-+91-9937148622 |

prerana_bgr@rediffmail.com |

  Tuesday 21st July 2026 |

| | | |

R.N.I. Regd No. ODIODI/2010/46693

Breaking News

ସମ୍ବଲପୁର ବିଜେପି ଯୁବ ମୋର୍ଚ୍ଚା ର ଜିଲ୍ଲା ଟିମ ର ନାମ ଘୋଷଣା   (21-Jul-2026)       ||      ବଡଟିକ। ରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ            (21-Jul-2026)       ||      *ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,*   (21-Jul-2026)       ||      ଆଦର୍ଶ ଶିକ୍ଷକ ସୁଧୀର ଚନ୍ଦ୍ର କରଙ୍କ ସ୍ମୃତିଚାରଣ ସଭା   (21-Jul-2026)       ||      ଅନ୍ତର୍ହିତ ହେଲେ ବରପାଲି ଆକାଶର ଧ୍ରୁବତାରା ବିଶିଷ୍ଟ ସମାଜସେବୀ ଧ୍ରୁବ ଚରଣ ମେହେରଙ୍କ ପରଲୋକ   (20-Jul-2026)       ||      ଦ୍ୱିତୀୟ ଦିନ ୟନେକ୍ସ-ସନରାଇଜ ଜିଲ୍ଲା ବ୍ୟାଡମିଣ୍ଟନ ଚମ୍ପିୟାନସିପ୍♦️ ୧୧ ବର୍ଷ ବାଳକ ଫାଇନାଲରେ ସମର୍ଥ ଓ ଅର୍ଣ୍ଣବ ମୁକାବିଲା   (20-Jul-2026)       ||      ବଡ଼ଗାଁ ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (20-Jul-2026)       ||      ବରପାଲିରେ ରାଜ୍ୟ ସ୍ତରୀୟ ଶ୍ରୀ ଜଗନ୍ନାଥ ଚିତ୍ରକଳା ପ୍ରଦର୍ଶନୀ ଉଦ୍‌ଯାପିତ।   (20-Jul-2026)       ||      ହେରା ପଞ୍ଚମୀରେ ଗୁଣ୍ଡିଚା ଆଡ଼ପ ମଣ୍ଡପରେ ପ୍ରଭୁଙ୍କ ରାମ-ଲକ୍ଷ୍ମଣ ଅବତାର ବେଶ   (20-Jul-2026)       ||      ସିଂଘିଯୁବା ପଞ୍ଚାୟତ କାର୍ଯ୍ୟାଳୟରେ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ   (20-Jul-2026)       ||      ପ୍ରଧାନ ଶିକ୍ଷକଙ୍କ ବଦଳି ସ୍ଥଗିତ ଦାବୀରେ ଗ୍ରାମବାସୀ ସ୍କୁଲରେ ତାଲା ମାରିଲେ ।   (20-Jul-2026)       ||      *ଶ୍ରୀ ଜଗନ୍ନାଥ ଙ୍କ ବେଶ ଦର୍ଶନ ଓ ସାଂସ୍କୃତିକ କାର୍ଯ୍ୟ କ୍ରମ ପାଇଁ ଚଳ ଚଞ୍ଚଳ ଶ୍ରୀ ଗୁଣ୍ଡିଚା ମନ୍ଦିର*-   (20-Jul-2026)       ||      ଆମେରିକାର ରୋଡ଼ସ ଆଇଲ୍ୟାଣ୍ଡରେ ରଥଯାତ୍ରାର ଭବ୍ୟ ଆୟୋଜନ*   (20-Jul-2026)       ||      ସୁପ୍ରିୟା ମାର୍ଗ ରେ ରୌପ୍ୟ ଜୟନ୍ତୀ♦️♦️ ରଥଯାତ୍ରା ଅବସରରେ ନିଆରା କାର୍ଯ୍ୟକ୍ରମ    (20-Jul-2026)       ||      ଅଳ୍ପରେ ଦେଶ ବିଦେଶର ଅନେକ ଖବର.....   (20-Jul-2026)       ||      ଦିଗୁଲମାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟି ଗଠିତ   (20-Jul-2026)       ||      *ଜିଲ୍ଲା ବିଜେପି ପକ୍ଷରୁ ସଂପର୍କ ଅଭିଜାନ ଉତ୍ସବ*- *ସାଂସଦ ଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେଲେ ବହୁ ବିଶିଷ୍ଟ ବ୍ୟକ୍ତି*   (20-Jul-2026)       ||      କଣ୍ଟାବାଞ୍ଜି ଅଞ୍ଚଳ ରେ ଗୋ ବ୍ୟବସାୟୀ ପଛରେ କିଏ ?♦️ କାହିଁକି ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଓ ପୋଲିସ ନିରବ   (19-Jul-2026)       ||      ଜିଲ୍ଲା ଲେଖକ ପରିଷଦ, ପକ୍ଷରୁ "ଭାବର ଭୂଇଁ ଗନ୍ଧମାର୍ଦ୍ଦନ ଆଲୋଚନାଚକ୍ର ଅନୁଷ୍ଠିତ   (19-Jul-2026)       ||      ଡାକ୍ତର ଭଗବାନ ଙ୍କ ଦ୍ୱିତୀୟ ଅବତାର: ଗୌତମ ରାୟ ♦️୫ ବରିଷ୍ଠ ଡାକ୍ତରଙ୍କୁ ଜୀବନ ବ୍ୟାପି ସାଧନା ସମ୍ମାନ ♦️୭୧ ଡାକ୍ତରଙ୍କୁ ସ୍ବତନ୍ତ୍ର ସମ୍ମାନ   (19-Jul-2026)       ||     

