-+91-9937148622 |

prerana_bgr@rediffmail.com |

  Tuesday 21st July 2026 |

| | | |

R.N.I. Regd No. ODIODI/2010/46693

Breaking News

ସମ୍ବଲପୁର ବିଜେପି ଯୁବ ମୋର୍ଚ୍ଚା ର ଜିଲ୍ଲା ଟିମ ର ନାମ ଘୋଷଣା   (21-Jul-2026)       ||      ବଡଟିକ। ରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ            (21-Jul-2026)       ||      *ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,*   (21-Jul-2026)       ||      ଆଦର୍ଶ ଶିକ୍ଷକ ସୁଧୀର ଚନ୍ଦ୍ର କରଙ୍କ ସ୍ମୃତିଚାରଣ ସଭା   (21-Jul-2026)       ||      ଅନ୍ତର୍ହିତ ହେଲେ ବରପାଲି ଆକାଶର ଧ୍ରୁବତାରା ବିଶିଷ୍ଟ ସମାଜସେବୀ ଧ୍ରୁବ ଚରଣ ମେହେରଙ୍କ ପରଲୋକ   (20-Jul-2026)       ||      ଦ୍ୱିତୀୟ ଦିନ ୟନେକ୍ସ-ସନରାଇଜ ଜିଲ୍ଲା ବ୍ୟାଡମିଣ୍ଟନ ଚମ୍ପିୟାନସିପ୍♦️ ୧୧ ବର୍ଷ ବାଳକ ଫାଇନାଲରେ ସମର୍ଥ ଓ ଅର୍ଣ୍ଣବ ମୁକାବିଲା   (20-Jul-2026)       ||      ବଡ଼ଗାଁ ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (20-Jul-2026)       ||      ବରପାଲିରେ ରାଜ୍ୟ ସ୍ତରୀୟ ଶ୍ରୀ ଜଗନ୍ନାଥ ଚିତ୍ରକଳା ପ୍ରଦର୍ଶନୀ ଉଦ୍‌ଯାପିତ।   (20-Jul-2026)       ||      ହେରା ପଞ୍ଚମୀରେ ଗୁଣ୍ଡିଚା ଆଡ଼ପ ମଣ୍ଡପରେ ପ୍ରଭୁଙ୍କ ରାମ-ଲକ୍ଷ୍ମଣ ଅବତାର ବେଶ   (20-Jul-2026)       ||      ସିଂଘିଯୁବା ପଞ୍ଚାୟତ କାର୍ଯ୍ୟାଳୟରେ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ   (20-Jul-2026)       ||      ପ୍ରଧାନ ଶିକ୍ଷକଙ୍କ ବଦଳି ସ୍ଥଗିତ ଦାବୀରେ ଗ୍ରାମବାସୀ ସ୍କୁଲରେ ତାଲା ମାରିଲେ ।   (20-Jul-2026)       ||      *ଶ୍ରୀ ଜଗନ୍ନାଥ ଙ୍କ ବେଶ ଦର୍ଶନ ଓ ସାଂସ୍କୃତିକ କାର୍ଯ୍ୟ କ୍ରମ ପାଇଁ ଚଳ ଚଞ୍ଚଳ ଶ୍ରୀ ଗୁଣ୍ଡିଚା ମନ୍ଦିର*-   (20-Jul-2026)       ||      ଆମେରିକାର ରୋଡ଼ସ ଆଇଲ୍ୟାଣ୍ଡରେ ରଥଯାତ୍ରାର ଭବ୍ୟ ଆୟୋଜନ*   (20-Jul-2026)       ||      ସୁପ୍ରିୟା ମାର୍ଗ ରେ ରୌପ୍ୟ ଜୟନ୍ତୀ♦️♦️ ରଥଯାତ୍ରା ଅବସରରେ ନିଆରା କାର୍ଯ୍ୟକ୍ରମ    (20-Jul-2026)       ||      ଅଳ୍ପରେ ଦେଶ ବିଦେଶର ଅନେକ ଖବର.....   (20-Jul-2026)       ||      ଦିଗୁଲମାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟି ଗଠିତ   (20-Jul-2026)       ||      *ଜିଲ୍ଲା ବିଜେପି ପକ୍ଷରୁ ସଂପର୍କ ଅଭିଜାନ ଉତ୍ସବ*- *ସାଂସଦ ଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେଲେ ବହୁ ବିଶିଷ୍ଟ ବ୍ୟକ୍ତି*   (20-Jul-2026)       ||      କଣ୍ଟାବାଞ୍ଜି ଅଞ୍ଚଳ ରେ ଗୋ ବ୍ୟବସାୟୀ ପଛରେ କିଏ ?♦️ କାହିଁକି ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଓ ପୋଲିସ ନିରବ   (19-Jul-2026)       ||      ଜିଲ୍ଲା ଲେଖକ ପରିଷଦ, ପକ୍ଷରୁ "ଭାବର ଭୂଇଁ ଗନ୍ଧମାର୍ଦ୍ଦନ ଆଲୋଚନାଚକ୍ର ଅନୁଷ୍ଠିତ   (19-Jul-2026)       ||      ଡାକ୍ତର ଭଗବାନ ଙ୍କ ଦ୍ୱିତୀୟ ଅବତାର: ଗୌତମ ରାୟ ♦️୫ ବରିଷ୍ଠ ଡାକ୍ତରଙ୍କୁ ଜୀବନ ବ୍ୟାପି ସାଧନା ସମ୍ମାନ ♦️୭୧ ଡାକ୍ତରଙ୍କୁ ସ୍ବତନ୍ତ୍ର ସମ୍ମାନ   (19-Jul-2026)       ||     

