-+91-9937148622 |
prerana_bgr@rediffmail.com |
Thursday 19th March 2026 |
R.N.I. Regd No. ODIODI/2010/46693
Breaking News
25-Dec-2023
ନର୍ଲା(ସଞ୍ଜିବ ଦାସ )
କଳାହାଣ୍ଡି ଜିଲ୍ଲା ନର୍ଲା ନିର୍ମଳ ଟିଭି ପ୍ରତିନିଧି ବାବୁଲାଲ ବାଗ ଙ୍କ ମାତୃ ବିୟୋଗ ସୋମବାର ରାତି 7.53 ମିନିଟ ରେ ହୋଇଛି ସେ ଜଣେ ଧର୍ମ ପରାୟଣ ମହିଳା ଥିଲେ l ତାଙ୍କ ମୃତ୍ୟୁ ସମୟରେ ତାଙ୍କ ସମସ୍ତ ପରିବାର ବର୍ଗ ଉପସ୍ଥିତ ଥିଲେ l ତାଙ୍କ ବିୟୋଗ ରେ ନର୍ଲା ପ୍ରେସ ଆସୋସିଏସନ ସଭାପତି ଦୀପକ କୁମାର ସାହୁ ସହ ସମସ୍ତ ସଦସ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି l