-+91-9937148622 |

prerana_bgr@rediffmail.com |

  Friday 31st July 2026 |

| | | |

R.N.I. Regd No. ODIODI/2010/46693

Breaking News

ଡୁଙ୍ଗୁରିପାଲି ମହାବିଦ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ   (31-Jul-2026)       ||      *ଭାରତ ବିକାଶ ପରିଷଦ, ସୋନପୁର ଶାଖା ପକ୍ଷରୁ ସିଡ୍ ବଲ୍ ନିକ୍ଷେପ କାର୍ଯ୍ୟକ୍ରମ ଅନୁଷ୍ଠିତ*-   (31-Jul-2026)       ||      ଆଗଲପୁର ବ୍ଲକ ରେ ବନ୍ୟା, ବିଚ୍ଛିନ୍ନ ରାସ୍ତା ଶୀଘ୍ର ମରାମତି, ଘର ଓ ଜମି ରେ ବାଲିଚର କ୍ଷତିପୂରଣ ପାଇଁ ଦାବି                        (31-Jul-2026)       ||      ବରଗଡ଼ ଜିଲ୍ଲା ଲାୟନ୍ସ ଓ ଲିଓ କ୍ଳବ୍ ର ପ୍ରତିଷ୍ଠା ଦିବସ    (31-Jul-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଘର ବୁଡ଼ିଲା ନଦୀ କୁଳିଆ ଚାଷଜମି   (31-Jul-2026)       ||      ରେଳ ଉନ୍ନୟନ ପାଇଁ ରେଳମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ପ୍ରଦୀପ ପୁରୋହିତ   (30-Jul-2026)       ||      କୁମିଆଁପାଲିରେ ବିସ୍ଥାପିତପରିବାରଙ୍କ ପାଖରେ ପହଞ୍ଚିଲା ବିଜେଡି ଫେକ୍ଟଫାଇଣ୍ଡିଙ୍ଗ ଟିମ   (30-Jul-2026)       ||      କଣ୍ଡରା ଗ୍ରାମର ନଦୀ ଭିତରେ ଫସିଥିବା ଚାରି ଜଣଙ୍କୁ ଉଦ୍ଧାର କଲା ପ୍ରଶାସନ   (30-Jul-2026)       ||      ବଲାଙ୍ଗିର ଜିଲ୍ଲା କାରାଗାରରେ ସ୍ୱାସ୍ଥ୍ୟ ଶିବିର   (30-Jul-2026)       ||      ବନ୍ୟାଞ୍ଚଳ ପରିଦର୍ଶନ କରି ବନ୍ୟା ପରିସ୍ଥିତି ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ   (30-Jul-2026)       ||      ସୋନପୁର ପୈ।ର ପ୍ରଶାସନର ଜୋର ଜବରଦସ୍ତି, ହାଇକୋର୍ଟଙ୍କ ନିର୍ଦ୍ଦେଶ ର ଖୋଲାଖୋଲି ଉଲଂଘନ! ଗରିବ ଦୋକାନୀ ହନ୍ତସନ୍ତ   (30-Jul-2026)       ||      ଆମ ଗହଣରେ ଆଉନାହାନ୍ତି ପିପି ଏକାଡେମୀ ର ପୂର୍ବତନ ପ୍ରଧାନ ଶିକ୍ଷକ ବାଙ୍କା ବିହାରୀ ପଣ୍ଡା    (30-Jul-2026)       ||      ଧର୍ମେନ୍ଦ୍ର ଙ୍କୁ ନେଇ ରୋହିତ ଙ୍କ ବୟାନ କୁ ନେଇ ବିଜେପି ର ପ୍ରତିକ୍ରିୟା *ରୋହିତ ଙ୍କ ବୟାନ "ସୈତାନ ର ବେଦ ପାଠ ଭଳି"* - ନାଉରୀ   (30-Jul-2026)       ||      ରେଡକ୍ରସ ତାଲିମ ଶିବିରରେ ମେଗା ରକ୍ତଦାନ ଶିବିର, ୭୨ ୟୁନିଟ୍ ରକ୍ତ ସଂଗ୍ରହ   (29-Jul-2026)       ||      କୁସୁମୀ ରାମଲୀଳା ପଡ଼ିଆରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଭୂମୀ ପରୀକ୍ଷା   (29-Jul-2026)       ||      ରାଜ୍ୟରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣାଧୀନ ; ଜନସାଧାରଣଙ୍କ ସୁରକ୍ଷା ରାଜ୍ୟସରକାରଙ୍କ ପ୍ରାଥମିକତା   (29-Jul-2026)       ||      ଗୁରୁ ପୁର୍ଣିମା ଦିବସ ପାଳିତ    (29-Jul-2026)       ||      ଶ୍ରୀ ତପୋବନରେ ତହଁକ କୁଟୁମ ଗୁରୁ ପୂର୍ଣ୍ଣିମାରେ ଆଧ୍ୟାତ୍ମିକ କବିତା ଆସର   (29-Jul-2026)       ||      *କେଲିଆ ଶୈବ ପୀଠରେ ବୋଲବମ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ*   (29-Jul-2026)       ||      *ଜିଲ୍ଲା ସ୍ତରୀୟ ବିଶ୍ୱ ହେପାଟାଇଟିସ ଦିବସ ପାଳିତ*- --   (29-Jul-2026)       ||     

