିଲେ । ଏପରିକି ବିଜେଡି ଶାସନ ଯୋଗୁଁ ପ୍ରକଲ୍ପ ୨୩ବର୍ଷ ବିଳମ୍ବରେ ହେଲା ବୋଲି ଅଭିଯୋଗ କରିଥିଲେ । ତେବେ ଏହାର ଜବାବ ରଖିଛନ୍ତି ବିଜେଡିର ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓ । କଳିକେଶ କହିଛନ୍ତି ଯେ,ବଲାଙ୍ଗୀର ଜିଲ୍ଲାର ବିକାଶକୁ ବିରୋଧି କଂଗ୍ରେସ ସହ୍ୟ କରିପାରୁନାହିଁ । ବଲାଙ୍ଗୀର ବିଧାୟକ ସରକାରଙ୍କ ସଫଳ ପ୍ରକଲ୍ପରେ ନିଜେ ବାହାବା ନେବାରେ ଲାଗିଛନ୍ତି । ଯେଉଁ ପ୍ରକଲ୍ପରେ ବିଧାୟକଙ୍କ କୌଣସି ସଂମ୍ପର୍କ ନାହିଁ ସେଥିରେ ରାତି ଅଧିଆ ଫଳକ ମାରି ବାହାବା ନେବାକୁ ବସିଛନ୍ତି । ବଲାଙ୍ଗୀରର ଦୁଇଟି ପ୍ରକଲ୍ପ ଯଥା ଲୋୟରସୁକତେଲ ଓ ବାଇପାସ ପ୍ରକଲ୍ପରେ କାହା ଛତ୍ରଛାୟା ତଳେ ଜମିମାଫିଆମାନେ ଜମି କିଣି ଜମି ଅଧିଗ୍ରହଣରେ ବାଧକ ସାଜିଥିଲେ ତାହା ଲୋକ ଜାଣିଛନ୍ତି ବୋଲି କଟାକ୍ଷ କରିଛନ୍ତି । ସେହିପରି ବଲାଙ୍ଗୀରର ସମଲେଶ୍ୱରୀ ମନ୍ଦିର ଭାଙ୍ଗିଗଲା ବେଳେ ରାଜପରିବାର ତରଫରୁ ଆମେ ୨ଲକ୍ଷ ଟଙ୍କା ମରାମତି ପାଇଁ ଦେଇଥିଲୁ । ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରି ୫ଟି ଉପକ୍ରମରେ ସମଲେଶ୍ୱରୀମନ୍ଦିର,ପାଟଣେଶ୍ୱରୀମନ୍ଦିର,ଗୋପାଳଜୀ ମନ୍ଦିର ଓ କୋସଳକଳାମଣ୍ଡଳ ପଡିଆ ପାଇଁ ଆସିଥିବା ଅନୁଦାନକୁ ନେଇ ବାହାବା ନେବାକୁ ରାତି ଅଧିଆ ଚୋରଙ୍କ ଭଳି କଂଗ୍ରେସ ମାର୍ବଲ ଲଗାଉଛି ବୋଲି କହିଛନ୍ତି । ବାକି ରହିଲା ଲୋୟରସୁକତେଲ ପ୍ରକଲ୍ପ । ଲୋୟରସୁକତେଲ ପ୍ରକଲ୍ପ ମୁଖ୍ୟମନ୍ତ୍ରୀଙ୍କର ଏକ ବଡ ଉପଲବ୍ଧୀ । ଏହି ପ୍ରକଲ୍ପ ଆଜି ଶେଷ ହୋଇ ଉଦଘାଟିତ ହୋଇଛି । ଚାଷିଙ୍କ ଜମିକୁ ପାଇପଲାଇନରେ ପାଣି ଦିଆଯିବାକୁ ଯୋରସୋର କାମ ଚାଲିଛି । ବିସ୍ଥାପିତଙ୍କ ତ୍ୟାଗରେ ହୋଇଥିବା ପ୍ରକଲ୍ପରେ ବିସ୍ଥାପିତଙ୍କୁ ଉଚିତ କ୍ଷତିପୂରଣ ଓ ଥଇଥାନ ପାଇଁ ସରକାର ବ୍ୟବସ୍ଥା କରୁଛନ୍ତି । କଂଗ୍ରେସନେତା ନିଜ ପରିବାର କଥା ଚିନ୍ତା କରି କରି ସମୟ ନାହିଁ ଅନ୍ୟ ପାଇଁ କଣ ଚିନ୍ତା କରିବେ ବୋଲି ପାଲଟା ଅଭିଯୋଗ କରିଛନ୍ତି । ରାଜ୍ୟ ସରକାର ବଲାଙ୍ଗୀର ଜିଲ୍ଲାର ବିକାଶ ପାଇଁ ଏତେ ପ୍ରକଲ୍ପ ଦେଇଛନ୍ତି ଯେ,ସେଥିରେ ବିରୋଧି ଛାନିଆଁ ହୋଇଗଲେଣି ବୋଲି କଳିକେଶ ଜବାବ ରଖିଛନ୍ତି । 