HOME   ଜିଲ୍ଲା

ଆଦର୍ଶ ଶିକ୍ଷକ ସୁଧୀର ଚନ୍ଦ୍ର କରଙ୍କ ସ୍ମୃତିଚାରଣ ସଭା

21-Jul-2026



(ରଂଜିତ ମହାନ୍ତି )
ବରୀ ବ୍ଳକ ଭଅଁରା ପଞ୍ଚାୟତର ଆଦର୍ଶ ଶିକ୍ଷକ ସ୍ବର୍ଗତ ସୁଧୀର ଚନ୍ଦ୍ର କରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସର ରେ ତାଙ୍କ ଭଅଁରାସ୍ଥିତ ବାସଭବନରେ ଠାରେ  ବିଶିଷ୍ଟ ଚକ୍ଷୁରୋଗ ବିଶେଷଜ୍ଞ ଡାଃ ରାଜକିଶୋର ପଣ୍ଡା ଙ୍କ 
ସଭାପତି ତ୍ୱ ରେ ଗୟାଧର ପଣ୍ଡା, ଶରତ ଚନ୍ଦ୍ର କର, ମହେଶ୍ବର ପଲାଇ, ଅକ୍ଷୟ କୁମାର ଷଡଙ୍ଗୀ, ଆନନ୍ଦ ଚନ୍ଦ୍ର ଜେନା, ଯତିକୃଷ୍ଣ ଓଝା, ନରେନ୍ଦ୍ର କୁମାର ପଣ୍ଡା, ସୀତାକାନ୍ତ ପଣ୍ଡା, ବିଷ୍ଣୁ ଚରଣ ଷଡଙ୍ଗୀ, ପୂର୍ଣ୍ଣଚନ୍ଦ୍ର ଷଡଙ୍ଗୀ ପ୍ରମୁଖ ଯୋଗଦେଇ ସ୍ୱର୍ଗତ କର ଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସେ ଏକାଧାରା ରେ ଜଣେ ଆଦର୍ଶ ଶିକ୍ଷକ,ସରଳ, ନିଷ୍ଠାପର, ଅମାୟିକବ୍ୟକ୍ତିତ୍ୱ, ଓ ସେ ଏକାଧାରରେ ଜଣେ ଭଲ ଚିତ୍ରକର, ଶିଳ୍ପୀ, କବି, ଲେଖକ, ଅଭିନେତା ଥିଲେ। ତାଙ୍କର କୃଷି, ମହୁଚାଷ ଉପରେ ମଧ୍ଯ ଭଲ ଜ୍ଞାନ ଥିଲା। ସେ ଜଣେ ସର୍ବଗୁଣସଂପନ୍ନ ମଣିଷ ଥିଲେ ବୋଲି ଯୋଗଦେଇଥିବା ଅତିଥି ମାନେ ମତବ୍ୟକ୍ତ କରିଥିଲେ ଳ ନାତୁଣୀ ଦିବ୍ୟାନୀ କର ସ୍ମୃତି ଚାରଣ କରିଥିଲେ ଶେଷରେ  ସୀତାକାନ୍ତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମ୍ବଲପୁର ବିଜେପି ଯୁବ ମୋର୍ଚ୍ଚା ର ଜିଲ୍ଲା ଟିମ ର ନାମ ଘୋଷଣା   21-Jul-2026
  ଜିଲ୍ଲା  