HOME   ଜିଲ୍ଲା

ଭାଷା - ସଂସ୍କୃତି ସ୍ଵାଭିମାନ ପଦଯାତ୍ରା ରେ ସାମିଲ୍ ହେଲେ ଅଭିନେତା ମନୋଜ ମିଶ୍ର

23-Dec-2023



(ଡୋଲେସ୍ବର ଵାଗ )
ବରଗଡ଼ ଜିଲ୍ଲା ପ୍ରସିଦ୍ଧ ପ୍ରଜ୍ୟଟନ କ୍ଷେତ୍ର ନୃସିହନାଥ ଠାରୁ ଆସନ୍ତା କାଲି ଭାଷା ସଂସ୍କୃତି ସ୍ଵାଭିମାନ ଯାତ୍ରା ବାହାରିଥିଲା l ଏହି ସ୍ଵାଭିମାନ ଯାତ୍ରା ୨୨ଡିସେମ୍ବରରୁ ୨୭ଡିସେମ୍ବର ୨୦୨୩ ପ୍ରଯ୍ୟନ୍ତ ଚାଲୁ ରହିବ l ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାରେ ପଦଯାତ୍ରା କରିବା ସହ ଲୋକଙ୍କ ମଧ୍ୟରେ ଭାଷା ଓ ସଂସ୍କୃତିକୁ ନେଇ ଜାଗ୍ରତ କରିବ l ଏହି ସ୍ଵାଭିମାନ ଯାତ୍ରାର ଆବାହକ ପଶ୍ଚିମାଞ୍ଚଲ ପିପୁଳ୍ପ ଫୋରମ୍ ନେତୃତ୍ବରେ ପଦଯାତ୍ରା ଆରମ୍ଭ ହୋଇ ଯାଇଛି l ଏହି ଶୋଭାଯାତ୍ରା ୨୭ଡିସେମ୍ବର ୨୦୨୩ଦିନ ସୁନ୍ଦରଗଡ଼ ଜିଲ୍ଲା ସମଲେଇ ମନ୍ଦିରରେ ଶେଷ ହେବ l ଏହି ସ୍ଵାଭିମାନ ପଦଯାତ୍ରା କୁ ଗାଁ ରୁ ସହରରେ ଲୋକଙ୍କ ପୁରା ସମର୍ଥନ ମିଳୁଛି l ଏହି ସ୍ଵାଭିମାନ ପଦଯାତ୍ରାରେ ଚର୍ଚ୍ଚିତ ସମ୍ବଲପୁରୀ ଚଲଚିତ୍ରMINDGAME ର ଅଭିନେତା ମନୋଜ ମିଶ୍ର, କୋଶଳ ସେନା ସଂପାଦକ ବିର୍ବଲ ମହାକୁର,KMM ରାଜ୍ୟ ସମ୍ପାଦକ ସିପୁନ ଖମାରୀ, ବାପୁନ ମହାନ୍ତି ସକ୍ରିୟ କୋଶଳ ପ୍ରେମୀ ମାନେ ସାମିଲ୍ ହେଇ ପଦଯାତ୍ରା ବାହାରିଛନ୍ତି l ଭାଷା ସଂସ୍କୃତି ସ୍ଵାଭିମାନ ପଦଯାତ୍ରା ର ସଂଗ୍ରାମୀ ମାନଙ୍କୁ ସିନାପାଲି ଜଗନ୍ନାଥଛକ୍ ଠାରେ ସିନାପାଲି କୋଶଳ ସେନା ର ବିଶି ଚନ୍ଦନ ମାଝୀ, ସୁରଜ୍ ମେହେର, ଭୀଷ୍ମରାଜ ମେହେର, ସୁବାଷ ମେହେର, ଜିତେନ୍ଦ୍ର ମେହେର, ଫଳିନ୍ଦ୍ର ମେହେର, ପ୍ରଭାତ ମେହେର, ଚୈତନ୍ୟ ମେହେର, ହେମନ୍ତ ମେହେର, ନିତିଶ ମେହେର, ଓ ମାଁ,ଭଉଣୀ ମାନେ  ବନ୍ଦା ପେନ୍ ଦେଇ କୋଶଳ ନାରା ଦେଇ ପଦଯାତ୍ରୀମାନଙ୍କୁ ଭବ୍ୟ  ସ୍ଵାଗତ ସମାରୋହ କରାଗଲା l