HOME   ଜିଲ୍ଲା

ମହଙ୍ଗା ପଡିଲା ଯୁବକ ଙ୍କ ଚା ପିଆ ନିଶା, ଦୁଇ କପ୍ ଚା ର ଦାମ ୨୫୦୦ ଟଙ୍କା

27-Dec-2023



ସୋନପୁର(ମନୋରଞ୍ଜନ ତ୍ରିପାଠୀ): ସୋନପୁର ପୋଲିସର ନାଇଟ ପେଟ୍ରୋଲିଂ ବେଳେ ସହରରେ ରାତି ୧୧ ଟା ବେଳେ ବୁଲୁଥିବା ଜୁଇ ଜଣ ଯୁବ (ରୋମିଓ)ଙ୍କୁ ପୋଲିସ ଅଟକାଇଥିଲା l ତାଙ୍କୁ ପଚାରିବାରୁ ଚା  ପିଇବାକୁ ଦୋକାନ ଖୋଜୁଛୁ ଆଜ୍ଞା ବୋଲି ପୋଲିସକୁ କହିଥିଲେ l ପୋଲିସ କିନ୍ତୁ ବିନା କାମରେ ବିଳମ୍ୱିତ ରାତିରେ ବୁଲୁଥିବା ଏହି ଦୁଇ ଯୁବକ ଙ୍କୁ ହେଲମେଟ ଓ ବାଇକ୍ କାଗଜପତ୍ର ଯାଞ୍ଚ ପରେ ୨୫୦୦ ଟଙ୍କା ଜୋରିମାନା କରି ବାଇକ୍ ଓ ଦୁଇ ଯୁବକଙ୍କୁ ରାତିରେ ଥାନାରେ ଅଟକ ରଖି  ସକାଳେ ଚା ପିଲାଇ  ଛାଡି ଥିଲେ l ରାସ୍ତା କଡରେ ବିନା ଲକ୍ ରେ ଥିବା ବାଇକ ଗୁଡ଼ିକୁ ମଧ୍ଯ ଥାନା କୁ ଉଠାଇ ଆଣିଥିଲେ ଓ ଏଣିକି ଗାଡ଼ି ମାଲିକଙ୍କୁ ସଜାଗ ରହିବାକୁ ଓ ବାଇକ୍ କୁ ସୁରକ୍ଷିତ ରଖିବାକୁ ଚେତାବନୀ ଦେଇଥିଲେ l ଆଜି ପୁଣି ସହର ର ପଟାଭlଡ଼ି, ନଳିନୀ ଛକ ଓ ବିଭିନ୍ନ ଛକରେ ଥାନା ଅଧିକାରୀ ପଦ୍ମlସିନି ମେହେରଙ୍କ ନେତୃତ୍ଵରେ  ଏକ ସ୍ପେଶlଲ  ସ୍କ୍ୱାର୍ଡ ବାଇକ୍, ଓଟୋ ଗାଡ଼ି ଗୁଡିକ ର ହେଲମେଟ, ସ୍ପିଡ ଓ ଡକ୍ୟୁମେଣ୍ଟ  ଯାଞ୍ଚ କରି ଖୁବ ଫାଇନ୍ ଆଦାୟ କରିଥିଲେ l ଆଗକୁ ନୂଆ ବର୍ଷ ଆସୁଥିବାରୁ ଯୁବ ପୀଢ଼ି ଅଧିକ ଉତ୍ସୁଙ୍ଖଳିତ ନ ହେବାକୁ, ବିଳମ୍ୱିତ ରାତିରେ ନ ବୁଲିବାକୁ,  ଦ୍ରୁତ ଵେଗ ରେ ଗାଡ଼ି ନ ଚଳାଇ ସଡ଼କ ସୁରକ୍ଷା ନିୟମ ମାନି ଦୁର୍ଘଟଣା ରୋକିବାକୁ, ନିଶା ସେବନ ଓ ଅସାମାଜିକ କାର୍ଯ୍ଯରୁ ଦୁରେଇ ରହି  ପରସ୍ପର ପ୍ରତି ସ୍ନେହ ଆଦର ରଖି ନିଜେ ଓ  ସାଧାରଣ ଲୋକ ଙ୍କ ଧନ ଜିବନ ସୁରକ୍ଷିତ ରଖିବାକୁ  ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡା ନିବେଦନ କରିଛନ୍ତି  l