ବଡଟିକ। ରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ           21-Jul-2026
  ଜିଲ୍ଲା  
*ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,*   21-Jul-2026
  ଜିଲ୍ଲା  
ଆଦର୍ଶ ଶିକ୍ଷକ ସୁଧୀର ଚନ୍ଦ୍ର କରଙ୍କ ସ୍ମୃତିଚାରଣ ସଭା   21-Jul-2026
  ଜିଲ୍ଲା  
ଅନ୍ତର୍ହିତ ହେଲେ ବରପାଲି ଆକାଶର ଧ୍ରୁବତାରା ବିଶିଷ୍ଟ ସମାଜସେବୀ ଧ୍ରୁବ ଚରଣ ମେହେରଙ୍କ ପରଲୋକ   20-Jul-2026
  ଜିଲ୍ଲା  
ଦ୍ୱିତୀୟ ଦିନ ୟନେକ୍ସ-ସନରାଇଜ ଜିଲ୍ଲା ବ୍ୟାଡମିଣ୍ଟନ ଚମ୍ପିୟାନସିପ୍♦️ ୧୧ ବର୍ଷ ବାଳକ ଫାଇନାଲରେ ସମର୍ଥ ଓ ଅର୍ଣ୍ଣବ ମୁକାବିଲା   20-Jul-2026
  ଜିଲ୍ଲା  
ବଡ଼ଗାଁ ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   20-Jul-2026
  ଜିଲ୍ଲା  
ବରପାଲିରେ ରାଜ୍ୟ ସ୍ତରୀୟ ଶ୍ରୀ ଜଗନ୍ନାଥ ଚିତ୍ରକଳା ପ୍ରଦର୍ଶନୀ ଉଦ୍‌ଯାପିତ।   20-Jul-2026
  ଜିଲ୍ଲା  
ହେରା ପଞ୍ଚମୀରେ ଗୁଣ୍ଡିଚା ଆଡ଼ପ ମଣ୍ଡପରେ ପ୍ରଭୁଙ୍କ ରାମ-ଲକ୍ଷ୍ମଣ ଅବତାର ବେଶ   20-Jul-2026
  ଜିଲ୍ଲା  
ସିଂଘିଯୁବା ପଞ୍ଚାୟତ କାର୍ଯ୍ୟାଳୟରେ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ   20-Jul-2026
  ଜିଲ୍ଲା  
ପ୍ରଧାନ ଶିକ୍ଷକଙ୍କ ବଦଳି ସ୍ଥଗିତ ଦାବୀରେ ଗ୍ରାମବାସୀ ସ୍କୁଲରେ ତାଲା ମାରିଲେ ।   20-Jul-2026
  ଜିଲ୍ଲା  
*ଶ୍ରୀ ଜଗନ୍ନାଥ ଙ୍କ ବେଶ ଦର୍ଶନ ଓ ସାଂସ୍କୃତିକ କାର୍ଯ୍ୟ କ୍ରମ ପାଇଁ ଚଳ ଚଞ୍ଚଳ ଶ୍ରୀ ଗୁଣ୍ଡିଚା ମନ୍ଦିର*-   20-Jul-2026

You Might Also Like