ଏହି ସ୍ଵାଭିମାନ ସମାବେଶ ପଦଯାତ୍ରା ରେ  ସାମିଲ୍ ହେଇ ଓ ସମର୍ଥନ କରି କୋଶଳ ନାରା ଦେଇ ସହ ସହ ଲୋକ ଙ୍କ୍ ମଧ୍ୟରେ ଭିଡ଼ ଜମିଥିଲା l 
ସମ୍ବଲପୁରୀ କୋଶଳୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଛେଦରେ କରିବା ସହ ସରକାରି ମାନ୍ୟତା,
ରାଜ୍ୟରେ ସମ୍ବଲପୁରୀ/କୋଶଳୀ ଭାଷା, ସଙ୍ଗୀତ ଓ ସଂସ୍କୃତି ଏକାଡେମି ଖୋଲିବା,ଏହି ଭାଷାରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସହ ଫିଲ୍ମ ସିଟି ସ୍ଥାପନ କରିବା ପାଇଁ ଦାବି ରହିଛି lଏଥିରେ ନିଜେ ଚଳଚିତ୍ର ଅଭିନେତା ମନୋଜ ମିଶ୍ର ସାମିଲ୍ ହୋଇ ପଦଯାତ୍ରାରେ ବାହାରିଛନ୍ତି l ବହୁତ୍ ସମାଗମ୍ ମଧ୍ୟରେ ଦେଖିବାକୁ ମିଳିଛି, ଲୋକଙ୍କ ପୁରା ସମର୍ଥନ ମିଳୁଛି


News Comment




Photo in News

Advertisment
Lastest News
  ଜିଲ୍ଲା  
ଡୁଙ୍ଗୁରିପାଲି ମହାବିଦ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ   31-Jul-2026
  ଜିଲ୍ଲା  
*ଭାରତ ବିକାଶ ପରିଷଦ, ସୋନପୁର ଶାଖା ପକ୍ଷରୁ ସିଡ୍ ବଲ୍ ନିକ୍ଷେପ କାର୍ଯ୍ୟକ୍ରମ ଅନୁଷ୍ଠିତ*-   31-Jul-2026
  ଜିଲ୍ଲା  
ଆଗଲପୁର ବ୍ଲକ ରେ ବନ୍ୟା, ବିଚ୍ଛିନ୍ନ ରାସ୍ତା ଶୀଘ୍ର ମରାମତି, ଘର ଓ ଜମି ରେ ବାଲିଚର କ୍ଷତିପୂରଣ ପାଇଁ ଦାବି                       31-Jul-2026
  ଜିଲ୍ଲା  
ବରଗଡ଼ ଜିଲ୍ଲା ଲାୟନ୍ସ ଓ ଲିଓ କ୍ଳବ୍ ର ପ୍ରତିଷ୍ଠା ଦିବସ   31-Jul-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଘର ବୁଡ଼ିଲା ନଦୀ କୁଳିଆ ଚାଷଜମି   31-Jul-2026
  ଜିଲ୍ଲା  
ରେଳ ଉନ୍ନୟନ ପାଇଁ ରେଳମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ପ୍ରଦୀପ ପୁରୋହିତ   30-Jul-2026
  ରାଜ୍ୟ  
କୁମିଆଁପାଲିରେ ବିସ୍ଥାପିତପରିବାରଙ୍କ ପାଖରେ ପହଞ୍ଚିଲା ବିଜେଡି ଫେକ୍ଟଫାଇଣ୍ଡିଙ୍ଗ ଟିମ   30-Jul-2026
  ଜିଲ୍ଲା  
କଣ୍ଡରା ଗ୍ରାମର ନଦୀ ଭିତରେ ଫସିଥିବା ଚାରି ଜଣଙ୍କୁ ଉଦ୍ଧାର କଲା ପ୍ରଶାସନ   30-Jul-2026
  ଜିଲ୍ଲା  
ବଲାଙ୍ଗିର ଜିଲ୍ଲା କାରାଗାରରେ ସ୍ୱାସ୍ଥ୍ୟ ଶିବିର   30-Jul-2026
  ଜିଲ୍ଲା  
ବନ୍ୟାଞ୍ଚଳ ପରିଦର୍ଶନ କରି ବନ୍ୟା ପରିସ୍ଥିତି ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ   30-Jul-2026
  ଜିଲ୍ଲା  
ସୋନପୁର ପୈ।ର ପ୍ରଶାସନର ଜୋର ଜବରଦସ୍ତି, ହାଇକୋର୍ଟଙ୍କ ନିର୍ଦ୍ଦେଶ ର ଖୋଲାଖୋଲି ଉଲଂଘନ! ଗରିବ ଦୋକାନୀ ହନ୍ତସନ୍ତ   30-Jul-2026
  ଜିଲ୍ଲା  
ଆମ ଗହଣରେ ଆଉନାହାନ୍ତି ପିପି ଏକାଡେମୀ ର ପୂର୍ବତନ ପ୍ରଧାନ ଶିକ୍ଷକ ବାଙ୍କା ବିହାରୀ ପଣ୍ଡା   30-Jul-2026

You Might Also Like