News Comment




Photo in News

Advertisment
Lastest News
  ଜିଲ୍ଲା  
ମଦ ଦୋକାନ ସ୍ଥାନାନ୍ତର ଦାବି ରେ ରାସ୍ତାରୋକ   06-Jul-2026
  ଜିଲ୍ଲା  
ପୁରୀରେ ରଥଯାତ୍ରା ପାଇଁ ପାନୀୟ ଜଳ ବ୍ୟବସ୍ଥାର ସମୀକ୍ଷା, ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ କ୍ଷେତ୍ର ପରିଦର୍ଶନ♦️୪୨ ଏମଏଲଡି ଜଳ ବିଶୋଧନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା   06-Jul-2026
  ଜିଲ୍ଲା  
ପୁଇଁତଲା ମୁଖ୍ୟ ନାଳ ଅବରୋଧ, ଜଳବନ୍ଦୀ ରେ ଗୃହ...   06-Jul-2026
  ଜିଲ୍ଲା  
ବିଶାଲପାଳି ସ୍କୁଲରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ   06-Jul-2026
  ଜିଲ୍ଲା  
ବୁରୋଗlଢ଼ରେ ବାରମ୍ବାର ବନ୍ୟା ଯୋଗୁଁ ଜାତାୟତ ଠପ୍   06-Jul-2026
  ଜିଲ୍ଲା  
*ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ*   06-Jul-2026
  ଜିଲ୍ଲା  
ବଲାଙ୍ଗିର ଜିଲ୍ଲାରେ ରେଭୁନ୍ୟୁ ବିଭାଗର ବଦଳିରେ ହେରାଫେରି... ଚର୍ଚ୍ଚାରେ ତ୍ରିପାଠୀ ବାବୁ   06-Jul-2026
  ରାଜ୍ୟ  
କଳିଙ୍ଗ ଭାଷା ମୁକ୍ତମଞ୍ଚ ପକ୍ଷରୁ କଫି ବ୍ରେକ୍ କାର୍ଯ୍ୟକ୍ରମ♦️ ଓଡ଼ିଆ କବିତାର ବର୍ଷାରେ ଭିଜିଲେ ଯୁବ ପିଢ଼ି   05-Jul-2026
  ଜିଲ୍ଲା  
ସମାଜ ଖବକାଗଜ ପକ୍ଷରୁ ବ୍ଲକ ସ୍ତରୀୟ ଚିତ୍ରାଙ୍କନ ଓ କ୍ଵିଜ ପ୍ରତିଯୋଗିତା ଅନୁଷ୍ଠିତ   05-Jul-2026
  ରାଜ୍ୟ  
ବର୍ଷାକୁ ଖାତିର କଲେ ନି♦️ ଚିତ୍ରାଙ୍କନ ଓ କୁଇଜ୍‌ ପରୀକ୍ଷା ଦେଲେ ୭୮ଜଣ   05-Jul-2026
  ଜିଲ୍ଲା  
ଡେଙ୍ଗ ବିଦ୍ୟାଳୟ ରେ ବନମହୋତ୍ସବ ପାଳିତ   05-Jul-2026
  ଖେଳ  
ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ କଦଳୀପାଲିରେ ବନମହୋତ୍ସବ ପାଳିତ   05-Jul-2026

You Might Also Like