-+91-9937148622 |
prerana_bgr@rediffmail.com |
Thursday 19th March 2026 |
R.N.I. Regd No. ODIODI/2010/46693
Breaking News
25-Dec-2023
ବୋଡ଼େନ - (ଡୋଲେସ୍ବର ଵାଗ )
ନୂଆପଡା ଜ଼ିଲ୍ଲା ବୋଡ଼େନ ବ୍ଲକର ଖଇରଭାଡ଼ି ଗ୍ରାମରେ ମାଁ ମହାଲକ୍ଷ୍ମୀଙ୍କ ପୂଜା ବହୁ ଧୁମଧାମରେ ପାଳନ କରି ତିନି ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ନାଟକ ଅନୁଷ୍ଠିତ ହୋଇଥିଲା । ଗ୍ରାମର ସମସ୍ତଙ୍କ ସହଯୋଗରେ ଅତି ଆନନ୍ଦ ଓ ଶାନ୍ତିରେ ପୂଜା ସମାପନ ହୋଇଛି ।ଆଜି ଛୋଟ ଠାରୁ ବୁଢା ପର୍ଯ୍ୟନ୍ତ ଆଗ୍ରହର ସହ ବାଜା ବଜାଇ ପ୍ରତି ଧୋନୀ ରେ ମାଆଙ୍କୁ ପୂଜାର୍ଚ୍ଚନା କରି ବିସର୍ଜନ କରିଛନ୍ତି ।