News Comment




Photo in News

Advertisment
Lastest News
  ଜିଲ୍ଲା  
ସମ୍ବଲପୁର ବିଜେପି ଯୁବ ମୋର୍ଚ୍ଚା ର ଜିଲ୍ଲା ଟିମ ର ନାମ ଘୋଷଣା   21-Jul-2026
  ଜିଲ୍ଲା  
ବଡଟିକ। ରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ           21-Jul-2026
  ଜିଲ୍ଲା  
*ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,*   21-Jul-2026
  ଜିଲ୍ଲା  
ଆଦର୍ଶ ଶିକ୍ଷକ ସୁଧୀର ଚନ୍ଦ୍ର କରଙ୍କ ସ୍ମୃତିଚାରଣ ସଭା   21-Jul-2026
  ଜିଲ୍ଲା  
ଅନ୍ତର୍ହିତ ହେଲେ ବରପାଲି ଆକାଶର ଧ୍ରୁବତାରା ବିଶିଷ୍ଟ ସମାଜସେବୀ ଧ୍ରୁବ ଚରଣ ମେହେରଙ୍କ ପରଲୋକ   20-Jul-2026
  ଜିଲ୍ଲା  
ଦ୍ୱିତୀୟ ଦିନ ୟନେକ୍ସ-ସନରାଇଜ ଜିଲ୍ଲା ବ୍ୟାଡମିଣ୍ଟନ ଚମ୍ପିୟାନସିପ୍♦️ ୧୧ ବର୍ଷ ବାଳକ ଫାଇନାଲରେ ସମର୍ଥ ଓ ଅର୍ଣ୍ଣବ ମୁକାବିଲା   20-Jul-2026
  ଜିଲ୍ଲା  
ବଡ଼ଗାଁ ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   20-Jul-2026
  ଜିଲ୍ଲା  
ବରପାଲିରେ ରାଜ୍ୟ ସ୍ତରୀୟ ଶ୍ରୀ ଜଗନ୍ନାଥ ଚିତ୍ରକଳା ପ୍ରଦର୍ଶନୀ ଉଦ୍‌ଯାପିତ।   20-Jul-2026
  ଜିଲ୍ଲା  
ହେରା ପଞ୍ଚମୀରେ ଗୁଣ୍ଡିଚା ଆଡ଼ପ ମଣ୍ଡପରେ ପ୍ରଭୁଙ୍କ ରାମ-ଲକ୍ଷ୍ମଣ ଅବତାର ବେଶ   20-Jul-2026
  ଜିଲ୍ଲା  
ସିଂଘିଯୁବା ପଞ୍ଚାୟତ କାର୍ଯ୍ୟାଳୟରେ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ   20-Jul-2026
  ଜିଲ୍ଲା  
ପ୍ରଧାନ ଶିକ୍ଷକଙ୍କ ବଦଳି ସ୍ଥଗିତ ଦାବୀରେ ଗ୍ରାମବାସୀ ସ୍କୁଲରେ ତାଲା ମାରିଲେ ।   20-Jul-2026
  ଜିଲ୍ଲା  
*ଶ୍ରୀ ଜଗନ୍ନାଥ ଙ୍କ ବେଶ ଦର୍ଶନ ଓ ସାଂସ୍କୃତିକ କାର୍ଯ୍ୟ କ୍ରମ ପାଇଁ ଚଳ ଚଞ୍ଚଳ ଶ୍ରୀ ଗୁଣ୍ଡିଚା ମନ୍ଦିର*-   20-Jul-2026

You Might Also Like